Odia News Portal
Browsing Tag

odisha

ରାଜ୍ୟରେ ସ୍ବୟଂଚାଳିତ ହେବ ଡ୍ରାଇଭିଂ ଟେଷ୍ଟ୍‌

ରାଜ୍ୟରେ ସ୍ବୟଂଚାଳିତ ହେବ ଡ୍ରାଇଭିଂ ଟେଷ୍ଟ୍‌। ଯାନଚାଳନା ବା ଡ୍ରାଇଭିଂ ଲାଇସେନ୍ସ ପ୍ରଦାନ କ୍ଷେତ୍ରରେ ସ୍ବଚ୍ଛତା ଏବଂ ଦକ୍ଷତାକୁ ଦୃଷ୍ଟିରେ ରଖି ବାଣିଜ୍ୟ ଓ ପରିବହନ ବିଭାଗ ପକ୍ଷରୁ ଏହି ପରୀକ୍ଷା ପଦ୍ଧତି ଲାଗୁ କରାଯିବ। ଏଥିପାଇଁ ବୁଧବାର ଖାରବେଳ ଭବନଠାରେ ଓଡ଼ିଶା ରାଜ୍ୟ ପରିବହନ…

୮ ହଜାର ମିଶନଶକ୍ତି ଗୋଷ୍ଠୀ ସହଭାଗୀ ମାନଙ୍କୁ ସାଇକେଲ ବଣ୍ଟନ କରିଛନ୍ତି ମୁଖ୍ୟମନ୍ତ୍ରୀ

ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ଲୋକସେବା ଭବନସ୍ଥିତ କନଭେନସନ ହଲରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ସହରାଞ୍ଚଳରେ କାମ କରୁଥିବା ୮ ହଜାର ମିଶନଶକ୍ତି ଗୋଷ୍ଠୀ ସହଭାଗୀ (Community Partners) ମାନଙ୍କୁ ସାଇକେଲ ବଣ୍ଟନ କରିଛନ୍ତି । ସ୍ୱଚ୍ଛ କର୍ମୀ, ସ୍ୱଚ୍ଛ ସାଥୀ, ଆହାର କର୍ମୀ, ଜଳ…

ଦେବକୁଣ୍ଡ ଗସ୍ତରେ ୫ଟି ସଚିବ ଭିକେ ପାଣ୍ଡିଆନ

ଦେବକୁଣ୍ଡ ଗସ୍ତରେ 5T ସଚିବ । ଉଦଳା ବ୍ଲକ ମୁଣ୍ଡାବାଇ ମା ଅମ୍ବିକାଙ୍କ ପୀଠ ଦେବକୁଣ୍ଡ ଗସ୍ତରେ 5T ସଚିବ ଭିକେ ପାଣ୍ଡିଆନ । ଦିନ ସାଢେ ୧୦ଟାରେ ଉପର ତାଳଡିହା ସ୍ଥିତ ହେଲିପ୍ୟାଡରେ ଓହ୍ଲାଇ ଦେବକୁଣ୍ଡ ଯାଇଥିଲେ । ଆଗାମୀ ଦିନରେ ଦେବକୁଣ୍ଡର ବିକାଶ ନେଇ ଅଧିକାରୀଙ୍କ ସହ ଆଲୋଚନା କରିଥିଲେ ।…

ବେଲାଇବାହଲାରେ ବାଘ ଆତଙ୍କ : ବାଘକୁ କାବୁ କରିବା ପାଇଁ ବନବିଭାଗର ପ୍ରୟାସ

କୁଦା ମାରୁଛି ବାଘ । ବାଘକୁ କାବୁ କରିବା ପାଇଁ ଉଦ୍ୟମ କରୁଥିବା ବେଳେ ଗୋଟିଏ ବୁଦାରୁ ଆଉ ଗୋଟିଏ ବୁଦାକୁ ଡେଇଁ ଯାଉଛି । ବାଘକୁ ଧରିବା ପାଇଁ ହେଉଥିବା ଉଦ୍ୟମ ସମୟର ଭିଡିଓ ସାମ୍ନାକୁ ଆସିଛି । ସୁନ୍ଦରଗଡ଼ ଜିଲ୍ଲା ଟିମିନା ଲଣ୍ଡାପାହାଡ଼ ଅଞ୍ଚଳରୁ ଆସିିଛି ଏଭଳି କିଛି ଚିତ୍ର । ବାଘକୁ…

ପିଣ୍ଟୁ ନନ୍ଦଙ୍କ ଅବିସ୍ମରଣୀୟ ଅଭିନେତା କ୍ୟାରିୟର, ଅମର ରହିବ ତାଙ୍କ ନିଖୁଣ ଅଭିନୟ

ଓଡ଼ିଆ ଚଳଚ୍ଚିତ୍ର ଜଗତର ଏକ ଜଣାଶୁଣା ନାମ ପିଣ୍ଟୁ ନନ୍ଦ। ସେ ୧୯୭୭ ମସିହା ଜୁଲାଇ ୭ରେ ଜଗତସିଂହପୁର ଜିଲ୍ଲା ଓଡ଼ିଶ ଗ୍ରାମରେ ଜନ୍ମଗ୍ରହଣ କରିଥିଲେ। ତାଙ୍କ ପିତା ଅଶୋକ କୁମାର ନନ୍ଦ ଓ ମାତା କାନ୍ତିଲତା ନନ୍ଦ। ସେମାନେ ଦୁଇ ଭାଇ ଓ ଗୋଟିଏ ଭଉଣୀ। ତାଙ୍କ ବଡ଼ ଭାଇ ଅଭିରାମ ନନ୍ଦ ଜଣେ…

