Odia News Portal
Browsing Tag

odisha news

କେନ୍ଦ୍ରମନ୍ତ୍ରୀମାନେ ଦେଇଥିବା ପ୍ରତିଶ୍ରୁତିକୁ ମନେ ପକାଇଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଉପ ନିର୍ବାଚନ ସମୟରେ କେନ୍ଦ୍ରମନ୍ତ୍ରୀମାନେ ଦେଇଥିବା ପ୍ରତିଶ୍ରୁତିକୁ ମନେ ପକାଇଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏନେଇ ମୁଖ୍ୟମନ୍ତ୍ରୀ କହିଥିଲେ, ରେଲୱ, କେନ୍ଦୁପତ୍ରକୁ ନେଇ କେନ୍ଦ୍ରମନ୍ତ୍ରୀ ମାନେ ଯେଉଁ ସବୁ ପ୍ରତିଶୃତି ଦେଇଥିଲେ ପ୍ରଭୁ ନରସିଂହଙ୍କ ପାଖରେ ମୁଁ ପ୍ରାର୍ଥନା

ମର୍ମନ୍ତୁଦ ସଡକ ଦୁର୍ଘଟଣା: ୩ ମୃତ, ୨ ଆହତ

ଝିଅକୁ ଶାଶୁଘରେ ଛାଡି ଅଟୋରେ ଘରକୁ ଫେରୁଥିବା ବେଳେ ଧକ୍କା ଦେଲା ବୋଲେରୋ । ଦୁର୍ଘଟଣାରେ ଅଟୋ ଚାଳକଙ୍କ ସମେତ ୩ ଜଣଙ୍କ ମୃତ୍ୟୁ । ମୃତକ ହେଲ କୁଲାସିଂହା ଗ୍ରାମର ପିତାମ୍ବର ପ୍ରଧାନ, ଗୁଣ୍ଡିଚା ପ୍ରଧାନ ଓ ମୁନା ପ୍ରଧାନ । ତେବେ ଅଟୋକୁ ଧକ୍କା ଦେବା ପରେ ବୋଲେରୋ ଚାଳକ ଘଟଣାସ୍ଥଳରୁ

ବର୍ଷକ ମଧ୍ୟରେ ପଦ୍ମପୁର ଜିଲ୍ଲା ଭାବରେ ଘୋଷଣା ହେବ: ମୁଖ୍ୟମନ୍ତ୍ରୀ

ପଦମପୁର ପହଞ୍ଚିସାରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାକୟ । ଝାରବନ୍ଧ ସଭାସ୍ଥଳରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ । ବର୍ଷକ ମଧ୍ୟରେ ପଦ୍ମପୁର ଜିଲ୍ଲା ଭାବରେ ଘୋଷଣା ହେବ ବୋଲି କହିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ବିଭିନ୍ନ ପ୍ରକଳ୍ପ ନେଇ ମଧ୍ୟ ଘୋଷଣା କଲେ ମୁଖ୍ୟମନ୍ତ୍ରୀ ।

ନବୀନ ନିବାସରେ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ କଣ୍ଠଶିଳ୍ପୀ ଅନୁରାଧା ପଡଓ୍ୱାଲ

ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ବିଶିଷ୍ଠ କଣ୍ଠଶିଳ୍ପୀ ଅନୁରାଧା ପଡଓ୍ବାଲ । ନବୀନ ନିବାସରେ ଏହି ସାକ୍ଷାତକାର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଉଭୟଙ୍କ ମଧ୍ୟରେ ଅନେକ ବିଷୟକୁ ନେଇ ଆଲାଚନା ହୋଇଥିଲା । ଓଡ଼ିଶାର କଳା, ସଂସ୍କୃତି ଓ ପର୍ଯ୍ୟଟନ କ୍ଷେତ୍ର ବୁଲି ଦେଖିବାକୁ ଅନୁରାଧାଙ୍କୁ

ଫେରିଲେ ପର୍ବତାରୋହୀ ମଧୁସ୍ମିତା, ମୁଖ୍ୟମନ୍ତ୍ରୀ ଜଣାଇଲେ ଶୁଭେଚ୍ଛା

ଆଫ୍ରିକା ମହାଦେଶର ସର୍ବୋଚ୍ଚ ପର୍ବତ ଶୃଙ୍ଗ କିଲିମାଞ୍ଜେରୋକୁ ସଫଳତା ସହ ଆରୋହଣ କରିବା ପରେ ନିଜ ଘର ବ୍ରହ୍ମପୁର ଫେରିଛନ୍ତି ଯୁବ ପର୍ବତାରୋହୀ ମଧୁସ୍ମିତା ପାତ୍ର। ସେ ଟ୍ରେନ୍ ଯୋଗେ ବ୍ରହ୍ମପୁର ଷ୍ଟେସନରେ ପହଞ୍ଚିବା ପରେ ତାଙ୍କୁ ପରିବାର ଲୋକ, କ୍ରୀଡ଼ାବିତ୍, ଗଣମାଧ୍ୟମ ପ୍ରତିନିଧିମାନେ

