ଆମିଷ ବଜାରରେ ପ୍ରବଳ ଭିଡ଼
ଭୁବନେଶ୍ୱର: ଶନିବାର ଛାଡ଼ଖାଇ ପଡ଼ିଥିବାବେଳେ ଅଧିକାଂଶ ଲୋକେ ରବିବାରରେ ପାଳିଛନ୍ତି । ଯେଉଁ କାରଣରୁ ଆଜି ଆମିଷ ବଜାରରେ ଲାଗିଛି ନାହିଁ ନଥିବା ଭିଡ଼ । ଲୋକେ ଏକପ୍ରକାର କୋଭିଡ କଟକଣାକୁ ଫୁ କରି ଦେଇଥିବା ଦେଖିବାକୁ ମିଳିଛି । କାହା ମୁହଁରେ ମାସ୍କ ନଥିବାବେଳେ ଆଉ କେଉଁଠି ଜମୁଛି ଗହଳି ।!-->…