୯କେଜି ଗଞ୍ଜେଇ ଜବତ, ଜଣେ ଗିରଫ

ଆଠଗଡ଼ ଅବକାରୀ ବିଭାଗ ପକ୍ଷରୁ ସହରର ବୀରକିଶୋରପୁର ଛକ ନିକଟରୁ ଜଣେ ବ୍ୟକ୍ତି ଗଞ୍ଜେଇ ଚାଲାଣ କରୁଥିବାବେଳେ ତାଙ୍କୁ ଗିରଫ କରିବା ସହ ୯କେଜି ଗଞ୍ଜେଇ ଜବତ କରାଯାଇଥିବା ଜଣାପଡ଼ିଛି। ବୀରକିଶୋରପୁର ଛକରେ ଗଞ୍ଜେଇ ସହ ବସ୍‌‌କୁ ଅପେକ୍ଷା କରିଥିବା ମାଣିଆବନ୍ଧ ଥାନା ଅନ୍ତର୍ଗତ ଅଭିମାନପୁରର…

ଧର୍ମଗଡ଼ ଆମପାଣି ବିଜୁ ଏକ୍ସପ୍ରେସ ୱେକୁ ଲୋକାର୍ପଣ କରିବେ ମୁଖ୍ୟମନ୍ତ୍ରୀ

ସଡ଼କ ଯୋଗାଯୋଗ କ୍ଷେତ୍ରରେ ଓଡ଼ିଶା ଦେଶରେ ସବୁଠୁ ଆଗୁଆ । ଆଉ କୌଣସି ଗାଁ ଗଣ୍ଡା ଅପହଞ୍ଚ ହୋଇ ରହିନାହିଁ । କେବଳ ଗ୍ରାମାଞ୍ଚଳ କାହିଁକି, ସଦର ମହକୁମାରେ ବି ଉନ୍ନତ ରାସ୍ତାଘାଟ ରହିଛି । କଳାହାଣ୍ଡି ଜିଲ୍ଲା ଦେଇ ଯାଇଥିବା ବହୁ ପ୍ରତୀକ୍ଷିତ ବିଜୁ ଏକ୍ସପ୍ରେସ୍ ୱେ ସଂପୂର୍ଣ୍ଣ ହେବା ଉପରେ ।…

ବୈତରଣୀ ବ୍ରିଜ ନିକଟରୁ ଦୁଇଟି ଅଫୁଟା ବୋମା ଉଦ୍ଧାର

କଟକ- ଚାନ୍ଦବାଲି ମୁଖ୍ଯ ରାସ୍ତାର ବୈତରଣୀ ବ୍ରିଜ ନିକଟରୁ ୨ଗୋଟି ହାତ-ତିଆରି ବୋମାକୁ ଉଦ୍ଧାର କରିଛି ଚାନ୍ଦବାଲି ପୁଲିସ। ସୂଚନା ମୁତାବକ ଆଜି ସକାଳୁ ସକାଳୁ ବ୍ରିଜ ନିକଟକୁ କିଛି ସ୍ଥାନୀୟ ଯୁବକ ଶୌଚ ହେବାକୁ ଯାଇଥିଲେ। ଗୋଟିଏ ବ୍ଯାଗରେ ୨ଗୋଟି ହାତ ତିଆରି ଅଫୁଟା ବୋମା ଥିବାର ଦେଖିବାକୁ…

ଏତଲା ପରେ ମିଛ ପ୍ରଶ୍ନପତ୍ର ଭାଇରାଲ କରିଥିବା ବ୍ୟକ୍ତି ଜଣକ କଲେ ଭିଡିଓ ଡିଲିଟ

ପ୍ରଶ୍ନପତ୍ର ଭାଇରାଲ ମିଛ କଥା କହି ଯୁକ୍ତ ଦୁଇ ଛାତ୍ରଛାତ୍ରୀଙ୍କୁ ଆକୃଷ୍ଟ କରି ନିଜର ସବସ୍କ୍ରାଇବର ଓ ଭିୟୁ ବଢାଇବା ପାଇଁ ପ୍ରଶ୍ନପତ୍ର ଦେବାଭଳି ଦାବି କରୁଥିବା ୟୁଟ୍ୟୁବରଙ୍କ ମନରେ ଛନକା ପଶିଛି । ଅଭିଷେକ ପଣ୍ଡା ନାମକ ଜଣେ ୟୁଟ୍ୟୁବର ନିଜ ଚ୍ୟାନେଲର ଭିୟୁ ଓ ସବସ୍କ୍ରାଇବ ବଢାଇବା ପାଇଁ…

+୨ କଳା ଓ ବାଣିଜ୍ୟ ପରୀକ୍ଷା; ପ୍ରଥମ ଦିନରେ ମାତୃଭାଷା ଦେଉଛନ୍ତି ଛାତ୍ରଛାତ୍ରୀ

ଆଜିଠୁ ଆରମ୍ଭ ହୋଇଛି ଯୁକ୍ତ ଦୁଇ କଳା ଓ ବାଣିଜ୍ୟ ପରୀକ୍ଷା । କଳାରେ ୨ଲକ୍ଷ ୧୯ହଜାର ୧୧୦ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଉଥିବା ବେଳେ ବାଣିଜ୍ୟରେ ୨୩ହଜାର ୧୪୮ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଉଛନ୍ତି । ସାରା ରାଜ୍ୟରେ ମୋଟ ୧୧୪୫ଟି ପରୀକ୍ଷା କେନ୍ଦ୍ର ଓ ୨୦୨ଟି ହବ୍ କରାଯାଇଛି । ପରୀକ୍ଷା…