Odia News Portal
Browsing Tag

odisha news

ଗାଁରେ ବୁଲୁଛି ବାଘ

ବଡଗାଁ ବାନାଞ୍ଚଳ ପାମରା ଜଙ୍ଗଲ ନିକଟରେ ବୁଲୁଛି କଲରାପତରିଆ ବାଘ। ସକାଳୁ ଲୋକେ ଜଙ୍ଗଲ ଆଡକୁ ଯାଉଥିବା ବେଳେ ପାହାଡ ତଳେ ଏକ ବାଘ ଯାଉଥିବାର ଦେଖି ଲୋକେ ତୁରନ୍ତ ବନବିଭାଗକୁ ଖବର ଦେଇଥିଲେ। ପରେ ବନବିଭାଗ କର୍ମଚାରୀ ପହଞ୍ଚି ଲୋକଙ୍କ ସହାୟତାରେ ବାଘକୁ ଘଉଡାଇବା ପାଇଁ ଉଦ୍ୟମ କରିଥିଲେ। ତେବେ

ମାର୍ଚ୍ଚ ମାସର ପ୍ରତି ବୁଧବାର ହେବ ଜିରୋ ଟଲରାନ୍ସ ଡେ

କୋରାପୁଟ ଜିଲ୍ଲାରେ ଗାଡିମଟର ଚେକିଂ ଜୋରଦାର ଚାଲିବ । ଏନେଇ ଏସପି ଅଭିନବ ସୋନକର ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି । ମାସର ପ୍ରତି ବୁଧବାର ଦିନକୁ ଜିରୋ ଟଲରାନ୍ସ ଦିନ ଭାବେ ପାଳନ କରାଯିବ । ଏହି ଦିନ ୨୪ ଘଣ୍ଟା ଧରି ଗାଡି ଚେକିଂ ଜୋରଦାର ଚାଲୁ ରହିବ । ବିଶେଷ କରି ହେଲମେଟ,

VSSUT ଛାତ୍ରୀ ଚିନ୍ମୟୀଙ୍କ ମୃତ୍ୟୁକୁ ନେଇ ବଢ଼ୁଛି ରହସ୍ୟ

ସମ୍ବଲପୁର ଜିଲ୍ଲା ବୁର୍ଲା ସ୍ଥିତ ବୀର ସୁରେନ୍ଦ୍ର ସାଏ ୟୁନିଭରସିଟି ଅଫ୍ ଟେକ୍ନୋଲୋଜି (ଭିସୁଟ) ଛାତ୍ର ଚିନ୍ମୟୀ ପ୍ରିୟଦର୍ଶିନୀଙ୍କ ମୃତ୍ୟୁକୁ ନେଇ ରହସ୍ୟ ବଢ଼ିବାରେ ଲାଗିଛି । ଗତକାଲି ୟୁନିଭରସିଟିର ସମାବର୍ତ୍ତନ ଉତ୍ସବରେ ଯୋଗଦେଇଥିଲେ ଚିନ୍ମୟୀ । ମାତ୍ର ପରବର୍ତ୍ତୀ ସମୟରେ ରାତିରେ ସେ

ଦେୟମୁକ୍ତ ହେଲା ରାଜ୍ୟ ସଂଗ୍ରାହଳୟ,ମୁଖ୍ୟମନ୍ତ୍ରୀଙ୍କ ବଡ଼ ନିଷ୍ପତି

ଓଡିଶା କଳାର ଭୂମି । ଆମର କଳା, ସଂସ୍କୃତି ସାରା ବିଶ୍ବରେ ଓଡିଶାର ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଛି । ଆମର ଏହି ମହାନ ଐତିହ୍ୟର ସଂରକ୍ଷଣ ଏବଂ ପ୍ରଚାର ପ୍ରସାର ଦିଗରେ ସଂଗ୍ରହାଳୟ ଗୁଡିକ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିଆସିଛି । ଜନସାଧାରଣ, ବିଶେଷ କରି ଯୁବ ସମାଜ, ଛାତ୍ର ସମାଜ

ବିଧାନସଭାରେ ଲୋୟର ପିଏମଜି ତାତି : ହଟ୍ଟଗୋଳ ଯୋଗୁଁ ଗୃହ ୪ଟା ଯାଏଁ ମୁଲତବୀ

ବିଧାନସଭାରେ ଲୋୟର ପିଏମଜି ତାତି । ଲୋୟର ପିଏମଜିରେ ପୋଲିସର ମାତ୍ରାଧିକ କାର୍ଯ୍ୟାନୁଷ୍ଠାନକୁ ବିରୋଧ କରି ବିରୋଧୀ ହଙ୍ଗାମା କରିବାରୁ ଗୃହ କାର୍ଯ୍ୟ ଚାଲିପାରୁନାହିଁ । ଅପରାହ୍ଣ ୪ଟା ପର୍ଯ୍ୟନ୍ତ ଗୃହକୁ ମୁଲତବୀ ଘୋଷଣା କରିଛନ୍ତି ବାଚସ୍ପତି । ଗୃହକାର୍ଯ୍ୟ ଆରମ୍ଭରୁ ବାଚସ୍ପତିଙ୍କ ପୋଡ଼ିୟମ

