Odia News Portal
Browsing Tag

odisha

ଆସନ୍ତାକାଲି ଭାରତୀୟ ପୁରୁଷ ଓ ମହିଳା ହକି ଦଳର ଖେଳାଳୀଙ୍କୁ ସମ୍ବର୍ଦ୍ଧିତ କରିବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଟୋକଓ ଅଲିମ୍ପିକ୍ସରେ ଭାରତୀୟ ପୁରୁଷ ହକି ଦଳ ୪୧ ବର୍ଷ ପରେ ପଦକ ଜିତିଛନ୍ତି । ମହିଳା ଦଳ ଯଦିଓ ବ୍ରୋଞ୍ଚ ପଦକରୁ ଅଳ୍ପକେ ବର୍ତ୍ତିଥିଲେ ତଥାପି ଦମଦାର ପ୍ରଦର୍ଶନ କରିଥିଲେ । ଏଣୁ ଖେଳାଳୀଙ୍କୁ ସ୍ୱାଗତ କରିବେ ମୁଖ୍ୟମନ୍ତ୍ରୀ । ଆସନ୍ତାକାଲି ଦିନ ୧୧ଟା ବେଳେ ଭୁବନେଶ୍ବରରେ

ସେପ୍ଟେମ୍ବର ପହିଲାରୁ ବିଧାନସଭା ମୌସୁମୀ ଅଧିବେଶନ

ଭୁବନେଶ୍ୱର: ସେପ୍ଟେମ୍ବର ୧ରୁ ବିଧାନସଭା ମୌସୁମୀ ଅଧିବେଶନ । ସେପ୍ଟେମ୍ବର ୯ ତାରିଖ ଯାଏଁ ଚାଲିବ ଅଧିବେଶନ । ୫ ତାରିଖ ରବିବାରକୁ ଛାଡ଼ି ବାକି ୮ଦିନ କାର୍ଯ୍ୟ ଦିବସ ଚାଲିବ । ୮ ଦିନରୁ ୭ଦିନ ଅଫିସିଆଲ ବିଜିନେସ୍ ପାଇଁ ନିର୍ଘଣ୍ଟ । ୩ ତାରିଖ ଦିନଟିଏ ପ୍ରାଇଭେଟ୍ ମେମ୍ବର୍ସ ବିଜିନେଓ ପାଇଁ

ଜାଣନ୍ତୁ ଆଜି ରାଜ୍ୟରେ କେଉଁ ଜିଲ୍ଲାରୁ କେତେ ସଂକ୍ରମିତ ଚିହ୍ନଟ ହେଲେ

ଭୁବନେଶ୍ୱର: ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୧୧୩୨ ଜଣ ନୂଆ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରେ ସଂଗରୋଧରୁ ୬୫୭ ଓ ସ୍ଥାନୀୟ ସଂକ୍ରମିତ ୪୭୫ ରହିଛନ୍ତି। ଅନୁଗୁଳ ଜିଲାରୁ ୨୫, ବାଲେଶ୍ୱର ୭୦, ବରଗଡ ୧୦, ଭଦ୍ରକ ୧୪, ବଲାଙ୍ଗିର ୭, ବଉଦ ୪ ଓ କଟକ ଜିଲାରୁ ୧୯୭ ଜଣ ଚିହ୍ନଟ

ଆଜି ରାଜ୍ୟରେ ୬୬ ମୁଣ୍ଡ ନେଲା କରୋନା

ଭୁବନେଶ୍ୱର: ରାଜ୍ୟରେ ଶୁକ୍ରବାର ଦିନକ ମଧ୍ୟରେ ଆଉ ୬୬ ଜଣ କରୋନା ଆକ୍ରାନ୍ତଙ୍କର ମୃତ୍ୟୁ ଘଟିଛି। ଏଥିସହିତ ରାଜ୍ୟରେ କରୋନା ଜନିତ ମୃତ୍ୟୁସଂଖ୍ୟା ୬୮୨୩କୁ ବୃଦ୍ଧିପାଇଛି। କଟକ ଜିଲାରେ ସର୍ବାଧିକ ୧୫ ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ନୟାଗଡରେ ୧୨ ଓ କେନ୍ଦ୍ରାପଡା ଜିଲାରେ ୯ ଜଣଙ୍କର ମୃତ୍ୟୁ

୫ଦିନ ପ୍ରବଳ ବର୍ଷିବ

ଭୁବନେଶ୍ୱର: ମୌସୁମୀ ଜନିତ ନିମ୍ନଚାପ ରେଖା ଯୋଗୁଁ ଆଭ୍ୟନ୍ତରୀଣ ଓଡ଼ିଶା ଏବଂ ଏହାର ଆଖପାଖ ଅଞ୍ଚଳରେ ସମୁଦ୍ର ପତନଠାରୁ ୧.୫ କିଲୋମିଟର ଯାଏଁ ଏକ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି। ଏହାର ପ୍ରଭାବରେ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ରାଜ୍ୟର ବିଭିନ୍ନ ଜିଲ୍ଲାରେ ବିଜୁଳି ଘଡ଼ଘଡ଼ି ସହ ପ୍ରବଳ ବର୍ଷା

