ବିବାହ ବନ୍ଧନରେ ବାନ୍ଧିହେବେ ବରୁଣ !
ନୂଆଦିଲ୍ଲୀ: ବଲିଉଡ ଅଭିନେତା ବରୁଣ ଓ ନତାଶାଙ୍କ ବିବାହ ଖବର ସାମ୍ନାକୁ ଆସିଛି । ଦୁହେଁ ଏହି ଜାନୁଆରୀ ମାସରେ ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି ବୋଲି ଶୁଣିବାକୁ ମିଳିଛି। ବରୁଣ ଓ ନତାଶା ଗତ ବର୍ଷ ମେ’ ମାସରେ ବିବାହ କରିଥାନ୍ତେ। କିନ୍ତୁ କରୋନା ଏବଂ ଲକଡାଉନ କାରଣରୁ ଉଭୟଙ୍କ!-->…
