Odia News Portal
Browsing Tag

odisha news

ବ୍ରାଉନସୁଗାର ଜବତ, ଜଣେ ଗିରଫ

କେନ୍ଦୁଝର ଜିଲ୍ଲାରେ ଅବକାରୀ ବିଭାଗକୁ ମିଳିଛି ବଡ଼ ସଫଳତା । ତେବେ ଏନେଇ ପୂର୍ବରୁ ଅନେକ ଅଭିଯୋଗ ହୋଇଆସୁଥିଲେ ମଧ୍ଯ ପୋଲିସ ଏନେଇ କୌଣସି ଟେରି ପାଉନଥିଲା । ସୂଚନା ଅନୁଯାୟୀ, ଆନନ୍ଦପୁର ଉପଖଣ୍ଡ ନନ୍ଦିପଦା ଥାନା ଓରାଳି ବଜାରରେ ବ୍ରାଉନସୁଗାର ବେପାର ହେଉଥିବା ନେଇ ଅବକାରୀ

ଲାଞ୍ଚ ନେଉଥିବା ବେଳେ ଧରାପଡ଼ିଲେ ବିଜେପି ବିଧାୟକଙ୍କ ପୁଅ

ଲାଞ୍ଚ ନେଉଥିବା ବେଳେ ଧରାପଡ଼ିଛନ୍ତି କର୍ଣ୍ଣାଟକ ବିଜେପି ବିଧାୟକଙ୍କ ପୁଅ । ତାଙ୍କ ଘରୁ ୬ କୋଟି ଟଙ୍କା ନଗଦ ଟଙ୍କା ମଧ୍ୟ ଜବତ ହୋଇଛି । ବିଜେପି ବିଧାୟକ ମଦଲ ବିରୁପକ୍ଷପ୍ପାଙ୍କ ପୁଅ ପ୍ରଶାନ୍ତ ମଦଲଙ୍କ ଘରୁ ଏହି ନଗଦ ଟଙ୍କା ଜବତ କରିଛି ଲୋକାୟୁକ୍ତ ଟିମ୍ । ବିରୁପକ୍ଷପ୍ପା ସମ୍ପ୍ରତି

ଦ୍ୱିତୀୟ ବିବାହ କରିବେ ରିତିକ୍ ରୋସନ୍

ବଲିଉଡର ଗ୍ରୀକ୍ ଗଡ୍ କୁହାଯାଉଥିବା ରିତିକ୍ ରୋସନଙ୍କ ବିବାହକୁ ନେଇ ଚର୍ଚ୍ଚା । ବାନ୍ଧବୀ ସବା ଆଜାଦଙ୍କୁ ରିତିଙ୍କ ସହ ଅନେକ ସମୟରେ ପରିବାର ସହ ଓ ପବ୍ଲିକରେ ଏକାଠି ଦେଖିବାକୁ ମିଳେ । ଆଉ କିଛି ଦିନ ପରେ ଏହି ଦୁଇଜଣ ବିବାହ କରିବାକୁ ଯାଉଛନ୍ତି ବୋଲି ଖବର ପ୍ରଚାର ହେଉଛି । ସୋସିଆଲ

ବସ୍-ବାଇକ୍ ମୁହାଁମୁହିଁ, ଜଣେ ମୃତ 

ବସ୍ ଓ ବାଇକ୍ ମୁହାଁମୁହିଁ ଧକ୍କା ହୋଇଛି । ବଲାଙ୍ଗୀର ଜିଲ୍ଲା ପାଟଣାଗଡ଼ – ପଦ୍ମପୁର ରାସ୍ତାରେ ଥିବା ଗୌଡ଼ପାଲି ଜୁରିଆ ନିକଟରେ ଏହି ଦୁର୍ଘଟଣା ଘଟିଛି । ଶତାବ୍ଦୀ ନାମକ ଏକ ଘରୋଇ ବସ୍ ଓ ବାଇକ୍ ମଧ୍ୟରେ ଦୁର୍ଘଟଣା ଘଟିଛି । ଦୁର୍ଘଟଣା ଫଳରେ ବାଇକ୍ ଚାଳକଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି ।

ଚିନ୍ମୟୀଙ୍କ ହତ୍ୟା ରହସ୍ୟର କେବେ ଖୋଲିବ ଗୁମର 

ଭିସୁଟ ଛାତ୍ରୀ ଚନ୍ମୟୀ ପ୍ରିୟଦର୍ଶିନୀଙ୍କ ମୃତ୍ୟୁ ଏକ ହତ୍ୟାକାଣ୍ଡ ନା ଆତ୍ମହତ୍ୟା ତାହା ଏ ଯାଏ କିଛି ଜଣାପଡିଲା ନାହିଁ । ଏପଟେ ପରିବାର ଲୋକେ ଝିଅକୁ ହତ୍ୟା କରାଯାଇଛି ବୋଲି ଦାବି କରୁଛନ୍ତି । ଚିନ୍ମୟୀଙ୍କ ବାପା ଜଣେ ଡାକ୍ତର । ସେ ଶବକୁ ଦେଖିବା ପରେ ଝିଅଙ୍କୁ ହତ୍ୟା କରାଯାଇଥିବା

୨୫ ସିନେମା ହଲରେ ମୁକ୍ତିଲାଭ କଲା ‘ବାଜିବ ଲୋ ସାହାନାଇ’

