Odia News Portal
Browsing Tag

odisha news

ଓଲଟିଲା ଗୋରୁ ବୋଝେଇ ଗାଡି

ଭଦ୍ରକ: ଓଲଟିଲା ବେଆଇନ ଗୋରୁ ବୋଝେଇ ଗାଡି । ଦୁର୍ଘଟଣାରେ ୫ ଗୋରୁ ମୃତ । ଭଦ୍ରକ-ଧାମନଗର ରାସ୍ତା ଭଣ୍ଡାରୀପଦି ଛକ ନିକଟରେ ଦୁର୍ଘଟଣା ଘଟିଛି । ଚାଲାଣ ବେଳେ ଦୁର୍ଘଟଣାଗ୍ରସ୍ତ ହୋଇଛି ଗୋରୁ ବୋଝେଇ ପିକଅପ୍ ଭ୍ୟାନ୍ । ଗୋରୁ ବୋଝେଇ ପିକଅପ୍ ଭ୍ୟାନ୍ ଓଲଟି ୫ ଗାଈଙ୍କ ମୃତ୍ୟୁ ହୋଇଛି ।

୫-ଟି ସଚିବଙ୍କ ସ୍କୁଲ ପରିଦର୍ଶନ

ଭୁବନେଶ୍ବର: ସ୍କୁଲ ପରିଦର୍ଶନ କଲେ ୫-ଟି ସଚିବ । ରାଜଧାନୀରେ ବିଭିନ୍ନ ସ୍କୁଲ ପରିଦର୍ଶନ କଲେ ୫-ଟି ସଚିବ ଭି.କେ ପାଣ୍ଡିଆନ୍‌ । ଶିକ୍ଷକ ଓ ସ୍କୁଲ ପରିଚାଳନା କମିଟି ସହ ବିଭିନ୍ନ ପ୍ରସଙ୍ଗ ନେଇ ୫-ଟି ସଚିବ ଆଜି ଆଲୋଚନା କରିଛନ୍ତି । ଗସ୍ତ ସମୟରେ ୫-ଟି ସଚିବଙ୍କ ସହ ବିଏମ୍‌ସି କମିଶନର

ରବିବାର କରନ୍ତୁ ସୂର୍ଯ୍ୟଦେବଙ୍କ ଆରାଧନା

ଭୁବନେଶ୍ବର: ରବିବାର ଦିନଟି ସୂର୍ଯ୍ୟଦେବଙ୍କୁ ସମର୍ପିତ। ରବିବାର ଦିନ ସୂର୍ଯ୍ୟ ଦେବଙ୍କ ଉପାସନା କଲେ ଶୁଭ ଫଳ ମିଳିଥାଏ। ସେଥିପାଇଁ ରବିବାର ବିଶେଷ ଉପାୟରେ ସୂର୍ଯ୍ୟଦେବଙ୍କ ପୂଜା କରାଯାଇଥାଏ। ସପ୍ତାହର ଅନ୍ୟ ଦିନମାନଙ୍କରେ ସୂର୍ଯ୍ୟଦେବଙ୍କୁ ଜଳ ଅର୍ପଣ ନ କରିପାରିଲେ ରବିବାର ଦିନ ନିଶ୍ଚୟ

ହୃଦଘାତରେ ପାଣ୍ଡ୍ୟା ବ୍ରଦର୍ସଙ୍କ ପିତାଙ୍କ ନିଧନ

ନୂଆଦିଲ୍ଲୀ: କ୍ରିକେଟର ହାର୍ଦ୍ଦିକ ପାଣ୍ଡ୍ୟା ଓ କୁନାଲ ପାଣ୍ଡ୍ୟାଙ୍କ ପିତା ହିମାଂଶୁ ପାଣ୍ଡ୍ୟାଙ୍କର ଶନିବାର ଦିନ ଦେହାନ୍ତ ହୋଇଛି। ହୃଦଘାତ କାରଣରୁ ଶନିବାର ସକାଳୁ ତାଙ୍କର ଦେହାନ୍ତ ହୋଇଛି। ସଚିନ ତେନ୍ଦୁଲକର ହିମାଂଶୁ ପାଣ୍ଡ୍ୟାଙ୍କ ଦେହାନ୍ତରେ ଶୋକ ପ୍ରକାଶ କରିଛନ୍ତି। ସେ ଟ୍ୱିଟ୍ କରି

