Odia News Portal
Browsing Tag

odisha news

ଟିକା ନେବେନି ୧୫ହଜାର ସ୍ୱାସ୍ଥ୍ୟକର୍ମୀ

ଭୁବନେଶ୍ୱର: ଅନ୍ୟକୁ ଦେବୁ କିନ୍ତୁ ନିଜେ ନେବୁନି ଟିକା । ଟିକା ନେବା ପାଇଁ ମନାକଲେ ଓଡ଼ିଶା ରାଜ୍ୟ ପୁରୁଷ ଓ ମହିଳା ବହୁମୁଖୀ ସ୍ୱାସ୍ଥ୍ୟକର୍ମୀ ବା ସ୍ୱାସ୍ଥ୍ୟ ପରିଦର୍ଶକ ମିଳିତ ମହାସଂଘର ୧୫ଶହ ସଭ୍ୟ । ପଦବୀ ପରିବର୍ତନ ଓ କ୍ୟାଡର ପୁନଃଗଠନ ଦାବିରେ ସିରିଞ୍ଜ ଛାଡ଼ ଆନ୍ଦୋଳନକୁ ଓହ୍ଲାଇବାକୁ

ଇଞ୍ଜିନିୟର‌ ବୋହୂ ଦେଶୀ ମଦ ବେପାରୀ !

ଭଦ୍ରକ: ସିଭିଲ ଇଞ୍ଜିନିୟର‌ ବୋହୂ କରୁଥିଲେ ଦେଶୀ ମଦ ବେପାର! | ଆଉ ତାଙ୍କୁ ସହଯୋଗ କରୁଥିଲେ ଶାଶୂ। ଆଜି ଏପରି ଅଭିଯୋଗ ଆସିଛି ଭଦ୍ରକ ଜିଲ୍ଲାରୁ। ମଦ ବେପାର ନେଇ ଗ୍ରାମାଞ୍ଚଳ ପୋଲିସ ଜାଣିପାରି ଚଢ଼ଉ କରି ଇଞ୍ଜିନିୟର ବୋହୂ ଓ ଶାଶୁକୁ ଗିରଫ କରିଥିବା ବେଳେ ବହୁ ପରିମାଣର ଦେଶୀ ମଦ ଜବତ

ରାଜ୍ୟରେ ଆଉ ୨୨୨ ସଂକ୍ରମିତ ଚିହ୍ନଟ

ଭୁବନେଶ୍ୱର: ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୨୨୨ କରୋନା ପଜିଟିଭ୍ ଚିହ୍ନଟ । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୩୩୨୭୬୩ରେ ପହଞ୍ଚିଛି । ଏନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ଟ୍ୱିଟ୍ ଯୋଗେ ସୂଚନା ପ୍ରଦାନ କରାଯାଇଛି । ଚିହ୍ନଟ ହୋଇଥିବା

ମକର ବୁଡ଼କୁ ଯାଇ ଗଣଦୁଷ୍କର୍ମର ଶିକାର

ବାରିପଦା: ମକର ବୁଡ଼ ପକାଇବାକୁ ଯାଇ ଗଣଦୁଷ୍କର୍ମର ଶିକାର ଯୁବତୀ ।ବାରିପଦା ସହରର କାଳିକାପୁର ଅଞ୍ଚଳରେ ଗଣଦୁଷ୍କର୍ମ ହୋଇଥିବା ଅଭିଯୋଗ ହୋଇଛି । ମକର ବୁଡ଼ ନିମନ୍ତେ ଯୁବତୀ ଜଣକ ଆଜି ଭୋରରୁ ଘରୁ ଏକୁଟିଆ ନିକଟସ୍ଥ ନଦୀକୁ ବାହାରିଥିବା ଅବସ୍ଥାରେ ଘଟିଛି ଏହିଭଳି ଜଘନ୍ୟ ଘଟଣା । ଏନେଇ ଟାଉନ

ପଦ୍ମ ଧରିଲେ ଜୀବନ ପ୍ରଦୀପ ଦାସ

ବାଲେଶ୍ୱର: ବିଜେପିରେ ଯୋଗଦେଲେ ଜୀବନ ପ୍ରଦୀପ ଦାସ । କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡଙ୍ଗୀଙ୍କ ଉପସ୍ଥିତିରେ ଜୀବନ ପ୍ରଦୀପ ଦାସ ଆଜି ବିଜେପି ଦଳରେ ଯୋଗଦେଇଛନ୍ତି । ବାଲେଶ୍ୱର ଆତିଥ୍ୟ ଭବନରେ ଅନୁଷ୍ଠିତ ଏକ ମିଶ୍ରଣ ପର୍ବରେ ସେ ବିଜେପିରେ ମିଶିଛନ୍ତି । ଉପନିର୍ବାଚନ ସମୟରେ ଦଳବିରୋଧୀ

ଟିକାକରଣ ପାଇଁ ଯିବ ଏସ୍ଏମ୍ଏସ୍

ଭୁବନେଶ୍ୱର: ଦିନକ ପରେ ସାରା ଦେଶରେ ଆରମ୍ଭ ହେବ କରୋନା ପାଇଁ ଟିକାକରଣ। ଏଥିପାଇଁ ସବୁଠି ପ୍ରସ୍ତୁତି ଚୂଡ଼ାନ୍ତ ପର୍ଯ୍ୟାୟରେ। ଓଡ଼ିଶାରେ ମଧ୍ୟ ଟିକାକରଣକୁ ନେଇ ଜୋରଦାର ପ୍ରସ୍ତୁତି ଚାଲିଛି । ରାଜ୍ୟରେ ଟିକାକରଣକୁ ନେଇ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ ସୂଚନା ଦେଇଛନ୍ତି।