Odia News Portal
Browsing Tag

odisha bandha

କରୋନା ବିରୁଦ୍ଧରେ ଜନ ଆନ୍ଦୋଳନ କରିବାକୁ ଆହ୍ୱାନ୍ ଦେଲେ ଧର୍ମେନ୍ଦ୍ର ପ୍ରଧାନ

ଭୁବନେଶ୍ୱର: ଆମ ଦେଶ ଏକ ଅଭାବନୀୟ ପରିସ୍ଥିତି ଦେଇ ଗତି କରୁଛି । ସରକାର ଏକୁଟିଆ ଚାହିଁଲେ ସବୁ କରିଦେବେ ସେମିତି ଭାବିବା ଭୁଲ୍‌ । ଏଣୁ ସମାଜର ବର୍ଗର ଲୋକ ମିଶି କରୋନା ବିରୋଧରେ ଲଢେଇ କରିବାକୁ ପଡିବ । ଏହାକୁ ଏକ ଜନ ଆନ୍ଦାଳନରେ ପରିଣତ କରି ଟେଷ୍ଟିଂ, ଟ୍ରେସିଂ ଓ ଟ୍ରିଟେମଣ୍ଟକୁ…

କଂଗ୍ରେସର ୬ ଘଣ୍ଟିଆ ଓଡ଼ିଶା ବନ୍ଦ

ଭୁବନେଶ୍ୱର: ଆସନ୍ତାକାଲି ଓଡିଶା କଂଗ୍ରେସ ପକ୍ଷରୁ ଓଡ଼ିଶା ବନ୍ଦ ଡାକରା ଦିଆଯାଇଛି । ସକାଳ ୭ ଟାରୁ ଅପରାହ୍ନ ଗୋଟାଏ ପର୍ଯ୍ୟନ୍ତ ୬ ଘଣ୍ଟିଆ ବନ୍ଦ କରିବ କଂଗ୍ରେସ । ପେଟ୍ରୋଲ, ଡିଜେଲ ଓ ଗ୍ୟାସର ମୂଲ୍ୟବୃଦ୍ଧି ସହ ବିଭିନ୍ନ ପ୍ରସଙ୍ଗ ନେଇ ବନ୍ଦ ପାଳନ କରିବାକୁ କଂଗ୍ରେସ ଡାକରା ଦେଇଛି ।…