ଜଳୁଛି ହେକ୍ଟର ହେକ୍ଟର ଶାଳ ଜଙ୍ଗଲ
ମୟୂରଭଞ୍ଜ ଜିଲ୍ଲା ମୋରଡ଼ା ବ୍ଲକ୍ ଅଞ୍ଚଳରେ ରହିଥିବା ହେକ୍ଟର ହେକ୍ଟର ଶାଳ ଜଙ୍ଗଲ ଏବେ ଜଳୁଛି। ଜଙ୍ଗଲ ସୁରକ୍ଷା ପାଇଁ ପାଣି ଭଳି ଟଙ୍କା ଖର୍ଚ୍ଚ କରାଯାଉଥିଲେ ହେଁ ଜଙ୍ଗଲ ନିଆଁକୁ ନିର୍ବାପିତ କରିବା ପାଇଁ କାହାର ଦାୟିତ୍ବ କିମ୍ବା ଦୃଷ୍ଟି ଥିଲା ପରି ଲାଗୁନାହିଁ। ଯାହାଫଳରେ ଜଙ୍ଗଲ!-->…
