Odia News Portal
Browsing Tag

odisha

ରାଜ୍ୟରେ କମୁନି କରୋନା ଜନିତ ମୃତ୍ୟୁ ସଂଖ୍ୟା, ଆଜି ୪୬ ମୁଣ୍ଡନେଲା ମହାମାରୀ

ଭୁବନେଶ୍ୱର: ରାଜ୍ୟରେ ଯଦିଓ କରୋନାର ପ୍ରକୋପ କମିବାରେ ଲାଗିଛି ତଥାପି ମୃତ୍ୟୁ ସଂଖ୍ୟା କମିବାର ନାଁ ଧରୁନି । ପ୍ରତିଦିନ ସେହି ୪୦ରୁ ଉପରକୁ ରହୁଛି ମୃତକଙ୍କ ସଂଖ୍ୟା । ଆଜି ୪୬ଜଣଙ୍କ ମୁଣ୍ଡ ନେଇଛି ମହାମାରୀ । ରାଜ୍ୟରେ ମୃତ ୪୬ କରୋନା ଆକ୍ରାନ୍ତଙ୍କ ମଧ୍ୟରୁ ଖୋର୍ଦ୍ଧାରୁ ସର୍ବାଧିକ ୭

ରାଜ୍ୟରେ ବିଳମ୍ବ ହୋଇପାରେ ପଞ୍ଚାୟତ ନିର୍ବାଚନ

ଭୁବନେଶ୍ୱର: ଆସନ୍ତା ୨୦୨୨ ହେବ ପଞ୍ଚାୟତ ନିର୍ବାଚନ । ମାର୍ଚ୍ଚ ୧୦ ତାରିଖ ୨୦୨୨ରେ ଶେଷ ହେବାକୁ ଯାଉଛି ପଞ୍ଚାୟତ ପ୍ରତିନିଧିଙ୍କ କାର୍ଯ୍ୟକାଳ । ତେବେ ରାଜ୍ୟ ନିବାଚନ କମିଶନଙ୍କ ସଚିବ ରାଜ୍ୟ ସରକାରଙ୍କୁ ଚିଠି ଲେଖି ଜଣାଇଛନ୍ତି କି ଏହାପୂର୍ବରୁ ସଂରକ୍ଷଣ ପ୍ରକିୟା ଓ ସମୟ ନିର୍ଦ୍ଧାରଣ

ଓଡ଼ିଶାର ବୋହୂହେଲେ ଉତ୍ତରପ୍ରଦେଶ ଝିଅ

ଭୁବନେଶ୍ୱର: ଉତ୍ତରପ୍ରଦେଶ କନିଆଁକୁ ଓଡ଼ିଶା ବର । ପ୍ରାପ୍ତ ବୟସ୍ଖ ପ୍ରେମୀ ଯୁଗଳଙ୍କ ହୋଇଛି ବିବାହ । ଝିଅକୁ ଫେରାଇ ନେବାକୁ ଆସିଥିବା ଉତରପ୍ରଦେଶ ପୋଲିସ ଖାଲି ହାତରେ ଫେରିଛି । ଉତ୍ତରପ୍ରଦେଶ ଗୋରଖପୁର ଅଞ୍ଚଳର ଯୁବତୀ ଆକାକ୍ଷା ଓ ଭୁବନେଶ୍ୱରର ପୁଅ ପୃଥୀରାଜ ପଣ୍ଡାଙ୍କ ବିବାହ ହୋଇଛି ।

ନଜର ପକାନ୍ତୁ ଆଜି ରାଜ୍ୟରେ କଣ ରହିଛି କରୋନା ଅପଡେଟ୍‌

ଭୁବନେଶ୍ୱର: କରୋନାର କାୟା ଧିରେ ଧିରେ କମିବାରେ ଲାଗିଛି । ଦୈନିକ ସଂକ୍ରମଣ ହାର ମଧ୍ୟ ତଳମୁହାଁ ହେବାରେ ଲାଗିଛି । ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ପୁଣି ୨୯୫୭ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୧୬୯୮ ଜଣ ସଂଗରୋଧ କେନ୍ଦ୍ରରୁ ଚିହ୍ନଟ ହୋଇଥିବା ବେଳେ ୧୨୫୯

ଓଡ଼ିଶାରେ ଏକକୋଟି ପାର କଲା ଟିକାଦାନ

ଭୁବନେଶ୍ୱର:ଟିକାକରଣ କ୍ଷେତ୍ରରେ ଓଡ଼ିଶାର ଏକ ଉଲ୍ଲେଖନୀୟ ସଫଳତା ହାସଲ କରିଛି। ଜାନୁଆରୀ ୧୬ ତାରିଖରୁ ଆରମ୍ଭ ହୋଇଥିବା ଟିକାଦାନ ଅଭିଯାନରେ ଏ ପର୍ଯ୍ୟନ୍ତ ଏକ କୋଟି ପାନରୁ ଅଧିକ ଟିକା ଦେବାରେ ରାଜ୍ୟ ସଫଳତା ହାସଲ କରିଛି। ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟ୍ୱିଟ ଯୋଗେ

