Odia News Portal
Browsing Tag

odisha news

ସାଇକେଲରେ ଆସିଲେ ତାରା,ସୁର ଓ ଅଧିରାଜ

ଭୁବନେଶ୍ୱର: ଚିନ୍ତା ବଢ଼ାଇଛି ପେଟ୍ରୋଲ ଓ ଡିଜେଲ ଦର । ଯାହାକି ସାଧାରଣ ଲୋକଙ୍କ ଉପରେ ବୋଝ ଉପରେ ନଳିତା ବିଡ଼ା ସଦୃଶ ସାବ୍ୟସ୍ତ ହେଉଛି । ତେବେ କଂଗ୍ରେସ ବିଧାୟକମାନେ ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧିର ଅଭିନବ ପ୍ରତିବାଦ କରିଛନ୍ତି । ବିଧାନସଭାର ବଜେଟ୍ ଅଧିବେଶନ ଚାଲିଥିବା ସମୟରେ କଂଗ୍ରେସ

ସ୍ୱାଭିମାନ ଅଞ୍ଚଳରୁ ମାଓ ସାମଗ୍ରୀ ଜବତ

ମାଲକାନଗିରି: ସର୍ଚ୍ଚ ଅପରେସନ ସମୟରେ ଜବତ ହେଲା ପ୍ରେସର ବୋମା ଓ ଟିଫିନ ବୋମା | ଚିତ୍ରକୋଣ୍ଡା ସ୍ୱାଭିମାନ ଅଞ୍ଚଳର ହାନ୍ତାଳଗୁଡା ନବମ ବାଟାଲିୟନ ବିଏସଏଫ ଯବାନଙ୍କୁ ମିଳିଛି ବଡ ସଫଳତା । ଗୁଇନ୍ଦା ସୂତ୍ରରୁ ଖବର ପାଇ ସର୍ଚ୍ଚ ଅପରେସନ କରିଥିଲେ ବିଏସଏଫ ଯବାନ । କଦଳିବନ୍ଧା ଗ୍ରାମ ନିକଟ

ବିକାଶଶୀଳ ଓ ପରିବର୍ତ୍ତନଶୀଳ ରାଜ୍ୟ ବଜେଟ୍: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟ ବଜେଟ ୨୦୨୧-୨୨କୁ ଅଭିବୃଦ୍ଧିକାରୀ ଓ ରୂପାନ୍ତରୀକରଣ ବଜେଟ୍ ଭାବେ ଅଭିହିତ କରିଛନ୍ତି । ରାଜ୍ୟ ବଜେଟ ଲୋକାଭିମୁଖୀ, ଓଡ଼ିଶା ବିକାଶରେ ସହାୟକ ହେବ ଏବଂ ଏହା ଏକ ବିକାଶଶୀଳ ଓ ପରିବର୍ତ୍ତନଶୀଳ ବଜେଟ୍ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ସ୍ବାସ୍ଥ୍ୟ ବଜେଟ୍: ଏସସିବି ‘ଏମ୍ସ ପ୍ଲସ୍’ ପାଇଁ ୫୦୦ କୋଟି

ଭୁବନେଶ୍ବର: ବିଧାନସଭାରେ ବର୍ଷ ୨୦୨୧-୨୨ ପାଇଁ ଆର୍ଥିକ ବଜେଟ୍‌ ଉପସ୍ଥାପନ କରିଛନ୍ତି ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ । ଆର୍ଥିକ ବର୍ଷ ୨୦୨୧-୨୨ରେ ରାଜ୍ୟ ପାଇଁ ମୋଟ ୧ ଲକ୍ଷ ୭୦ ହଜାର କୋଟି ଟଙ୍କାର ବ୍ୟୟ ବରାଦ କରାଯାଇଛି । ଚଳିତ ବର୍ଷ ସ୍ବାସ୍ଥ୍ୟ ସେବା କ୍ଷେତ୍ରକୁ ମଧ୍ୟ ଗୁରୁତ୍ବ

ରାଜ୍ୟ ବଜେଟ୍: କୃଷି କ୍ଷେତ୍ର ପାଇଁ ୨୦ ହଜାର କୋଟି ବ୍ୟୟବରାଦ

ଭୁବନେଶ୍ବର: ବିଧାନସଭାରେ ୨୦୨୧-୨୨ ଆର୍ଥିକ ବର୍ଷ ପାଇଁ ରାଜ୍ୟ ବଜେଟ୍ ଉପସ୍ଥାପନ କରୁଛନ୍ତି ରାଜ୍ୟ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ।ମୁଖ୍ୟମନ୍ତ୍ରୀ ଉପସ୍ଥିତିରେ ବିଧାନସଭାରେ ବଜେଟ ଉପସ୍ଥାପନ କରାଯାଉଛି । ନୂଆ ଆର୍ଥିକ ବର୍ଷ ପାଇଁ ମୋଟ ୧ ଲକ୍ଷ ୭୦ ହଜାର କୋଟିର ବ୍ୟୟବରାଦ କରାଯାଇଛି

