Odia News Portal
Browsing Tag

odisha

ଆଜି ରାଜ୍ୟରେ ୩୩୭୧ କରୋନା ପଜିଟିଭ୍ ଚିହ୍ନଟ

ଭୁବନେଶ୍ୱର: ରାଜ୍ୟରେ ଦୋଳି ଖେଳୁଛି କରୋନା ସଂକ୍ରମଣ । କେତେବେଳେ ଉପର ମୁହାଁ ହେଉଛି ତ ଆଉ କେତେବେଳେ ତଳମୁହାଁ । ଗତକାଲି ୩ହଜାର ତଳେ ଆକ୍ରାନ୍ତଙ୍କ ସଂଖ୍ୟା ଥିବାବେଳେ ଆଜି ୩ହଜାର ଡେଇଁଛି ସଂକ୍ରମଣ ହାର । ଗତ ୨୪ ଘଣ୍ଟାରେ ୩୩୭୧ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଖୋର୍ଦ୍ଧାରୁ…

କରୋନା ମୃତ୍ୟୁରେ ଲାଗୁନି ବ୍ରେକ, ଆଜି ୪୮ ଆକ୍ରାନ୍ତଙ୍କ ମୃତ୍ୟୁ

ଭୁବନେଶ୍ୱର: ରାଜ୍ୟରେ ଥମିବାର ନାଁ ଧରୁନି କରୋନା ଜନିତ ମୃତ୍ୟୁ । ଗତ ୨୪ ଘଣ୍ଟାରେ ୪୮ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । ଓଡ଼ିଶାରେ ଗୋଟିଏ ଦିନରେ ୪୮ ଜଣ କରୋନା ଆକ୍ରାନ୍ତଙ୍କର ମୃତ୍ୟୁ ଘଟିଛି । ଏଥିସହିତ ରାଜ୍ୟରେ ମୋଟ କରୋନା ଜନିତ ମୃତ୍ୟୁସଂଖ୍ୟା ୪୦୧୮କୁ ବୃଦ୍ଧିପାଇଛି । କରୋନା ମୃତ୍ୟୁରେ…

ଗତ ୨୪ ଘଣ୍ଟାରେ ରାଜ୍ୟରେ ୨୬୪୦ ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର: ରାଜ୍ୟରେ ଗତକାଲି ଦୈନିକ କରୋନା ସଂକ୍ରମଣରେ ହ୍ରାସ ପରିଲକ୍ଷିତ ହୋଇଛି । ୨୪ ଘଣ୍ଟା ମଧ୍ୟରେ ୨୬୪୦ ଜଣ ନୂଆ କରୋସଂ ସଂକ୍ରମିତଙ୍କୁ ଚିହ୍ନଟ କରାଯାଇଛି । ସେମାନଙ୍କ ମଧ୍ୟରେ ସଂଗରୋଧରୁ ୧୫୧୭ ଓ ସ୍ଥାନୀୟ ସଂକ୍ରମିତ ୧୧୨୩ ଜଣ ରହିଛନ୍ତି । ଅନୁଗୁଳ ଜିଲାରୁ ୮୯ ଜଣ ନୂଆ ସଂକ୍ରମିତ…

କରୋନା ମୃତ୍ୟୁରେ ଲାଗୁନି ବ୍ରେକ୍‌, ଆଜି ୪୦ ମୁଣ୍ଡନେଲା ମହାମାରୀ

ଭୁବନେଶ୍ୱର: ରାଜ୍ୟରେ ଦୈନିକ ସଂକ୍ରମଣ ହାର କମିବାକୁ ଲାଗୁଥିଲେ ସୁଦ୍ଧା ମୃତ୍ୟୁରେ ଲାଗୁନି ବ୍ରେକ । ଗତ ୨୪ ଘଣ୍ଟାରେ ୪୦ ମୁଣ୍ଡନେଲା ମହାମାରୀ । ଗତ ୨୪ ଘଣ୍ଟା ଭିତରେ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୭ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ସେମାନଙ୍କ ମଧ୍ୟରେ କେବଳ ଭୁବନେଶ୍ୱରରୁ ୫ ଜଣ ଥିବା…

ଓଡ଼ିଶାରେ ଉପବବ୍ଧ ସ୍ପୁଟିନିକ୍‌-ଭି ଟିକା

ଭୁବନେଶ୍ୱର: କରୋନା ବିରୋଧରେ ସାରା ବିଶ୍ୱରେ ଚାଲିଛି ଲଢ଼େଇ । ତେବେ ଲୋକେ ଟିକାକୁ ମୁଖ୍ୟ ଅସ୍ତ୍ର ଭାବେ ବ୍ୟବହାର କରୁଛନ୍ତି । ଭାରତରେ କୋଭାକ୍ସିନ ଓ କୋଭିସିଲ୍ଡ ଟିକା ଦିଆଯାଉଛି । ଦୁଇଟି ଡୋଜ ଲେଖାଏଁ ଟିକା ଦିଆଯାଉଛି । ତେବେ ଓଡ଼ିଶାରେ ଉପଲବ୍ଧ ହେଉଛି ଋଷିଆ ଟିକା ସ୍ପୁଟିନିକ୍‌-ଭି ।…

