Odia News Portal
Browsing Tag

odisha news

ନବରଙ୍ଗପୁରକୁ ଫେରିଲା ନାଇଟକର୍ଫ୍ୟୁ

ଭୁବନେଶ୍ୱର : ଦେଶରେ କରୋନା ସଂକ୍ରମଣ ଦ୍ରୁତ ଗତିରେ ବୃଦ୍ଧି ପାଇବାରେ ଲାଗିଛି । ଏହାକୁ ଦୃଷ୍ଟିରେ ରଖି କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପକ୍ଷରୁ ବିଭିନ୍ନ କଟକଣା ଜାରି କରିଛନ୍ତି । ରାଜ୍ୟ ସରକାରଙ୍କ ପକ୍ଷରୁ ମଧ୍ୟ ଆସନ୍ତା ୨୬ ତାରିଖରୁ ନୂଆ କଟକଣା ଜାରି କରିଛନ୍ତି । ରାଜ୍ୟର ପ୍ରଥମ ଜିଲ୍ଲା

୧୮ରାଜ୍ୟରେ ଚିନ୍ତା ବଢ଼ାଇଲା ‘ଡବଲ୍ ମ୍ୟୁଟାଣ୍ଟ ଭାରିଆଣ୍ଟ’

ନୂଆଦିଲ୍ଲୀ: ଦେଶରେ କରୋନା ସଂକ୍ରମଣର ଦ୍ୱିତୀୟ ଲହର ବଢ଼ିଥିବା ସମୟରେ କେନ୍ଦ୍ର ସରକାର ସାଂଘାତିକ ତଥ୍ୟ ପ୍ରଦାନ କରିଛନ୍ତି । ଭାରତରେ କେବଳ କରୋନା ସଂକ୍ରମଣ ବଢ଼ୁନାହିଁ ବରଂ ତା ସହ ବ୍ରିଟେନ୍ ଷ୍ଟ୍ରେନ୍ ଭଳି ଦେଶରେ ନୂଆ ଭାରିଆଣ୍ଟ ସୃଷ୍ଟି ହୋଇଛି । ଆଉ ସବୁଠାରୁ ବଡ଼ କଥା ଏହି କି ଯେ