ଗତ ୨୪ ଘଣ୍ଟା ଭିତରେ ରାଜ୍ୟରେ ୧୧୯୩ କରୋନା ସଂକ୍ରମିତ ଚିହ୍ନଟ

ଭୁବନେଶ୍ୱର: ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୧୧୯୩ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ ୬୯୫ ଜଣ ସଙ୍ଗରୋଧ କେନ୍ଦ୍ରରୁ ଚିହ୍ନଟ ହୋଇଥିବାବେଳେ ସ୍ଥାନୀୟ ସଂକ୍ରମଣରୁ ୪୯୮ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି। ଆଜି ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୪୨୫ ଜଣ ଆକ୍ରାନ୍ତ ଥିବା

ଆଜି ରାଜ୍ୟରେ ୬୦ ମୁଣ୍ଡନେଲା ମହାମାରୀ

ଭୁବନେଶ୍ୱର: ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ଆଉ ୬୦ କରୋନା ଆକ୍ରାନ୍ତଙ୍କର ମୃତ୍ୟୁ ଘଟିଛି। ସେମାନଙ୍କ ମଧ୍ୟରେ ବରଗଡ ଜିଲାରୁ ସର୍ବାଧିକ ୧୩ ମୃତକ ରହିଛନ୍ତି। ଏଥିସହିତ କଟକ ଜିଲାରୁ ୧୧ ଓ ବଲାଙ୍ଗିରରୁ ୬ ଜଣ କରୋନା ଆକ୍ରାନ୍ତଙ୍କର ମୃତ୍ୟୁ ଘଟିଛି। ଏହି ସମୟ ମଧ୍ୟରେ ଦେବଗଡ ଜିଲାରୁ ୪,

୧୬ରେ ପୁରୀ ଆସିବେ ଅଶ୍ୱିନୀ ବୈଷ୍ଣବ

ଭୁବନେଶ୍ୱର: ଆସନ୍ତା ଅଗଷ୍ଟ ୧୬ ତାରିଖରେ ପୁରୀ ଆସିବେ କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ। ଏହି ଅବସରରେ ସେ ପୁରୀ ରେଳ ଭବନରେ ରହିବେ । ପୁରୀର ରେଳ ସମସ୍ୟା ରହିଛି ସେ ନେଇ ମନ୍ତ୍ରୀଙ୍କ ତରଫରୁ ପ୍ରାକ୍ ତଥ୍ୟ ସଂଗ୍ରହ କରାଯାଉଛି । ବହୁ ଦିନରୁ ଦାବି ହୋଇ ଆସୁଥିବା ପୁରୀ-କୋଣାର୍କ

ଜାଣନ୍ତୁ ଆଜି କେଉଁ ଜିଲ୍ଲାରୁ କେତେ ସଂକ୍ରମିତଙ୍କ ମୃତ୍ୟୁ ହୋଇଛି

ଭୁବନେଶ୍ୱର: ରାଜ୍ୟରେ ଦିନକ ମଧ୍ୟରେ ଆଉ ୬୭ କରୋନା ସଂକ୍ରମିତଙ୍କର ମୃତ୍ୟୁ ଘଟିଛି। ଏହାକୁ ମିଶାଇ ରାଜ୍ୟରେ କରୋନା ଜନିତ ମୃତ୍ୟୁସଂଖ୍ୟା ୬୬୯୭କୁ ବୃଦ୍ଧିପାଇଛି। ମୃତକଙ୍କ ମଧ୍ୟରେ କଟକ ଜିଲାରୁ ସର୍ବାଧିକ ୧୮ ଜଣ ରହିଛନ୍ତି। ସେିହଭଳି ଖୋର୍ଦ୍ଧାରୁ ୧୧ ଓ ସମ୍ବଲପୁର ଜିଲାରେ ୯ ଜଣ କରୋନା

ରାଜ୍ୟରେ ୨୪ ଘଣ୍ଟାରେ ୧୧୦୭ ନୂଆ ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର: ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୧୧୦୭ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ ୬୪୬ ଜଣ ସଙ୍ଗରୋଧ କେନ୍ଦ୍ରରୁ ଚିହ୍ନଟ ହୋଇଥିବାବେଳେ ସ୍ଥାନୀୟ ସଂକ୍ରମଣରୁ ୪୬୧ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି। ଆଜି ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୩୯୭ ଜଣ ଆକ୍ରାନ୍ତ ଥିବା