Odia News Portal
Browsing Tag

odisha news

ବେବୋଙ୍କ ଘରକୁ ଆସିଲେ ‘କୁନି ମେହମାନ’

ମୁମ୍ବାଇ: ଅଭିନେତ୍ରୀ କରିନା କପୁର ଓ ଅଭିନେତା ସୈଫ ଅଲ୍ଲୀ ଖାନଙ୍କ ଘରକୁ ଆସିଲା 'କୁନି ମେହମାନ' । ଆଜି ସକାଳୁ ମୁମ୍ବାଇ ସ୍ଥିତ ବ୍ରିଜ କ୍ୟାଣ୍ଡି ହସ୍ପିଟାଲରେ କରୀନା ପୁଣିଥରେ ଏକ ପୁତ୍ର ସନ୍ତାନକୁ ଜନ୍ମ ଦେଇଛନ୍ତି | ଏହି ଖବର ସାମ୍ନାକୁ ଆସିବା ପରେ ତାଙ୍କ ପ୍ରଶଂସକମାନ ଖୁସି ହେବା ସହ

କଡ଼ାକଡ଼ି ହେବ କୋଭିଡ୍ କଟକଣା: ଏସ୍‌ଆର୍‌ସି

ଭୁବନେଶ୍ୱର: ରାଜ୍ୟରେ କଡ଼ାକଡ଼ି ହେବ କୋଭିଡ୍‌ ଗାଇଡ୍ ଲାଇନ୍‌। ଏ ନେଇ ରାଜ୍ୟର ସମସ୍ତ ଜିଲ୍ଲାପାଳ, ପୌର କମିଶନର ଏବଂ ଏସ୍‌ପିଙ୍କୁ ନିର୍ଦ୍ଦେଶ ଦେଲେ ସ୍ୱତନ୍ତ୍ର ରିଲିଫ୍‌ କମିଶନର (ଏସ୍‌ଆର୍‌ସି) ପ୍ରଦୀପ ଜେନା । ଦେଶର ବିଭିନ୍ନ ରାଜ୍ୟରେ କରୋନାର ନୂଆ ଷ୍ଟ୍ରେନ୍‌ ଧୀରେ ଧୀରେ ବ୍ୟାପିବା

ପୁଣେରେ ନାଇଟ୍ କର୍ଫ୍ୟୁ,୨୮ ପର୍ଯ୍ୟନ୍ତ ସ୍କୁଲ କଲେଜ ବନ୍ଦ

ମହାରାଷ୍ଟ୍ର:ଚିନ୍ତା ବଢ଼ାଇଲା କରୋନାର ନୂଆ ଷ୍ଟ୍ରେନ୍ | ମହାରାଷ୍ଟ୍ରରେ ବଢୁଥିବା କରୋନା ସଂକଟକୁ ନେଇ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ନେଇଛନ୍ତି ବଡ ନିଷ୍ପତ୍ତି । ପୁଣେରେ ରାତି ୧୧ ଟାରୁ ସକାଳ ୬ ଟା ପର୍ଯ୍ୟନ୍ତ ରାତ୍ରୀ କାଳୀନ କର୍ଫ୍ୟୁ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ଏହି

ମାତୃଭାଷା ଦିବସରେ ମୁଖ୍ୟମନ୍ତ୍ରୀଙ୍କ ବାର୍ତ୍ତା

ଭୁବନେଶ୍ୱର: ଅନ୍ତର୍ଜାତୀୟ ମାତୃଭାଷା ଦିବସରେ ମୁଖ୍ୟମନ୍ତ୍ରୀଙ୍କ ବାର୍ତ୍ତା | ଆଜି ହେଉଛି ଅନ୍ତର୍ଜାତୀୟ ମାତୃଭାଷା ଦିବସ । ଏହି ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବାର୍ତ୍ତା ଦେଇଛନ୍ତି ।ତେବେ ବାର୍ତ୍ତାରେ ମୁଖ୍ୟମନ୍ତ୍ରୀ ଉଲ୍ଲେଖ କରିଛନ୍ତି ଯେ, ସଂସ୍କୃତି ଓ ଐତିହ୍ୟକୁ ସୁରକ୍ଷିତ

ସତର୍କ ଅଛି ଶିକ୍ଷା ବିଭାଗ: ସମୀର ଦାଶ

ଭୁବନେଶ୍ୱର: ମହାରାଷ୍ଟ୍ରରେ କରୋନା ସଂକ୍ରମଣ ବୃଦ୍ଧି ଏବେ ଓଡିଶା ପାଇଁ ବଡ଼ ଚିନ୍ତାର କାରଣ ପାଲଟିଛି ।ରାଜ୍ୟରେ କୋଭିଡ଼ ନିୟମକୁ କଡ଼ାକଡି ମାନିବାକୁ ଆହ୍ୱାନ ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ଅନ୍ୟପକ୍ଷେ ଗଣଶିକ୍ଷା ମନ୍ତ୍ରୀ ସମୀର ଦାସ କରୋନାକୁ ଦୃଷ୍ଟିରେ ରଖି ବଡ଼ ବୟାନ ଦେଇଛନ୍ତି| ମନ୍ତ୍ରୀ

