Odia News Portal
Browsing Tag

odisha

ମନ ଖୋଲି ହସିଲେ ଗୋପାଳ ଦାସ

ନବ ଦାସ ହତ୍ୟାକାଣ୍ଡ ଅଭିଯୁକ୍ତଙ୍କ ଅଜବ କାରନାମା। ଅଭିଯୁକ୍ତ ଗୋପାଳ ଦାସଙ୍କ ଆଚରଣକୁ ନେଇ ଚର୍ଚ୍ଚା। ନିଜ ଖବର ପଢ଼ି ହସିଲେ ଗୋପାଳ ଦାସ। ଝାରସୁଗୁଡ଼ା ବିମାନ ବନ୍ଦରରେ ଦେଖିବାକୁ ମିଳିଲା ଏଭଳି ଦୃଶ୍ୟ। ନ୍ୟୁଜ ୧୮ କ୍ୟାମେରାରେ କଏଦ ହୋଇଛି ଏହି EXCLUSIVE ଭିଜୁଆଲ। ଭଲ କରି ଦେଖନ୍ତୁ,

ସୁପରଷ୍ଟାର ଶ୍ରୀଦେବୀଙ୍କ ଅଫିସିଆଲ୍ ଜୀବନୀ ପ୍ରକାଶ କରିବ ୱେଷ୍ଟଲ୍ୟାଣ୍ଡ ବୁକ୍

ଲାଇଫ୍ ଅଫ୍ କିମ୍ବଦନ୍ତୀ, ଏହି ପୁସ୍ତକ ଅଭିନେତ୍ରୀଙ୍କର ସମ୍ପୂର୍ଣ୍ଣ ଜୀବନ ଚିତ୍ର ଆଙ୍କିଛି, ଯିଏ କି ୮୦ ଦଶକ ଏବଂ ୯୦ ଦଶକରେ ସିନେମା ଜଗତର ହାଓା୍ୱ ହାଓା୍ୱଇ ଗର୍ଲ ଭାବେ ସାରା ଭାରତର ହୃଦୟରେ ରାଜ କରିଥିଲେ । ଏହା ଡେବ୍ୟୁଟାଣ୍ଟ ଲେଖକ ଧୀରଜ କୁମାରଙ୍କ ଦ୍ୱାରା ଲିଖିତ ଏବଂ ଚଳିତ ବର୍ଷ

ଟ୍ୱିଟରର ନୂଆ ନିୟମ : ୟୁଜର୍ସ ଦେବେ ସର୍ଭିସ ଚାର୍ଜ

ଏଣିକି ଟ୍ୱିଟର ପାଇଁ ଗଣିବାକୁ ପଡ଼ିବ ଟଙ୍କା। ଟ୍ୱିଟରର ବ୍ଲୁ -ଟିକ୍ ପାଇଁ ୟୁଜର୍ସ ମାସକୁ ମାସ ନିଜ ପକେଟ୍ରୁ ଖର୍ଚ୍ଚ କରିବେ। ଭାରତରେ ମାଇକ୍ରୋ ବ୍ଲଗିଂ ଫ୍ଲାଟଫର୍ମ ଟ୍ୱିଟର ତା'ର ବ୍ଲୁ ଟିକ୍ ପାଇଁ ସବ୍‌ସ୍କ୍ରିପସନ ସେବା ଆରମ୍ଭ କରିଦେଇଛି। ପୂର୍ବରୁ ବ୍ଲୁ ଟିକ୍ ପାଇଥିବା ୟୁଜର୍ସଙ୍କୁ

କାହିଁକି ଚାହୁନି ଆମେରିକା ଚିନ୍ ସହ ବିବାଦ?

