ବାହା ବେଦିରୁ ପ୍ରେମିକ ସହ ଫେରାର ହେଲା କନ୍ୟା
ବିବାହ ପାଇଁ ବର ଆସିଥିଲେ , ଥାଟବାଟ ସହ କନିଆଁ ଘରେ ପହଞ୍ଚିଲେ ବର। ହାତଗଣ୍ଠି ପଡ଼ିଲା। ହୋମ ନିଆଁକୁ ସାକ୍ଷୀ ରଖି କନିଆ ସିନ୍ଥିରେ ସିନ୍ଦୂର ଦେଲେ, ହେଲେ କନ୍ୟା ବିନା ଏକୁଟିଆ ଫେରିଗଲେ ବର। ହୋମ ନିଆଁ ଲିଭିବା ପୂର୍ବରୁ ପ୍ରେମିକ ସହ ଚମ୍ପଟ ମାରିଲେ କନିଆଁ। ଏପରି ଅଭିଯୋଗ ଆସିଛି!-->…
