ଇନ୍ଫ୍ଲୁଏଞ୍ଜା ସଂକ୍ରମଣ ଭିତରେ ଘାରିଲା କୋଭିଡ୍ ଭୟ
ଚିନ୍ତା ବଢ଼ାଉଛି ଇନ୍ଫ୍ଲୁଏଞ୍ଜା ଏଚ୍୩ଏନ୍୨। ଓଡ଼ିଶା ସମେତ ଦେଶର ବିଭିନ୍ନ ରାଜ୍ୟରେ ଏଚ୍୩ଏନ୍୨ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ୁଥିବାରୁ ଏ ନେଇ କେନ୍ଦ୍ର ସରକାର ସତର୍କ କରିବା ପରେ ରାଜ୍ୟ ସରକାର ସବୁ ଜିଲ୍ଲା ସିଡିଏମ୍ଓଙ୍କୁ ଚିଠି ଲେଖିଛନ୍ତି। ତେବେ ଏଚ୍୩ଏନ୍୨ ସଂକ୍ରମଣ ଭିତରେ ପୁଣି!-->…