Odia News Portal
Browsing Tag

odisha news

ମମତାଙ୍କୁ ଶୁଭେଚ୍ଛା ଜଣାଇଲେ ନବୀନ

ଭୁବନେଶ୍ବର: ପଶ୍ଚିମବଙ୍ଗ ବିଜୟ ନେଇ ମମତାଙ୍କୁ ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନରେ ମମତା ବାନାର୍ଜୀଙ୍କ ହ୍ୟାଟ୍ରିକ ବିଜୟ ପରେ ନବୀନ ମମତାଙ୍କ ସହ କଥା ହୋଇଛନ୍ତି ।ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ୨୯୨ ଆସନରେ ଅନୁଷ୍ଠିତ ହୋଇଥିଲା ।

ରାଜ୍ୟରେ କରୋନାସ୍ଥିତି: ୨୪ ଘଣ୍ଟାରେ ୮୯୧୪ ପଜିଟିଭ୍

ଭୁବନେଶ୍ବର: ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ରେକର୍ଡ ସଂଖ୍ୟକ ୮୯୧୪ କରୋନା ପଜିଟିଭ୍ ଚିହ୍ନଟ । ଏହାକୁ ମିଶାଇ ରାଜ୍ୟରେ ମୋଟ୍ ସଂକ୍ରମିତଙ୍କ ସଂଖ୍ୟା ୪୭୧୫୩୬ରେ ପହଞ୍ଚିଛି । ଚିହ୍ନଟ ହୋଇଥିବା କରୋନା ସଂକ୍ରମିତଙ୍କ ମଧ୍ୟରୁ ୩୮୩୩ଜଣ ସ୍ଥାନୀୟ ବାସିନ୍ଦା ରହିଥିବା ବେଳେ ୫୦୮୧ ଜଣ

ରମଜାନ ଉପଲକ୍ଷେ ଉମ୍ମିଦ୍ ପକ୍ଷରୁ ଅତ୍ୟାବଶ୍ୟକୀୟ ସାମଗ୍ରୀ ବଣ୍ଟନ

କେନ୍ଦ୍ରାପଡ଼ା: ପବିତ୍ର ରମଜାନ ମାସ ଉପଲକ୍ଷେ କେନ୍ଦ୍ରାପଡ଼ା ସହରରେ ଉମ୍ମିଦ୍ ଏନଜିଓ ପକ୍ଷରୁ ଅତ୍ୟାବଶ୍ୟକୀୟ ସାମଗ୍ରୀ ବଣ୍ଟନ ପାଇଁ ସଂଘର ସଦସ୍ୟ ମାନଙ୍କ ନିଜ ପାଣ୍ଠି ରୁ ଆୟୋଜନ କରି ବଣ୍ଟନ କରୁଛନ୍ତି | ରାସନ କିଟ କର୍ମକର୍ତ୍ତା ମାନଙ୍କ ତରଫରୁ କେନ୍ଦ୍ରାପଡ଼ା ମୁନିସିପାଲିଟି ର ୱାର୍ଡ

ଜାଣନ୍ତୁ ଲକଡାଉନ୍ ବେଳେ କଣ ଖୋଲା ଓ କଣ ବନ୍ଦ ?

ଭୁବନେଶ୍ୱର: ରାଜ୍ୟରେ କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଲକ୍ ଡାଉନ୍ ଘୋଷଣା ହୋଇଛି । ଚଳିତ ମେ ମାସ ୫ତାରିଖ ବୁଧବାର ସକାଳ ଠାରୁ ୧୯ତାରିଖ ବୁଧବାର ସକାଳ ପର୍ଯ୍ୟନ୍ତ ଲକ୍‌ଡାଉନ୍‌ ଘୋଷଣା କରାଯାଇଛି। ତେବେ ଘରଠାରୁ ୫୦୦ମିଟର ଦୂରତା ମଧ୍ୟରେ ସକାଳ ୬ରୁ ମଧ୍ୟାହ୍ନ ୧୨ଟା ଭିତରେ ଅତ୍ୟାବଶ୍ୟକ

ମେ ୫ରୁ ରାଜ୍ୟରେ ଲକ୍‌ଡାଉନ୍‌ ଘୋଷଣା

ଭୁବନେଶ୍ବର: ରାଜ୍ୟରେ ଘୋଷଣା ହେଲା ଲକ୍ ଡାଉନ୍ । ଚଳିତ ମେ ମାସ ୦୫ ବୁଧବାର ସକାଳ ଠାରୁ ୧୯ ତାରିଖ ବୁଧବାର ସକାଳ ପର୍ଯ୍ୟନ୍ତ ଲକ୍‌ଡାଉନ୍‌ ଘୋଷଣା କରାଯାଇଛି। ଏହି ସମୟରେ ୫ଶହ ମିଟର ଦୂରତା ମଧ୍ୟରେ ସକାଳ ୬ଟାରୁ ୧୨ଟା ମଧ୍ୟରେ ଚାଲି ଚାଲି ଯାଇ ପନିପରିବା ଇତ୍ୟାଦି କ୍ରୟ କରି ପାରିବେ।