ମୁଖ୍ୟମନ୍ତ୍ରୀଙ୍କୁ ଟାର୍ଗେଟ କଲେ କେନ୍ଦ୍ରମନ୍ତ୍ରୀ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଟାର୍ଗେଟ କରିଛନ୍ତି କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଢ଼ଙ୍ଗୀ । କୋଭିଡ ଟିକାକେନ୍ଦ୍ରରେ ମୁଖ୍ୟମନ୍ତ୍ରୀଙ୍କ ପୋଷ୍ଟର ବିବାଦକୁ ନେଇ ମୁହଁ ଖୋଲିଛନ୍ତି ପ୍ରତାପ । ସେ କହିଛନ୍ତି ଏଭଳି କାର୍ଯ୍ୟ ଅତ୍ୟନ୍ତ ଗୃଣ୍ୟମାନର । ଟିକାକେନ୍ଦ୍ରରେ ନବୀନଙ୍କ

ଆଜି ଆନ୍ତର୍ଜାତୀୟ ଯୋଗ ଦିବସ

ଭୁବନେଶ୍ୱର: ଆଜି ଅନ୍ତର୍ଜାତୀୟ ଯୋଗ ଦିବସ। ଯୋଗ ସାଧନ ଦ୍ୱାରା ମନୁଷ୍ୟ ଦୀର୍ଘ ଜୀବନ ପ୍ରାପ୍ତ ହୁଏ। ସୁତରାଂ ବିଶ୍ୱସ୍ତରରେ ଏହି ଦିବସ ପାଳନ ନିମନ୍ତେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ୨୦୧୪ ସେପ୍ଟେମ୍ବର ୨୭ରେ ଜାତିସଂଘରେ ପ୍ରସ୍ତାବ ରଖିଥିଲେ। ସେ କହିଥିଲେ, ଯୋଗ ଭାରତର ପ୍ରାଚୀନ

ନଜର ପକାନ୍ତୁ ଆଜି ରାଜ୍ୟରେ କଣ ରହିଛି କରୋନା ଅପଡେଟ୍‌

ଭୁବନେଶ୍ୱର: ରାଜ୍ୟରେ କମିବାରେ ଲାଗିଛି ଦୈନିକ ସଂକ୍ରମଣ ହାର । ତେବେ ମୃତ୍ୟୁ ସଂଖ୍ୟା କମିବାର ନାଁ ଧରୁନି । ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୩୦୩୧ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏମାନଙ୍କ ମଧ୍ୟରୁ ୧୭୩୮ ଜଣ ସଙ୍ଗରୋଧ କେନ୍ଦ୍ରରୁ ଚିହ୍ନଟ ହୋଇଥିବାବେଳେ ସ୍ଥାନୀୟ ସଂକ୍ରମଣରୁ

ଆସନ୍ତାକାଲିଠୁ କ୍ୟାମ୍ପେନ ମୋଡରେ ଟିକାକରଣ

ଭୁବନେଶ୍ୱର: ଆସନ୍ତାକାଲିଠାରୁ କ୍ୟାମ୍ପେନ ମୋଡରେ ଦିଆଯିବ ଟିକା । କେନ୍ଦ୍ର ସରକାରଙ୍କ ଟିକା ନୀତି ଅନୁଯାୟୀ ଆସନ୍ତାକାଲିଠାରୁ ଟିକାକରଣ କରାଯିବ । କେନ୍ଦ୍ର ସରକାର ଦେଇଥିବା ଟିକା ରାଜ୍ୟ ଆଣିଥିବା ଟିକା ଦିଆଯିବ । ସମସ୍ତ ବ୍ଲକ ଓ ମୁନୁିସପାଲଟି ଅଞ୍ଚଳରେ ଟିକାକରଣ କରାଯିବ । ଜିଲ୍ଲାପାଳ

ଆଜି ରାଜ୍ୟରେ ୪୦ଜଣଙ୍କ ମୁଣ୍ଡ ନେଲା କରୋନା

ଭୁବନେଶ୍ୱର: ରାଜ୍ୟରେ ଦୈନିକ କରୋନା ସଂକ୍ରମଣ ହାର କମିଥିଲେ ସୁଦ୍ଧା ମୃତ୍ୟୁହାର କମିବାର ନାଁ ଧରୁନି । ଆଜି ରାଜ୍ୟରେ ୪୦ଜଣଙ୍କ ମୃତ୍ୟୁ ହୋଇଛି । କଟକ ଓ ବରଗଡ଼ ଜିଲ୍ଲାରୁ ସର୍ବାଧିକ ୫ ଜଣ ଲେଖାଏଁ କରୋନା ଆକ୍ରାନ୍ତ ମୃତ୍ୟୁବରଣ କରିଛନ୍ତି । ତେବେ ଖୋର୍ଦ୍ଧା ଜିଲ୍ଲାରୁ ୩ ଜଣ ମୃତ୍ୟୁବରଣ