ବୈତରଣୀ ବ୍ରିଜ ନିକଟରୁ ଦୁଇଟି ଅଫୁଟା ବୋମା ଉଦ୍ଧାର
କଟକ- ଚାନ୍ଦବାଲି ମୁଖ୍ଯ ରାସ୍ତାର ବୈତରଣୀ ବ୍ରିଜ ନିକଟରୁ ୨ଗୋଟି ହାତ-ତିଆରି ବୋମାକୁ ଉଦ୍ଧାର କରିଛି ଚାନ୍ଦବାଲି ପୁଲିସ। ସୂଚନା ମୁତାବକ ଆଜି ସକାଳୁ ସକାଳୁ ବ୍ରିଜ ନିକଟକୁ କିଛି ସ୍ଥାନୀୟ ଯୁବକ ଶୌଚ ହେବାକୁ ଯାଇଥିଲେ। ଗୋଟିଏ ବ୍ଯାଗରେ ୨ଗୋଟି ହାତ ତିଆରି ଅଫୁଟା ବୋମା ଥିବାର ଦେଖିବାକୁ!-->…