ଓପିଟିସିଏଲ ନିଆଁରେ ୧୪କୋଟି ସ୍ୱାହା

ଢେଙ୍କାନାଳ: ଓପିଟିସିଏଲ ଗ୍ରୀଡ଼ରେ ଭୟଙ୍କର ଅଗ୍ନିକାଣ୍ଡ । ଢେଙ୍କାନାଳ କଣ୍ଟାବଣିଆ ଓପିଟିସିଏଲ ଗ୍ରୀଡ଼ରେ ଅଗ୍ନିକାଣ୍ଡ ଘଟିଥିବା ସମୟରେ ୧୦ ଟି ଦମକଳ ଗାଡି ନିଆଁ ଲିଭା କାର୍ଯ୍ୟରେ ନିୟୋଜିତ ହୋଇଛନ୍ତି ।ତେବେ ନିଆଁ ଲାଗିବାର କାରଣ ଜଣାପଡି ନଥିବା ସମୟରେ ସର୍ଟସର୍କିଟ ଯୋଗୁଁ ନିଆଁ

୧୭୫ ଗ୍ରାମ ଧଳା ଜହର ଜବତ, ୨ ଅଟକ

ଆଠଗଡ଼: ଆଠଗଡ଼ରେ ମାଡ଼ି ଚାଲିଛି ଧଳା ଜହର ବେପାରର ଚେର | ଆଠଗଡ଼ରୁ ବ୍ରାଉନସୁଗାର ଜବତ କଲା ଏସଟିଏଫର ଏକ ଟିମ୍ । ଗତକାଲି ରାତିରେ ପୁରୁଣା କଟକଟ ସମ୍ବଲପୁର ରାସ୍ତା ଆଁକୁଲା ଠାରେ ଥିବା ପାରିଜାତ ହୋଟେଲରରୁ ଜବତ ହୋଇଛି ଏହି ୧୭୫ଗ୍ରାମ ବ୍ରାଉନସୁଗାର । ହୋଟେଲ ମାଲିକ ପ୍ରଶାନ୍ତ ସାହୁ ଓ ଜଣେ

ଭଦ୍ରକରେ ଦେହ ବେପାର: ୪ ମହିଳା ଉଦ୍ଧାର

ଭଦ୍ରକ: ଭଦ୍ରକ ସହରରେ ପୋଲିସର ନାକତଳେ ଚାଲିଛି ବେଧଡ଼କ ଦେହ ବେପାର, ପୋଲିସ ମୁଖ୍ୟାଳୟର ଅନତି ଦୂରରେ ଚାଲିଛି ଏହି ସେକ୍ସ ରାକେଟ | ଭଦ୍ରକ ସହର ଡଗମୁଣ୍ଡ ସ୍ଥିତ ଏକ ଭଡା ଘରୁ ସେକ୍ସ ରାକେଟ ଠାବ କରିଛି ଟାଉନ ଥାନା ପୋଲିସ | ଏଥିରେ ସମ୍ପୃକ୍ତ ୪ ମହିଳାଙ୍କୁ ପୋଲିସ ଅଟକ ରଖିଥିବା ବେଳେ ୨ ଜଣ

କର୍ଲାପାଟରେ ହାତୀ ମୃତ୍ୟୁ ସଂଖ୍ୟା ୭କୁ ବୃଦ୍ଧି

କଳାହାଣ୍ଡି: କର୍ଲାପାଟ ଅଭୟାରଣ୍ୟରେ ଥମୁନି ହାତୀ ମଡ଼କ | କର୍ଲାପାଟରେ ଏବେ ହାତୀ ମୃତ୍ୟୁ ସଂଖ୍ୟା ୭ କୁ ପହଞ୍ଚିଛି । ଶନିବାର ଘୁଷୁରୀଗୁଡି ନାଳ ନିକଟରୁ ଆଉ ଏକ ହାତୀ ଛୁଆର ମୃତ ଦେହ ଠାବ କରାଯାଇଛି। କର୍ଲାପାଟ ଅଭୟାରଣ୍ୟରେ ହାତୀ ମୃତ୍ୟୁ ଘଟଣାର କେନ୍ଦ୍ରୀୟ ଟିମ୍ ଅଭୟାରଣ୍ୟରେ ଅନୁଧ୍ୟାନ

ଲକଡାଉନ ସମ୍ଭାବନାକୁ ଏଡ଼ାଇ ହେବନି: ଡ଼ିଏମଇଟି

ଭୁବନେଶ୍ୱର: ମହାରାଷ୍ଟ୍ରରେ କରୋନା ସ୍ଥିତି ଜଟିଳ ହେବା ପରେ କରୋନା ସ୍ଥିତିକୁ ନେଇ ପ୍ରତିକ୍ରିୟା ରଖିଲେ ଡ଼ିଏମଇଟି ସିବିକେ ମହାନ୍ତି । ସେ କହିଛନ୍ତି, ବର୍ତମାନ ସ୍ଥିତିରେ ଦୈନିକ ସଂକ୍ରମଣ ନେଇ ଲକଡ଼ାଉନ୍ କଥା ନାହିଁ । ହେଲେ ଲକଡାଉନ ସମ୍ଭାବନାକୁ ଏଡ଼ାଇ ହେବ ନାହିଁ । ମହାରାଷ୍ଟ୍ର ଓ