ରାମ ମନ୍ଦିର ପାଇଁ ପ୍ରଣୀଥା ଦେଲେ ଲକ୍ଷେ

ଅଯୋଧ୍ୟା: ଅଭିନେତ୍ରୀ ପ୍ରଣୀଥା ସୁଭାସ ଶ୍ରୀ ରାମ ମନ୍ଦିର ଭବ୍ୟ ନିର୍ମାଣ ପାଇଁ ୧ ଲକ୍ଷ ଟଙ୍କା ସମର୍ପଣ କରିଛନ୍ତି । ଏହା ବିଷୟରେ ପ୍ରଣୀଥା ସୁଭାସ ନିଜର ଟ୍ୱିଟର ଆକାଉଣ୍ଟରେ ଏକ ଭିଡିଓ ସେୟାର କରିଛନ୍ତି ଏବଂ ଏହା ସହିତ କ୍ୟାପ୍ସନ୍ ରେ ଲେଖିଛନ୍ତି,’ଅଯୋଧ୍ୟା ରାମ ମନ୍ଦିର ପାଣ୍ଠି ସମର୍ପଣ

ଫିଲ୍ମ ଷ୍ଟାଇଲରେ ପୋଲିସ ଡକାୟତ ମୁହାଁମୁହିଁ

ବଲାଙ୍ଗୀର: ଜଙ୍ଗଲ ରାସ୍ତାରେ ପୋଲିସ ଡକାୟତ ମୁହାଁମୁହିଁ । ଫିଲ୍ମ ଷ୍ଟାଇଲରେ ବନ୍ଧୁକକୁ ଖାତିର ନକରି ଡକାୟତଙ୍କର ସାମ୍ନା କରିଛି ପୋଲିସ । ସ୍ଥାନୀୟ ଲୋକେ ମଧ୍ୟ ପୋଲିସକୁ ସାହାରା ଦେଇ ହାତରେ ଢେଲା ଧରି ଛିଡ଼ା ହୋଇଛନ୍ତି । ଡ଼କାୟତ ବନ୍ଧୁକ ଧରି ଫୁଟାଇ ଦେବାକୁ କହୁଥିଲେ ମଧ୍ୟ ପୋଲିସର ଭୟ

ଗଞ୍ଜାମରେ ପ୍ରଥମ ପର୍ୟ୍ୟାୟ ଟିକାକରଣ

ଗଞ୍ଜାମ: ଜିଲ୍ଲାରେ ପ୍ରଥମ ପର୍ୟ୍ୟାୟ ଟିକାକରଣ କାର୍ୟ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲାର ୧୧ଟି କେନ୍ଦ୍ରରେ ୧୧ଶହ ଜଣଙ୍କୁୁ ଟିକା ପ୍ରଦାନ କରାଯାଇଛି । ଏଥିରେ ଅଛନ୍ତି ସ୍ୱାସ୍ଥ୍ୟ କର୍ମୀ, ନର୍ସ, ଏଏନ୍‌ଏମ୍‌ କର୍ମୀ, ଅଙ୍ଗନୱାଡ଼ି କର୍ମୀ, ସଫେଇ କର୍ମଚାରୀ ଏବଂ ମେଡ଼ିକାଲ୍‌

ସାରା ଦେଶରେ ଟିକାକରଣ

ନୂଆଦିଲ୍ଲୀ : ଦିଲ୍ଲୀ ଏମସ୍ ହସ୍ପିଟାଲରେ ପ୍ରଥମ ଟିକା ଦିଆଯାଇଛି । ଏମସ୍ ହସ୍ପିଟାଲର ସଫେଇ କର୍ମଚାରୀ ମନୀଷ କୁମାରଙ୍କୁ ପ୍ରଥମ ଟିକା ଦିଆଯାଇଛି । ସାରା ଦେଶରେ ଟିକାକରଣକୁ ନେଇ ଅନେକ ଚର୍ଚ୍ଚା ହେଉଥିବା ବେଳେ ଏହି ବ୍ୟକ୍ତିଙ୍କୁ ସର୍ବ ପ୍ରଥମେ ଟିକା ଦିଆଯାଇଛି । କେନ୍ଦ୍ର

ମୋଦିଙ୍କ କାମରେ ଖୁସ୍ ଓଡ଼ିଶାବାସୀ

ଭୁବନେଶ୍ୱର: ମୋଦିଙ୍କ ଉପରେ ଖୁସି ଓଡ଼ିଶାବାସୀ | ଜାତୀୟ ଗଣମାଧ୍ୟମ ଆଇଏଏନଏସ ଓ ସି- ଭୋଟର ସର୍ଭେ ଏହି ରିପୋର୍ଟ ପ୍ରକାଶ କରିଛି । ଏହି ସର୍ଭେରେ ଦେଶର ସମସ୍ତ ୫୪୩ ଲୋକସଭା ଆସନରୁ ଲୋକମାନେ ଅଂଶଗ୍ରହଣ କରିଛନ୍ତି। ଏହି ସର୍ଭେରେ ୩୦ ହଜାରରୁ ଅଧିକ ଲୋକ ଜଡିତ ଅଛନ୍ତି । ଗତ ୧୨ ସପ୍ତାହ