ଆଉ କିଛି ସମୟ ପରେ ରାଜ୍ୟ ପାଇଁ ବଡ଼ ଘୋଷଣା

ଭୁବନେଶ୍ବର: ଆଜି ସକାଳ ୧୦ଟା ସମୟରେ ରାଜ୍ୟବାସୀଙ୍କ ପାଇଁ କିଛି ବଡ ଘୋଷଣା କରିପାରନ୍ତି ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର । ରାଜ୍ୟରେ ଦୃତଗତିରେ ବୃଦ୍ଧି ପାଉଥିବା ସଂକ୍ରମଣକୁ ନଜରରେ ରଖି କିଛି ବଡ ନିଷ୍ପତ୍ତି ନେଇ ପାରନ୍ତି ରାଜ୍ୟ ସରକାର । ଏ ନେଇ ମେ ୨ତାରିଖ ଦିନ ସକାଳ ୧୦ଟାରେ

କୋଭିଡ଼ ହସ୍ପିଟାଲରେ ଯୁବତୀଙ୍କୁ ଦୁଷ୍କର୍ମ ଉଦ୍ୟମ

ନୂଆପଡ଼ା: କୋଭିଡ଼ ହସ୍ପିଟାଲରେ ଅସଦାଚରଣ । ହସ୍ପିଟାଲରେ ଚିକିତ୍ସିତ ଯୁବକ ଅନ୍ୟ ଜଣେ ସଂକ୍ରମିତ ଯୁବତୀଙ୍କୁ କରିଛନ୍ତି ଅସଦାଚରଣ । ନୂଆପଡ଼ା ଜିଲ୍ଲା କୋଭିଡ଼ ହସ୍ପିଟାଲରୁ ଆସିଛି ଏମିତି ଏକ ସାଂଘାତିକ ଅଭିଯୋଗ । କୋଭିଡ଼ ହସ୍ପିଟାଲରେ କରୋନା ସଂକ୍ରମିତ ଜଣେ ଯୁବତୀ ଚିକିତ୍ସିତ ହେଉଥିବା ବେଳେ

ମା’ଙ୍କ ଉପସ୍ଥିତିରେ ମାସେ କାଳ ନାବାଳିକାଙ୍କୁ ଗଣଦୁଷ୍କର୍ମ

ମାହାଙ୍ଗା: ମାସେ କାଳ ନାବାଳିକାଙ୍କୁ ଗଣଦୁଷ୍କର୍ମ । ମା’ଙ୍କ ଉପସ୍ଥିତିରେ ନାବାଳିକା ଝିଅକୁ ଦୁଷ୍କର୍ମ ଅଭିଯୋଗ । ଅଭିଯୁକ୍ତଙ୍କ ସହ ମା’ଙ୍କ ସମ୍ପୃକ୍ତି ଥିବା ଚର୍ଚ୍ଚା । ୪/୫ ଜଣ ଲୋକ ଘରେ ପଶି ଜୋରଜବରଦସ୍ତ ଅଷ୍ଟମ ଶ୍ରେଣୀ ଛାତ୍ରୀଙ୍କୁ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି । ମାହାଙ୍ଗା

କୋଭିଡ୍ ହସ୍ପିଟାଲ ହେଲା ତାଳଚେର ଏମସିଏଲ୍ ହସ୍ପିଟାଲ

*ଅନୁଗୁଳ ଜିଲ୍ଲା ଓ ଆଖପାଖ ଅଂଚଳର କୋଭିଡ୍ ରୋଗୀ ଉପକୃତ ହେବେ - ଧର୍ମେନ୍ଦ୍ର ପ୍ରଧାନ *ଗତ ଏପ୍ରିଲ ୨୦ ତାରିଖରେ ଏ ନେଇ କେନ୍ଦ୍ର କୋଇଲା ଓ ଖଣି ମନ୍ତ୍ରୀ ପ୍ରହ୍ଲାଦ ଯୋଶୀଙ୍କୁ ଅନୁରୋଧ କରିଥିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ | * ମେଡିକାଲରେ ଆନୁଷଙ୍ଗିକ ବ୍ୟବସ୍ଥା କରିଥିବାରୁ…