Odia News Portal
Browsing Tag

odisha

କାର୍ଯ୍ୟରତ ଡାକୋଟା ପୁନଃନିର୍ମାଣ, ମାର୍ଚ୍ଚ ୫ରେ ହେବ ଉଦ୍ଘାଟନ

ଆସନ୍ତା ୫ ତାରିଖରେ ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କ ଜନ୍ମଦିନ ଅବସରରେ ଡାକୋଟା ବିମାନକୁ ସର୍ବସାଧାରଣ ପ୍ରଦର୍ଶନ ପାଇଁ ଯୋଜନା କରାଯାଇଛି। ଇତିହାସ ବର୍ଣ୍ଣିତ ଏହି ଡାକୋଟାରେ ପାଇଲଟ ଓ ଯାତ୍ରୀ କ୍ୟାବିନ୍ ଲଗାଯିବ। ଏଣୁ ଡାକୋଟାକୁ ହାଙ୍ଗରରୁ ବାହାରି କରାଯାଇ ଟର୍ମିନାଲ ୧

ସୋସିଆଲ ମିଡିଆରେ ଯୁକ୍ତ ଦୁଇ ନକଲି ପ୍ରଶ୍ନପତ୍ର ଭାଇରାଲ

ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ବାରା ପରିଚାଳିତ ଯୁକ୍ତ୨ ପରୀକ୍ଷା ଏପର୍ଯ୍ୟନ୍ତ ଆରମ୍ଭ ହୋଇ ନାହିଁ। କେବଳ ଯାହା ପ୍ରଶ୍ନପତ୍ରଗୁଡ଼ିକୁ ପରୀକ୍ଷା ପରିଚାଳନା ହବ୍‌କୁ ପଠାଯାଇଛି। ମାତ୍ର ଏବେ ସାମାଜିକ ଗଣମାଧ୍ୟମରେ ଘୂରି ବୁଲୁଛି ଯୁକ୍ତ୨ ବିଭିନ୍ନ ବିଷୟର ପ୍ରଶ୍ନପତ୍ର। ଓଡ଼ିଆ ସମେତ ଆଉ

୧୧.୩୦ ପର୍ଯ୍ୟନ୍ତ ବିଧାନସଭା ଗୃହ ମୁଲତବି

ଆଜି ଆରମ୍ଭରୁ ବିଧାନସଭାରେ ପ୍ରଶ୍ନକାଳ ବେଳେ ବିରୋଧୀଙ୍କ ହଟ୍ଟଗୋଳ ଦେଖିବାକୁ ମିଳିଛି। ଗତକାଲି ବିଜେପି ଯୁବମୋର୍ଚ୍ଚା ପକ୍ଷରୁ ବିଧାନସଭା ଘେରାଉ ବେଳେ ହୋଇଥିବା ଗଣ୍ଡଗୋଳକୁ ନେଇ ତାତିଛନ୍ତି ବିଜେପି ବିଧାୟକ। ବିଜେପି ଯୁବ ମୋର୍ଚ୍ଚା କର୍ମୀମାନଙ୍କଉପରେ ପୁଲିସର ମାତ୍ରାଧିକ

ଫାଟିଲା ଗ୍ୟାସ୍ ସିଲିଣ୍ଡର: ୪ ଅଗ୍ନିଶମ କର୍ମଚାରୀ ଆହତ

ସମ୍ବଲପୁର ଚାଉଁପୁରସ୍ଥିତ ଏକ ଦୋକାନରେ ଭୟାବହ ଅଗ୍ନିକାଣ୍ଡ। ଗ୍ୟାସ୍ ସିଲିଣ୍ଡର ଫାଟିଯିବା ଫଳରେ ଜଳିଗଲା ଦୋକାନ। ଗତକାଲି ବିଳମ୍ବିତ ରାତ୍ରିରେ ଘଟିଛି ଏହି ଅଗ୍ନିକାଣ୍ଡ । ପ୍ରଥମେ ଗ୍ଯାସ ସିଲିଣ୍ଡରରୁ ନିଆଁ ଲାଗିବା ପରେ ଏହା ପ୍ରଚଣ୍ଡ ଶବ୍ଦ କରି ଫାଟିଯାଇଥିଲା। ଗ୍ୟାସ୍ ସିଲିଣ୍ଡରଟି

ପ୍ରତିରକ୍ଷା ଗୁପ୍ତ ତଥ୍ୟ ଲିକ୍‌ ଘଟଣା:ବାବୁରାମଙ୍କର ଆର୍ଥିକ କାରବାର ଉପରେ ଖୋଳତାଡ଼ 

ଚାନ୍ଦିପୁର ଆଇଟି୍ଆରରୁ କ୍ଷେପଣାସ୍ତ୍ର ପରୀକ୍ଷଣ ସମ୍ବନ୍ଧୀୟ ବିଭିନ୍ନ ଗୋପନ ତଥ୍ୟ ପାକିସ୍ତାନର ଆଇଏସ୍‌ଆଇ ଏଜେଣ୍ଟଙ୍କୁ ପ୍ରଦାନ ଅଭିଯୋଗରେ ଗିରଫ ହୋଇଥିବା ଆଇଟିଆର୍‌ ଟେଲିମେଟ୍ରି ବିଭାଗର ସିନିୟର ଟେକ୍ନିକାଲ୍‌ ଅଫିସର ବାବୁରାମ ଦେଙ୍କର ଆର୍ଥିକ କାରବାର ଉପରେ ଖୋଳତାଡ଼ ଆରମ୍ଭ ହୋଇଛି।

