ଆଜି ଆଉ ୪୩ ମୁଣ୍ଡ ନେଲା କରୋନା
ଭୁବନେଶ୍ୱର: ରାଜ୍ୟରେ କମିବାର ନାଁ ଧରୁନି କରୋନା ଜନିତ ମୃତ୍ୟୁ ସଂଖ୍ୟା । ପ୍ରତିଦିନ ୪୦ ଉପରେ ରହୁଛି ମୃତ୍ୟୁ ସଂଖ୍ୟା । ତେବେ ଗତ ୨୪ ଘଣ୍ଟାରେ ଆଉ ୪୩ ଜଣଙ୍କ କରେନାରେ ମୃତ୍ୟୁ ହୋଇଛି । ଏହି ୪୩ ମୃତକଙ୍କ ମଧ୍ୟରେ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୯ ଜଣ ରହିଛନ୍ତି। ସେହିପରି ଏହି ୯ ଜଣଙ୍କ!-->…