ମାର୍ଚ୍ଚରେ ସରିବ ସ୍ମାର୍ଟ ସିଟି ପ୍ରକଳ୍ପ

ମାର୍ଚ୍ଚ ସୁଦ୍ଧା ସ୍ମାର୍ଟ ସିଟି ପ୍ରକଳ୍ପ ଶେ‌ଷ ହେବ। ଯେତେ ସବୁ ପ୍ରକଳ୍ପ ନିର୍ମାଣାଧୀନ ଅଛି ଏହି ଅବଧି ମଧ୍ୟରେ ଶେ‌ଷ କରିବାକୁ କେନ୍ଦ୍ର ଗୃହ ନିର୍ମାଣ ଓ ନଗର ବ୍ୟାପାର ମନ୍ତ୍ରାଳୟ ନିର୍ଦ୍ଦେଶ ଦେବା ପରେ ତନାଘନା ହୋଇଛି। ଆଜି ଛୁଟି ଦିନରେ ବିଏସ୍‌ସିଏଲ୍‌ ଏମ୍‌ଡି ବଲୱନ୍ତ ସିଂହ

ଜୟନାରାୟଣଙ୍କ ଘର ଆଗରେ ଦୀପ ଜାଳିଲେ ମହିଳା

ମହିଳା ଆଇଆଇସିଙ୍କୁ ଧକ୍କା ମାରିବା ଘଟଣାରେ ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ରଙ୍କ ବିବାଦ ପିଛା ଛାଡ଼ୁନି। କେତେବେଳେ ତାଙ୍କ ଘର ସମ୍ମୁଖରେ କିନ୍ନର ସଂଘ ପ୍ରତିବାଦ କଲେଣି ତ କେତେବେଳେ ବିରୋଧୀ ଘେରିଲେଣି। ଶନିବାର ଦିନ ପ୍ରଗତି ଫାଉଣ୍ଡେସନ୍‌ ପକ୍ଷରୁ ଶତାଧିକ ମହିଳା ବିଧାୟକ ଶ୍ରୀ

ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପଦ୍ମପୁର ଗସ୍ତ

ପଦ୍ମପୁରରୁ ମିଶନ ପଶ୍ଚିମ । ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପଦ୍ମପୁର ଗସ୍ତ। ୨୦୨୪ ପାଇଁ ପଦ୍ମପୁରରୁ ପଶ୍ଚିମଦ୍ୱାର ଖୋଲିବେ ନବୀନ। ମୁଖ୍ୟମନ୍ତ୍ରୀଙ୍କ ୩ ମାସ ଭିତରେ ଏହା ଦ୍ୱିତୀୟ ପଦ୍ମପୁର ଗସ୍ତ। ଆଜିର ଗସ୍ତରେ ବଡ଼ ଘୋଷଣା ହୋଇପାରେ ବୋଲି ଆଶାବାନ୍ଧି ବସିଛନ୍ତି ପଦ୍ମପୁରବାସୀ।

ଯାଜପୁର ଜିଲ୍ଲା ପାଣି ସମସ୍ୟା, ପର୍ଯ୍ୟାପ୍ତ ନୁହେଁ ବୈତରଣୀ ଜଳ

କେନ୍ଦୁଝରର ଗୋନାସିକାରୁ ବାହାରିଥିବା ବୈତରଣୀ କେନ୍ଦୁଝର, ଯାଜପୁର ଏବଂ ଭଦ୍ରକ ଜିଲ୍ଲାରେ ପ୍ରବାହିତ ହେଉଛି। ଏହି ନଦୀର ଜଳ କୃଷି ବଦଳରେ ସିଂହଭାଗ ଶିଳ୍ପ ପାଇଁ ବ୍ୟବହାର ହେଉଥିବା ଅଭିଯୋଗ ହୋଇଆସୁଛି। ଏବେ ବୈତରଣୀ ନଦୀଜଳକୁ ଭଦ୍ରକ ଜିଲ୍ଲାର ଶିଳ୍ପକୁ ଦେବାକୁ ସରକାର ଅନୁମତି ଦେଇଛନ୍ତି।

ଶିବରାତ୍ରି ଉପଲକ୍ଷେ ଭକ୍ତଙ୍କ ସମାବେଶରେ ପରିପୂର୍ଣ୍ଣ ଏକାମ୍ର କ୍ଷେତ୍ର, ମହାଦୀପ ଦର୍ଶନ ପାଇଁ ଉତ୍କଣ୍ଠିତ ଭକ୍ତଗଣ

ଆଜି ମହାଶିବରାତ୍ରି। ନିର୍ଦ୍ଧାରିତ ନୀତିନିର୍ଘଣ୍ଟ ଅନୁସାରେ ରାତି ୧୦ଟାରେ ଶ୍ରୀଲିଙ୍ଗରାଜ ମନ୍ଦିର ଚୂଡ଼ାକୁ ଉଠିବ ମହାଦୀପ। ଜାଗରବ୍ରତଧାରୀଙ୍କଠାରୁ ଆରମ୍ଭ କରି ସବୁ ମହଲରୁ ଲୋକମାନେ ମହାଦୀପ ଦର୍ଶନ ପାଇଁ ଉତ୍କଣ୍ଠାର ସହ ଚାହିଁ ବସିଛନ୍ତି। ଜାଗରବ୍ରତଧାରୀମାନେ ଉପବାସ କରିବା ସହ ମନ୍ଦିରରେ