Odia News Portal
Browsing Tag

odisha

ପ୍ରଥମ ସ୍ଥାନରେ ଓଡ଼ିଶା

ନୂଆଦିଲ୍ଲୀ() ଅର୍ବାନ ଗଭର୍ଣ୍ଣାନ୍ସ ଇଣ୍ଡେକ୍ସ-୨୦୨୦ରେ ଓଡ଼ିଶା ପ୍ରଥମ ସ୍ଥାନ ହାସଲ କରିଛି । ତେବେ ଓଡ଼ିଶା ୫୬.୮୬ ପଏଣ୍ଟ ହାସଲ କରିଥିବା ଜଣାଯାଇଛି । ଦ୍ୱିତୀୟରେ ମହାରାଷ୍ଟ୍ର ଓ ତୃତୀୟରେ ଛତିଶଗଡ଼ ରହିଛନ୍ତି । ଚତୁର୍ଥରେ କେରଳ ଓ ପଞ୍ଚମରେ ମଧ୍ୟପ୍ରଦେଶ ରହିଛନ୍ତି । ଶେଷ ୨ଟି ସ୍ଥାନରେ…

ଓଡିଶାକୁ ୨ଟି ଜାତୀୟ ପୁରସ୍କାର

ଭୁବନେଶ୍ୱର() ସ୍ୱଚ୍ଛତା ସର୍ବେକ୍ଷଣ ୨୦୨୦ର ଫଳାଫଳ ଆଜି ଘୋଷଣା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଏହି ପରୀକ୍ଷଣରେ ଦେଶରେ ୪ର୍ଥ ଥର ପାଇଁ ନମ୍ବର ୱାନ୍ ସ୍ଥାନ ଅଧିକାର କରିଛି ମଧ୍ୟପ୍ରଦେଶର ଇନ୍ଦୋର ସହର । ଏହା ସହ ଏହି ପରୀକ୍ଷଣରେ ଓଡିଶାକୁ ମଧ୍ୟ ୨ଟି ଜାତୀୟ ପୁରସ୍କାର ମିଳିଛି…

ଦିଲ୍ଲୀକୁ କାଟିଲା ଓଡ଼ିଶା

ନୂଆଦିଲ୍ଲୀ()  ଚିକିତ୍ସିତ କରୋନା ରୋଗୀଙ୍କ କ୍ଷେତ୍ରରେ ଦିଲ୍ଲୀକୁ ପଛରେ ପକାଇ ଦେଇଛି ଓଡ଼ିଶା  । ଦିଲ୍ଲୀ ତୁଳନାରେ ଏବେ ଓଡ଼ିଶାରେ ଅଧିକ ସକ୍ରିୟ କରୋନା ରୋଗୀ ରହିଛନ୍ତି  । ଦିଲ୍ଲୀରେ ୧୦୭୭୦ ଜଣ ରୋଗୀ ଚିକିତ୍ସିତ ହେଉଥିବାବେଳେ ଓଡ଼ିଶାରେ ଏହି ସଂଖ୍ୟା ରହିଛି ୧୧୨୩୫  ।…

ଶୀର୍ଷ ୩ ରାଜ୍ୟ ମଧ୍ୟରେ ଓଡ଼ିଶା

ଆମେରିକାର ଷ୍ଟାନଫୋର୍ଡ ବିଶ୍ବବିଦ୍ୟାଳୟର ଗବେଷକ ଏବଂ ସ୍ୱିଜରଲାଣ୍ଡର ‌ଏରୋ‌ସୋଲ୍ ଇଣ୍ଡଷ୍ଟ୍ରି ପକ୍ଷରୁ ହୋଇଥିବା ଅନୁଧ୍ୟାନରେ ଓଡ଼ିଶା ସଂପର୍କରେ ଏକ ଭଲ ତଥ୍ୟ ସାମ୍ନାକୁ ଆସିଛି। ସଂସ୍ଥା କହିଛି ଯେ କରୋନା ମହାମାରୀ ମୁକାବିଲା ଦିଗରେ ତଥ୍ୟ ଉଲ୍ଲେଖନୀୟ ଭୂମିକା ଗ୍ରହଣ କରିଥାଏ।…