ଅଞ୍ଜନା ମିଶ୍ର ଗଣଦୁଷ୍କର୍ମ: ସିବିଆଇର କାମ କଲା କମିଶନରେଟ ପୋଲିସ

ଭୁବନେଶ୍ବର: ଓଡ଼ିଶା ପୋଲିସକୁ ବଡ଼ ସଫଳତା ।ସିବିଆଇ ଯାହା କରିପାରିଲା ନାହିଁ,ତାହା କରି ଦେଖାଇଛି କମିଶନରେଟ ପୋଲିସ ।୨୨ବର୍ଷ ପରେ ପୋଲିସ୍ ହାତରେ ଧରା ପଡ଼ିଲା ବିବନ୍ ବିଶ୍ଵାଳ । ୧୯୯୯ ଜାନୁଆରୀ ୯ ତାରିଖରେ ହୋଇଥିବା ବାରଙ୍ଗର ବହୁ ଚର୍ଚ୍ଚିତ ଗଣ ଦୁଷ୍କର୍ମ ଘଟଣାର ମୁଖ୍ୟ ଅଭିଯକ୍ତ ଥିଲା

୨୨ବର୍ଷ ପରେ ବନ୍ଧା ହେଲା ବିବନ୍

ଭୁବନେଶ୍ବର: ଓଡ଼ିଶା ପୋଲିସକୁ ବଡ଼ ସଫଳତା । ୨୨ବର୍ଷ ପରେ ପୋଲିସ୍ ହାତରେ ଧରା ପଡ଼ିଲା ବିବନ୍ ବିଶ୍ଵାଳ । ୧୯୯୯ ଜାନୁଆରୀ ୯ ତାରିଖରେ ହୋଇଥିବା ବାରଙ୍ଗର ବହୁ ଚର୍ଚ୍ଚିତ ଗଣ ଦୁଷ୍କର୍ମ ଘଟଣାର ମୁଖ୍ୟ ଅଭିଯକ୍ତ ଥିଲା ବିବନ୍ ବିଶ୍ଵାଳ।ଭୁବନେଶ୍ଵରର ବାରଙ୍ଗ ରାସ୍ତାରେ କାର ଭିତରେ ହୋଇଥିଲା ଗଣ

ବଢ଼ିବ ତାପମାତ୍ରା, ଜଳିବ ରାଜଧାନୀ

ଭୁବନେଶ୍ବର: ରାଜ୍ୟରେ ବଢ଼ିବ ତାପମାତ୍ରା । ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟର କିଛି ଜିଲ୍ଲାରେ ସ୍ୱାଭାବିକଠାରୁ ୨-୩ ଡିଗ୍ରୀ ତାପମାତ୍ରା କମିଥିବା ବେଳେ ଆଗାମୀ ଦୁଇ ଦିନ ପର୍ଯ୍ୟନ୍ତ ଏଭଳି ପାଗ ରହିବ ବୋଲି ଭୁବନେଶ୍ୱର ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଛି । ତେବେ ପାଣିପାଗ

ମାସେ ପର୍ଯ୍ୟନ୍ତ ସଜାଗ ପାଇଁଁ ତାଗିଦ୍,ଅଧିକାରୀ ନିଲମ୍ବିତ

କଳାହାଣ୍ଡି: କର୍ଲାପାଟ ଅଭୟାରଣ୍ୟରେ ହାତୀ ମଡ଼କ ଘଟଣାରେ କେନ୍ଦ୍ରୀୟ ଟିମ୍ ର ତାଗିଦ୍ । ମାସେ ପର୍ଯ୍ୟନ୍ତ ସଜାଗ ରହିବାକୁ ତାଗିଦ କରିଛନ୍ତି କେନ୍ଦ୍ରୀୟ ଟିମ୍ ।କେନ୍ଦ୍ରୀୟ ଟିମ୍ କର୍ଲାପାଟ ଯାଇ ସପ୍ତମ ହାତୀ ଓ ଦ୍ୱିତୀୟ ମୃତ ଗାଈକୁ ଠାବ କରିଥିଲେ । ହ୍ୟୁମରେଜିକ ସେଫଟିସେମିଆ ବା ସାହାଣ