ବଢ଼ିବ ତାତି

ରାଜ୍ୟରେ ଗତ ୪ ମାସ ହେବ ବର୍ଷା ନାହିଁ। ଗତ କିଛିଦିନ ହେବ ସମୁଦ୍ରଆଡୁ ରାଜ୍ୟକୁ ପ୍ରବାହିତ ବାୟୁ ଯୋଗୁ ତାତି ନିୟନ୍ତ୍ରଣରେ ରହିଛି। ତେବେ ଆସନ୍ତା ସପ୍ତାହରେ ରାଜ୍ୟରେ ପାରଦ ଉପରମୁହାଁ ହେବାର ସମ୍ଭାବନା ରହିଛି। ଏପରିକି ପାରଦ ୪୦ ଡିଗ୍ରୀ ସେଲ୍‌ସିୟସ ଉପରକୁ ଟପିଯିବା ନେଇ ପାଣିପାଗ ବିଭାଗ

କାର୍ଯ୍ୟରତ ଡାକୋଟା ପୁନଃନିର୍ମାଣ, ମାର୍ଚ୍ଚ ୫ରେ ହେବ ଉଦ୍ଘାଟନ

ଆସନ୍ତା ୫ ତାରିଖରେ ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କ ଜନ୍ମଦିନ ଅବସରରେ ଡାକୋଟା ବିମାନକୁ ସର୍ବସାଧାରଣ ପ୍ରଦର୍ଶନ ପାଇଁ ଯୋଜନା କରାଯାଇଛି। ଇତିହାସ ବର୍ଣ୍ଣିତ ଏହି ଡାକୋଟାରେ ପାଇଲଟ ଓ ଯାତ୍ରୀ କ୍ୟାବିନ୍ ଲଗାଯିବ। ଏଣୁ ଡାକୋଟାକୁ ହାଙ୍ଗରରୁ ବାହାରି କରାଯାଇ ଟର୍ମିନାଲ ୧

ବୋର୍ଡ ୱେବ୍‌ସାଇଟ୍‌ରେ ପ୍ରକାଶ ପାଇଲା ମାଟ୍ରିକ ପରୀକ୍ଷା ପାଇଁ ସମ୍ପୂର୍ଣ୍ଣ ତଥ୍ୟ ଓ ଆଡମିଟ କାର୍ଡ

ମାଧ୍ୟମିକ ଶିକ୍ଷା ପରିଷଦ(ବୋର୍ଡ) ପକ୍ଷରୁ ମାର୍ଚ ୧୦ ତାରିଖରୁ ଆରମ୍ଭ ହେଉଥିବା ମାଟ୍ରିକ୍ ପରୀକ୍ଷା ସଂକ୍ରାନ୍ତୀୟ ସମସ୍ତ ସୂଚନା ବୋର୍ଡ ୱେବ୍‌ସାଇଟ୍‌ www.bseodisha.ac.in ରେ ଅପ୍‌ଲୋଡ୍‌ କରାଯାଇଛି। ହାଇସ୍କୁଲର ପ୍ରଧାନଶିକ୍ଷକମାନେ ଏହି ସୂଚନାକୁ ଡାଉନଲୋଡ୍‌ କରିବାକୁ ବୋର୍ଡ ପକ୍ଷରୁ

ସୋସିଆଲ ମିଡିଆରେ ଯୁକ୍ତ ଦୁଇ ନକଲି ପ୍ରଶ୍ନପତ୍ର ଭାଇରାଲ

ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ବାରା ପରିଚାଳିତ ଯୁକ୍ତ୨ ପରୀକ୍ଷା ଏପର୍ଯ୍ୟନ୍ତ ଆରମ୍ଭ ହୋଇ ନାହିଁ। କେବଳ ଯାହା ପ୍ରଶ୍ନପତ୍ରଗୁଡ଼ିକୁ ପରୀକ୍ଷା ପରିଚାଳନା ହବ୍‌କୁ ପଠାଯାଇଛି। ମାତ୍ର ଏବେ ସାମାଜିକ ଗଣମାଧ୍ୟମରେ ଘୂରି ବୁଲୁଛି ଯୁକ୍ତ୨ ବିଭିନ୍ନ ବିଷୟର ପ୍ରଶ୍ନପତ୍ର। ଓଡ଼ିଆ ସମେତ ଆଉ

୧୧.୩୦ ପର୍ଯ୍ୟନ୍ତ ବିଧାନସଭା ଗୃହ ମୁଲତବି

ଆଜି ଆରମ୍ଭରୁ ବିଧାନସଭାରେ ପ୍ରଶ୍ନକାଳ ବେଳେ ବିରୋଧୀଙ୍କ ହଟ୍ଟଗୋଳ ଦେଖିବାକୁ ମିଳିଛି। ଗତକାଲି ବିଜେପି ଯୁବମୋର୍ଚ୍ଚା ପକ୍ଷରୁ ବିଧାନସଭା ଘେରାଉ ବେଳେ ହୋଇଥିବା ଗଣ୍ଡଗୋଳକୁ ନେଇ ତାତିଛନ୍ତି ବିଜେପି ବିଧାୟକ। ବିଜେପି ଯୁବ ମୋର୍ଚ୍ଚା କର୍ମୀମାନଙ୍କଉପରେ ପୁଲିସର ମାତ୍ରାଧିକ