Odia News Portal
Browsing Tag

odisha news

୮ ପର୍ଯ୍ୟଟକ ସମୁଦ୍ରରେ ବୁଡି ଯାଉଥିବା ବେଳେ ଉଦ୍ଧାର

ପୁରୀ: ପୁରୀ ସମୁଦ୍ରରେ ସ୍ନାନ କରିବା ପାଇଁ ଆସୁଥିବା ପର୍ଯ୍ୟଟକଙ୍କ ଅସାବଧାନତା ପାଇଁ ଦିନକୁ ଦିନ ଅଘଟଣ ବଢ଼ିବାରେ ଲାଗିଛି। ଆଜି ସମୁଦ୍ରରେ ସ୍ନାନ ସମୟରେ ଭିନ୍ନ ଭିନ୍ନ ସ୍ଥାନରେ ୮ ଜଣ ପର୍ଯ୍ୟଟକ ସମୁଦ୍ରରେ ବୁଡି ଯାଉଥିବା ବେଳେ ଉଦ୍ଧାର କରାଯାଇଛି । ୬ ଜଣ ବଙ୍ଗୀୟ ଓ ୨ ଜଣ ଓଡିଶାର

୩୭ ବର୍ଷ ପରେ ଅଭିଯୁକ୍ତ ଗିରଫ

ଭୁବନେଶ୍ୱର: ଜାମିନ ବିହୀନ ଗିରଫ ପରଓ୍ୱାନାର ୩୭ ବର୍ଷ ପରେ ଅଭିଯୁକ୍ତ ଗିରଫ ହୋଇଛି। ପୋଲିସର ସ୍ୱତନ୍ତ୍ର ଡ୍ରାଇଭ ବେଳେ ଅଭିଯୁକ୍ତ ଅକ୍ଷୟ ଜେନାକୁ ଧରିଛି କେନ୍ଦ୍ରାପଡା ଜିଲ୍ଲା ପାଟକୁରା ଥାନା ପୋଲିସ। ଏକ ଡକାୟତି ମାମଲାରେ ଅଭିଯୁକ୍ତ ଫେରାର ଥିଲା।

ପୋଲିସକୁ ସଫଳତା ଲକ୍ଷାଧିକ ଟଙ୍କାର ଅଫିମ ଗଛ ନଷ୍ଟ

ପାଳଲହଡା : ଅନୁଗୋଳ ଜିଲ୍ଲା ପାଳଲହଡା ବ୍ଲକ ଅନ୍ତର୍ଗତ ନଗିରା ପଞ୍ଚାୟତ ର ଶିବିଡା ନିକଟସ୍ଥ ଏକ ପାହାଡିଆ ଅଞ୍ଚଳରେ ଗତକାଲି ଲକ୍ଷାଧିକ ଟଙ୍କାର ଅଫିମ ଗଛ ସବୁକୁ ପୋଲିସ ଠାବ କରି ତାକୁ ପୋଡ଼ି ନଷ୍ଟ କରି ଦେଇଛନ୍ତି । ଖବର ରୁ ଜଣାଯାଏ ପାଳଲହଡା ର ଉକ୍ତ ପାଉଡି ଭୂୟାଁ ଅଞ୍ଚଳ ଗୁଡିକ ଘଞ୍ଚ

ମହାରଥୀଙ୍କ ପରିବାରରୁ ଜଣକୁ ଟିକେଟ ମିଳୁ: ମନ୍ତ୍ରୀ

ମହାରଥୀଙ୍କ ପରିବାରରୁ କାହାରିକୁ ପ୍ରାର୍ଥୀ କରିବା ପାଇଁ କହିଲେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ ।ଗଣଶିକ୍ଷା ମନ୍ତ୍ରୀ କହିଛନ୍ତି, “ମହାରଥୀଙ୍କ ଅବଦାନ ତଥା ତାଙ୍କ ଅନୁପସ୍ଥିତିକୁ ଅନୁଭବ କରୁଛନ୍ତି ପିପିଲି ନିର୍ବାଚନମଣ୍ଡଳୀ ଲୋକେ । ପିପିଲି ଭୋଟର ମହାରଥୀଙ୍କ ପରିବାରକୁ