ମୁଖ୍ୟମନ୍ତ୍ରୀଙ୍କ ଆହ୍ବାନ କ୍ରମେ କରୋନା ଯୋଦ୍ଧାଙ୍କୁ ସମ୍ମାନ ଦେବାକୁ ଏକାଠି ହେଲେ ଓଡ଼ିଆ

ଭୁବନେଶ୍ବର() କରୋନା ଯୋଦ୍ଧାଙ୍କୁ ସମ୍ମାନ ଦେବାକୁ ଏକାଠି ହେଲେ ଓଡ଼ିଆ ।ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆହ୍ୱାନ ପରେ ସଂଧ୍ୟା ସାଢ଼େ ୫ଟାରେ ଓଡ଼ିଶାର କୋଣଅନୂକୋଣରେ ଗୁଞ୍ଜରିତ ହେଲା ବନ୍ଦେ ଉକ୍ରଳ ଜନନୀ । ରାଜ୍ୟ ଭିତରେ ଓ ବାହାରେ ରହୁଥିବା ସବୁ ଓଡ଼ିଆ ଏକାଠି ହୋଇ ଆଦ୍ୟ ସଂଗୀତକୁ ଏକାଠି…

ଓଡିଶା ପାଇଁ ୫୦୦ କୋଟି

ଭୁବନେଶ୍ବର() ଓଡିଶା ପାଇଁ ୫୦୦ କୋଟି ଟଙ୍କାର ସହାୟତା ଘୋଷଣା କରାଯାଇଛି । ଏହି ସହାୟତା ଘୋଷଣା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଆଜି ଆକାଶ ମାର୍ଗରୁ ଅମ୍ଫାନ କ୍ଷୟକ୍ଷତି ନେଇ ରାଜ୍ୟ ପରିଦର୍ଶନ କରିଥିଲେ ପ୍ରଧାନମନ୍ତ୍ରୀ । ବାତ୍ୟା ସ୍ଥିତି ନେଇ ସମୀକ୍ଷା ବୈଠକ ପରେ ସହାୟତା…

ପୁଣି ଜାତୀୟ ସ୍ତରରେ ଓଡିଶାକୁ ପୁରସ୍କାର

ଭୁବନେଶ୍ବର()   ଜାତୀୟ ସ୍ତରରେ ପୁଣି ପୁରସ୍କାର ହାତେଇଲା ଓଡିଶା । ରାଜ୍ୟର ୩ ପଂଚାୟତକୁ ମିଳିଲା ଜାତୀୟ ସମ୍ମାନ । ଏହି ୩ଟି ପଂଚାୟତ ହେଉଛନ୍ତି ଗଞ୍ଜାମ ଜିଲ୍ଲାର । ଗଞ୍ଜାମ ଜିଲ୍ଲାର ଗଞ୍ଜାମ ବ୍ଲକ କାଂଇଚପୁରକୁ ଶ୍ରେଷ୍ଠ ଉନ୍ନତିମୂଳକ ଯୋଜନା ପାଇଁ ପୁରସ୍କୃତ କରାଯାଇଥିବା ବେଳେ ବେଲଗୁଣ୍ଠା…

ସ୍ୱଚ୍ଛତା ଲାଗି ଓଡିଶାକୁ ପୁରସ୍କାର

ନୂଆଦିଲ୍ଲୀ() ସ୍ୱଚ୍ଛତା ଲାଗି ଓଡିଶାକୁ ଇଣ୍ଡିଆ ଟୁଡେ ଗ୍ରୁପ୍ ପକ୍ଷରୁ ସର୍ବାଧିକ ସ୍ୱଚ୍ଛ ରାଜ୍ୟ ଭାବେ ପୁରସ୍କୃତ କରାଯାଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ତରଫରୁ ରାଜ୍ୟ ପଞ୍ଚାୟତିରାଜ, ପାନୀୟଜଳ, ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ ପ୍ରତାପ ଜେନା ଆଜି ନୂଆଦିଲ୍ଲୀ ଠାରେ ଏହି ପୁରସ୍କାର…

ସରକାରୀ ବାବୁଙ୍କ ମୁହଁରେ ଲାଗିବ ତୁଣ୍ଡି

ଭୁବନେଶ୍ୱର()  ଏଣିକି ଗଣ ମାଧ୍ୟମରେ ମୁହଁ ଖୋଲିବେନି ସରକାରୀ ବାବୁ। ରାଜ୍ୟ ସରକାରଙ୍କ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଏମିତି ବିଜ୍ଞପ୍ତି ପ୍ରକାଶ ପାଇଛି। ଓଡ଼ିଶା ସରକାରୀ ସେବାର କଣ୍ଡକ୍ଟ ରୁଲର ଧାରା ୭ ଅନୁଯାୟୀ ମିଡିଆ ଓ ସୋସିଆଲ ମିଡିଆରେ ନିଜ ବିଭାଗ ନେଇ କୈଣସି ମତ କି ଲେଖା…