ଫେରାର ମଙ୍ଗୁଳା କନ୍ୟା ଥାନାରେ ହାଜର ହେଲେ

ଥାନାରେ ହାଜର ହେଲେ ଫେରାର କନ୍ୟା । ବଲାଙ୍ଗିର ଜିଲ୍ଲା ବୁଢିସିଣ୍ଡୋଲ ଗାଁର ମାଧବି ଗାଇଗରିଆ ଓ ପଟୁଆ ପାଲି ଗାଁର ଧିରୋଜଙ୍କ ବିବାହ ଥିଲା । ଏନେଇ ସବୁ ପ୍ରସ୍ତୁତି ସରିଥିଲା । ତେବେ ଏହାର କିଛି ସମୟ ପୂର୍ବରୁ ନିଜ ପ୍ରେମିକ ସହ ଫେରାର ହୋଇଯାଇଥିଲେ ପ୍ରେମିକା । ମାଧବୀ ତାଙ୍କ ୪ ବର୍ଷର

ଓଡ଼ିଶା ସ୍ୱତନ୍ତ୍ର ରିଲିଫ କମିଶନର ଭାବେ ନିଯୁକ୍ତ ହେଲେ ନିକୁଞ୍ଜ ବିହାରି ଧଳ

ଓଡ଼ିଶା ସରକାର ଆଜି ୧୯୯୯ ମସିହା ବ୍ୟାଚ୍‌ ଓଡ଼ିଶା କ୍ୟାଡର IAS ନିକୁଞ୍ଜ ବିହାରି ଧଳଙ୍କୁ ସ୍ୱତନ୍ତ୍ର ରିଲିଫ କମିଶନର (SRC) ଭାବେ ନିଯୁକ୍ତ କରିଛନ୍ତି । ଶ୍ରୀ ଧଳ ଏବେ ଶକ୍ତି ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ସହ ଅତିରିକ୍ତ ଦାୟିତ୍ୱ ଭାବେ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଅବକାରୀ

ବନ୍ଧାହେଲେ ବିଜେପି ଯୁବମୋର୍ଚ୍ଚା ସଭାପତିଙ୍କ ସମେତ ୨୨ କର୍ମୀ

ଲୋୟର ପିଏମଜିରେ ରେ ବିଜେପି କର୍ମୀଙ୍କ ଖଣ୍ଡଯୁଦ୍ଧ ଘଟଣାରେ ରାଜ୍ୟ ବିଜେପି ଯୁବମୋର୍ଚ୍ଚା ସଭାପତି ଇରାଶିଷ ଆଚାର୍ଯ୍ୟଙ୍କ ସହ ୨୨ ଗିରଫ । ଇରାଶିଷ ପୂର୍ବରୁ ହତ୍ୟା ମାମଲାରେ ଜେଲ ମଧ୍ୟ ଯାଇଛନ୍ତି। ପୋଲିସକୁ ଲହୁଲୁହାଣ କରିଥିବା ଅଭିଯୁକ୍ତଙ୍କୁ ଧରିବାକୁ ଚଢ଼ାଉ ଜାରି ରହିଛି । ଏସିପିଙ୍କ

ଆଜିଠୁ ଆରମ୍ଭ ହେଲା +୨ ପରୀକ୍ଷା 

ଆଜିଠାରୁ ଯୁକ୍ତ ଦୁଇ ଥିଓରୀ ପରୀକ୍ଷା । ଆଜିଠାରୁ ଯୁକ୍ତ ଦୁଇ ବିଜ୍ଞାନ ପରୀକ୍ଷା ଆରମ୍ଭ ହେବ । ମାର୍ଚ୍ଚ ୨ରୁ ଆରମ୍ଭ ହେବ ବାଣିଜ୍ୟ ଓ କଳା ପରୀକ୍ଷା । ଏଥର ୩ ଲକ୍ଷ ୫୬ ହଜାରରୁ ଅଧିକ ଛାତ୍ରଛାତ୍ରୀ ଯୁକ୍ତ ଦୁଇ ପରୀକ୍ଷା ଦେବେ । ଦିନ ୧୦ଟାରୁ ଦିନ ୧ଟା ଯାଏ ଗୋଟିଏ ସିଟିଂରେ ପରୀକ୍ଷା

ଆଜିଠୁ ମୁଖ୍ୟ ସଚିବ ଭାବେ ପ୍ରଦୀପ ଜେନା ଓ ନୂଆ ଉନ୍ନୟନ କମିଶନରର ଦାୟିତ୍ୱ ନେବେ ଅନୁ ଗର୍ଗ

ଆଜି ମୁଖ୍ୟ ସଚିବ ଭାବେ ଦାୟିତ୍ୱ ଗ୍ରହଣ କରିବେ ପ୍ରଦୀପ ଜେନା । ଏହାସହ ନୂଆ ଉନ୍ନୟନ କମିଶନର ଭାବେ ଦାୟିତ୍ୱ ନେବେ ଅନୁ ଗର୍ଗ । ରାଜ୍ୟରେ ପ୍ରଥମ ଥର ଲାଗି ଜଣେ ମହିଳା ଅଧିକାରୀ ଉନ୍ନୟନ କମିଶନର ହେବାକୁ ଯାଉଛନ୍ତି । ଗତକାଲି ଦୁଇ ଅଧିକାରୀଙ୍କୁ ସ୍ୱାଗତ କରିଛନ୍ତି ମୁଖ୍ୟମନ୍ତ୍ରୀ ।