ଅଷ୍ଟମ ଯାଏଁ ପରୀକ୍ଷା ଓ ଫେଲରୁ ମୁକ୍ତି

ଭୁବନେଶ୍ବର:ପରୀକ୍ଷା ଓ ଫେଲ ଟେନସନ ଆଉ ନାହିଁ । ଚଳିତବର୍ଷ ଏଥିରୁ ମୁକ୍ତ ହୋଇଛନ୍ତି ପ୍ରଥମରୁ ଅଷ୍ଟମ ଶ୍ରେଣୀ ଛାତ୍ରଛାତ୍ରୀ । ପ୍ରଥମରୁ ଅଷ୍ଟମ ଶ୍ରେଣୀରେ ପଢ଼ୁଥିବା ସବୁ ଛାତ୍ରଛାତ୍ରୀଙ୍କର କୌଣସି ବାର୍ଷିକ ପରୀକ୍ଷା କରାନଯାଇ କ୍ଲାସ୍ ପ୍ରମୋସନ୍ ଦିଆଯିବ ବୋଲି ବିଦ୍ୟାଳୟ ଓ

ବିଧାନସଭା ଆତ୍ମହତ୍ୟା ପ୍ରସଙ୍ଗରେ ଶାସକ-ବିରୋଧୀ ମୁହାଁମୁହିଁ

ଭୁବନେଶ୍ୱର: ମନ୍ତ୍ରୀମାନେ ଭୁଲ ନ ମାଗିବା ପର୍ଯ୍ୟନ୍ତ ବିଧାନସଭା ଚଲାଇଦେବୁନି ବୋଲି କହିଛନ୍ତି କଂଗ୍ରେସ ବିଧାୟକ ତାରା ବାହିନୀପତି । ଦ୍ୱିତୀୟ ପର୍ଯ୍ୟାୟ ବଜେଟ ଅଧିବେଶନର ଦ୍ୱିତୀୟ ଦିନରେ ଗୃହରେ ଆଜି ଶାସକ-ବିରୋଧୀ ମୁହାଁମୁହିଁ ହୋଇଥିଲେ । ଗୃହ ଭିତରେ ଆତ୍ମହତ୍ୟା ଧମକ ଦେଇଥିବା ବିଜେପି

ବ୍ୟବସାୟୀଙ୍କୁ ଗୁଳିମାଡ଼: ୩ ଦୁର୍ବୃତ୍ତ ଫେରାର

ନବରଙ୍ଗପୁର: ନବରଙ୍ଗପୁର ଜିଲ୍ଲା ଉମରକୋଟରେ ବ୍ୟବସାୟୀଙ୍କୁ ଗୁଳିମାଡ଼ କରି ଫେରାର ହୋଇଗଲେ ୩ ଦୁର୍ବୃତ୍ତ। ବ୍ୟବସାୟିକ ଶତ୍ରୁତାକୁ କେନ୍ଦ୍ର କରି ଏହି ଗୁଳିକାଣ୍ଡ ଘଟିଥିବା ସନ୍ଦେହ କରାଯାଉଛି। ସୂଚନାନୁସାରେ, ସହରର ଷ୍ଟାଇଲ ଫର୍ନିଚର ଓ ଷ୍ଟାଇଲ ପାର୍ଲର ବ୍ୟବସାୟୀ ଟି.ସଞ୍ଜୀବ ସୁବୁଦ୍ଧି

ଟ୍ରିବ୍ୟୁନାଲରେ ୨୦ତମ ଶୁଣାଣି, ସମାଧାନ କେବେ?

ଭୁବନେଶ୍ବର: ତୁଟୁନି ଓଡ଼ିଶା-ଛତିଶଗଡ଼ ଜଳ ବିବାଦ। ଟ୍ରିବ୍ୟୁନାଲକୁ ମାର୍ଚ୍ଚ ୧୨ ତାରିଖରେ ୩ବର୍ଷ ପୁରୁଥିଲେ ମଧ୍ୟ ଆଲୋଚନା ସଫଳ ହୋଇପାରିନାହିଁ  ।ତେବେ ଆଜି ଟ୍ରିବ୍ୟୁନାଲରେ ୨୦ତମ ଶୁଣାଣି ହେବ । ପୂର୍ବରୁ ୧୯ ଥର ଶୁଣାଣି ହୋଇଥିବା ବେଳେ କୌଣସି ସମାଧାନ ହୋଇନାହିଁ । ଟ୍ରିବ୍ୟୁନାଲକୁ