ନକଲି ମେଡିସିନ ମାମଲା, ଜାମିନ ଶୁଣାଣୀ ଘୁଞ୍ଚିଲା

ଭୁବନେଶ୍ୱର: ନକଲି ମେଡିସିନ କାରବାରକୁ ନେଇ ୪ଜଣଙ୍କ ନାମରେ ହୋଇଥିବା ମାମଲାର ଶୁଣାଣୀ ଘୁଞ୍ଚିଲା । ଦୌରାଜଜ କୋର୍ଟରେ ଶୁଣାଣୀ ଆସନ୍ତା ୫ ତାରିଖକୁ ଘୁଞ୍ଚିଲା । କ୍ରାଇମବ୍ରାଞ୍ଚ କେସ ଡାଏରୀ ଦେଇନପାରିବାରୁ ଶୁଣାଣୀ ଘୁଞ୍ଚିଥିବା ସୂଚନା ମିଳିଛି । ସୂଚନା ଥାଉକି, ବିପୁଳ ପରିମାଣରେ ରାଜ୍ୟରେ…

ଗତ ୨୪ ଘଣ୍ଟାରେ ରାଜ୍ୟରେ ୩୩୧୯ ନୂଆ ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର: ରାଜ୍ୟରେ ଗୋଟିଏ ଦିନରେ ଆଉ ୩୩୧୯ ଜଣ ନୂଆ କରୋନା ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଛି । ସେମାନଙ୍କ ମଧ୍ୟରୁ ସଂଗରୋଧରୁ ୧୮୯୬ ଓ ସ୍ଥାନୀୟ ସଂକ୍ରମିତ ୧୪୨୩ ଜଣ ଚିହ୍ନଟ ହୋଇଥିବା ଜଣାଯାଇଛି । ଚିହ୍ନଟ ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ଅନୁଗୁଳ ଜିଲାରୁ ୧୧୬, ବାଲେଶ୍ୱର ୩୯୭, ବରଗଡ ୪୭,…

ଆଜି ଆଉ ୪୩ ମୁଣ୍ଡ ନେଲା କରୋନା

ଭୁବନେଶ୍ୱର: ରାଜ୍ୟରେ କମିବାର ନାଁ ଧରୁନି କରୋନା ଜନିତ ମୃତ୍ୟୁ ସଂଖ୍ୟା । ପ୍ରତିଦିନ ୪୦ ଉପରେ ରହୁଛି ମୃତ୍ୟୁ ସଂଖ୍ୟା । ତେବେ ଗତ ୨୪ ଘଣ୍ଟାରେ ଆଉ ୪୩ ଜଣଙ୍କ କରେନାରେ ମୃତ୍ୟୁ ହୋଇଛି । ଏହି ୪୩ ମୃତକଙ୍କ ମଧ୍ୟରେ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୯ ଜଣ ରହିଛନ୍ତି। ସେହିପରି ଏହି ୯ ଜଣଙ୍କ…

ଶତ୍ରୁରୁ ମିତ୍ର କେମିତି ହେଲେ ଅପରାଜିତା, ଧର୍ମେନ୍ଦ୍ର

ଭୁବନେଶ୍ୱର: ରାଜ୍ୟ ରାଜନୀତିରେ ହଡକମ୍ପ । ଶତ୍ରୁ ଶିବିରରେ ଜୋରଦାର ହମଲା । ଜନ୍ମଦିନ ଶୁଭକାମନା ଦୋହଲାଇ ଦେଲା ଦିଲ୍ଲୀ ଦରବାର । ଏପଟେ ବିଜେଡି ୩୦ ଜିଲ୍ଲା ପାଇଁ ପର୍ଯ୍ୟବେକ୍ଷକ ଘୋଷଣା କରୁଥିଲା ଆଉ ସେପଟେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଭେଟି ଜନ୍ମଦିନ ଶୁଭେଚ୍ଛା ଜଣାଉଥିଲେ…

ବିଜେଡି ମହିଳା ଶାଖାର କର୍ମକର୍ତ୍ତା ନୁଯୁକ୍ତ, ପଢ଼ନ୍ତୁ କାହାକୁ ମିଳିଲା କେଉଁ ଦାୟିତ୍ୱ

ଭୁବନେଶ୍ୱର: ପଞ୍ଚାୟତ ନିର୍ବାଚନ ପୂର୍ବରୁ ସଜବାଜ ହୋଇଛି ବିଜେଡ଼ି । ଗତକାଲି ୩୦ଟି ଯାକ ଜିଲ୍ଲା ଲାଗି ପର୍ଯ୍ୟବେକ୍ଷକଙ୍କୁ ଦାୟିତ୍ୱ ପ୍ରଦାନ କରାଯାଇଥିବା ବେଳେ ଆଜି ମହିଳା କମିଟି ଗଠନ ହୋଇଛି । ରାଜ୍ୟସ୍ତରୀୟ ପରାମର୍ଶଦାତା ଭାବେ ୫ଜଣଙ୍କୁ ନିଯୁକ୍ତି ଦିଆଯାଇଛି । ରାଜଶ୍ରୀ ମଲ୍ଲିକ,…