‘ଆର୍‌ଜେଡି ଆର୍ଟସ୍’ ନିବେଦିତ ଓଡ଼ିଆ ସିନେମା ‘ବାଜିବ ଲୋ ସାହାନାଇ’ ଆଜି ମୁକ୍ତିଲାଭ କରିଛି। ଭୁବନେଶ୍ବରସ୍ଥିତ ସିନେପଲିସ୍‌ ସମେତ ରାଜ୍ୟର ୨୫ଟି ପ୍ରେକ୍ଷାଳୟ‌ରେ ଏହା ପ୍ରଦର୍ଶିତ ହୋଇଛି। ଏଥିରେ ଅମ୍ଳାନ୍, ଝିଲିକ୍ ଓ ସମ୍ବିତ ମୁଖ୍ୟ ଭୂମିକାରେ ରହିଥିବା ବେଳେ ସ୍ବର୍ଗତ ରାଇମୋହନ

୫ଟି ସଚିବଙ୍କ ଦୁଇଦିନିଆ ମୟୂରଭଞ୍ଜ ଗସ୍ତ

ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ କ୍ରମେ ଦୁଇ ଦିନିଆ ଗସ୍ତରେ ମୟୂରଭଂଜ ଜିଲ୍ଲାରେ ପହଞ୍ଚିଛନ୍ତି ୫ ଟି ସଚିବ ଭିକେ ପାଣ୍ଡିୟାନ। ଗସ୍ତର ପ୍ରଥମ ଦିନରେ ଠାକୁରମୁଣ୍ଡା ବ୍ଲକ ଅନ୍ତର୍ଗତ ପଡିଆବେଡା ଗ୍ରାମ ପଞ୍ଚାୟତର କଳାଶିରା ଗ୍ରାମରେ ୧୧ଟା୨୫ରେ ପହଞ୍ଚି ପର‌୍ୟ୍ୟଟନ

ନାରାୟଣପାଟଣା ଓ ଲକ୍ଷ୍ମୀପୁର ନିକଟ ଅଞ୍ଚଳରେ ମୃଦୁ ଭୂକମ୍ପ

ନାରାୟଣପାଟଣା ଓ ଲକ୍ଷ୍ମୀପୁର ଆଖପାଖ ଅଞ୍ଚଳରେ ମୃଦୁ ଭୂକମ୍ପ ଅନୁଭୂତ ହୋଇଥିବା ସୂଚନା ମିଳିଛି। ଆଜି ସକାଳ ୫ଟା ୫ ମିନିଟରେ ନାରାୟଣ ପାଟଣା ଓ ଲକ୍ଷ୍ମୀପୁର ଆଖପାଖ ଅଞ୍ଚଳରେ ଭୂକମ୍ପ ଅନୁଭୂତ ହୋଇଛି । ରିକ୍ଟର ସ୍କେଲରେ ଭୂକମ୍ପ ତୀବ୍ରତା ୩.୮ ରେକର୍ଡ କରାଯାଇଛି। ଏହାର କେନ୍ଦ୍ରସ୍ଥଳ

ବଜେଟ ବ୍ୟୟବରାଦ ଅନୁଯାୟୀ କାର୍ଯ୍ୟକାରୀ ହୋଇପାରିନି ଖର୍ଚ୍ଚ

ବଜେଟ୍‌ରେ ଯେତିକି ବ୍ୟୟବରାଦ କରାଯାଉଛି ତାହା ବର୍ଷ ସୁଦ୍ଧା ଶେଷ ହୋଇପାରୁନାହିଁ। ବିଗତ ୫ ବର୍ଷରେ ବ୍ୟୟବରାଦ ଅର୍ଥରୁ ୭୬ ହଜାର କୋଟି ଟଙ୍କା ଖର୍ଚ୍ଚ ହୋଇନାହିଁ। ଆବଣ୍ଟିତ ଖର୍ଚ୍ଚ ଓ ପ୍ରକୃତ ଖର୍ଚ୍ଚ ମଧ୍ୟରେ ୧୦ରୁ ୧୨ ପ୍ରତିଶତର ତାରତମ୍ୟ ରହୁଛି ବୋଲି ପୂର୍ବତନ କେନ୍ଦ୍ର ସାର ଓ ଗ୍ରାମୀଣ

ଶେଷ ଯାତ୍ରାରେ ଓଲିଉଡ୍ ଅଭିନେତା ପିଣ୍ଟୁ ନନ୍ଦ

ଶେଷ ଯାତ୍ରାରେ ଓଲିଉଡ୍ ଅଭିନେତା ପିଣ୍ଟୁ ନନ୍ଦ । ସମସ୍ତେ ଆଜି ଝୁରୁଛନ୍ତି ପିଣ୍ଟୁ ନନ୍ଦଙ୍କୁ । ଆଜି ଭୁବନେଶ୍ୱରରେ ଅଭିନେତାଙ୍କ ଦେଖିବାକୁ ତାଙ୍କ ଶୁଭେଚ୍ଛୁ ମାନଙ୍କ ଭିଡ ଜମି ରହିଛି । ପିଣ୍ଟୁ ନନ୍ଦ ଓଡିଆ ସିନେ ଜଗତର ଜଣେ ଆଗଧାଡିର ଜଣାଶୁଣା କଳାକାର । ଓଡିଆ ଫିଲ୍ମରେ ତାଙ୍କ ଜୀବନ୍ତ