ନଗର ଉନ୍ନୟନ ସଚିବ ହେବାକୁ ଅଣ୍ଟା ଭିଡିଛନ୍ତି ବାବୁ, ପ୍ରଶାସନରେ ଛକାପଞ୍ଝା
					
ଭୁବନେଶ୍ୱର : ରାଜ୍ୟ ପ୍ରଶାସନରେ ପୁଣିଥରେ ଆରମ୍ଭ ହୋଇଛି ଛକାପଞ୍ଝା । ରାଜ୍ୟ ଗୃହନିର୍ମାଣ ଓ ନଗର ଉନ୍ନୟନ ବିଭାଗର ପ୍ରମୁଖ ସଚିବଙ୍କୁ ହଟାଇ ନିଜେ ଚଉକିରେ ବସିବାପାଇଁ ନିକଟରେ ଏକାଧିକ ବିଭାଗ ବଦଳାଇବା ଥିବା ଜଣେ ବାବୁ ପ୍ରାଣମୂର୍ଚ୍ଛା ଉଦ୍ୟମ ଚଳାଇଛନ୍ତି । 
ଗୃହ ଓ ନଗର ଉନ୍ନୟନ!-->!-->!-->…				
						
						
			