ଯୁକ୍ତରାଷ୍ଟ୍ର ଆମେରିକା ଚୀନ୍ ସହିତ ବିବାଦ କରିବା ପାଇଁ ଚାହେଁନି ବୋଲି ବୁଧବାର ଦିନ ରାଷ୍ଟ୍ରପତି ଜୋ ବାଇଡେନ୍ କହିଛନ୍ତି।ଯୁକ୍ତରାଷ୍ଟ୍ର ଆମେରିକା ଆକାଶରେ ଉଡୁଥିବା ଚୀନା ‘ସ୍ପାଏ ବେଲୁନ୍’କୁ ଗତ ସପ୍ତାହରେ କ୍ଷେପଣାସ୍ତ୍ର ପ୍ରୟୋଗ କରି ନଷ୍ଟ କରିଦିଆଯିବା କାରଣରୁ ଉପୁଜି ଥିବା

ଶ୍ରୀମନ୍ଦିରରେ ଆଜି ବନକଲାଗି ନୀତି, ସଂଧ୍ୟା ୬ରୁ ୪ ଘଣ୍ଟା ଦର୍ଶନ ବନ୍ଦ

ଆଜି ଫାଲଗୁନ କୃଷ୍ଣ ପକ୍ଷ ତୃତୀୟା ତିଥିରେ ଶ୍ରୀମନ୍ଦିରରେ ଶ୍ରୀଜୀଉଙ୍କ ବନକଲାଗି ନୀତି ହେବ । ଦ୍ୱିତୀୟ ଭୋଗମଣ୍ଡପ ଭୋଗ ଶେଷ ହେବାପରେ ଦତ୍ତମହାପାତ୍ର ସେବକମାନେ ଶ୍ରୀମନ୍ଦିର ଗର୍ଭଗୃହକୁ ପ୍ରବେଶ କରି ମହାପ୍ରଭୁଙ୍କର ଶ୍ରୀମୁଖ ଶୃଙ୍ଗାର କରିବେ। ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ

ଟେଷ୍ଟ ରିପୋର୍ଟକୁ ଅପେକ୍ଷା: ଜେପି ଦାସ

ଝାରସୁଗୁଡାରେ ତଦନ୍ତ ତଦାରଖ ପରେ ଜଷ୍‌ଟିସ ଜେପି ଗଣମାଧ୍ୟମ ଆଗରେ ନିଜ ମନ୍ତବ୍ୟ ରଖିଛନ୍ତି । ଗୋପାଳର ସାଇକୋ ଆନାଲିସିସ୍ ଟେଷ୍ଟ ରିପୋର୍ଟକୁ ଅପେକ୍ଷା । ଟେଷ୍ଟ ରିପୋର୍ଟ ଆସିଲେ ପରବର୍ତ୍ତୀ କାର୍ଯ୍ୟପନ୍ଥା ଗ୍ରହଣ କରାଯିବ । ଗୋପଳକୁ ପଚରାଉଚରା କଲେ କି ପ୍ରଶ୍ନରେ ଜଷ୍ଟିସ ଦାସ କହିଛନ୍‌ତି

ନବ ଦାସ ହତ୍ୟା ମାମଲା,ତଦନ୍ତକୁ ସମୟ ଲାଗିବ:ଡିଜିପି ସୁନୀଲ ବଂଶଲ

ନବ ଦାସଙ୍କ ହତ୍ୟା ମାମଲାରେ ତଦନ୍ତ ଅନୁଧ୍ୟାନ ପରେ ଡିଜିପି ଗଣମାଧ୍ୟମ ଆଗରେ ନିଜର ପ୍ରତିକ୍ରିୟା ରଖିଛନ୍ତି । ତଦନ୍ତକୁ ଆଉ ଟିକେ ସମୟ ଲାଗିବ ବୋଲି କହିଛନ୍ତି ଡିଜିପି ସୁନୀଲ ବଂଶଲ । ଗୋପାଳର ରିମାଣ୍‌ଡ ଅବଧି ବଢାଇବାକୁ କୋର୍ଟରେ ଆବେଦନ ହେବ । ତଦନ୍ତ କାଳରେ ସବୁ ଆଙ୍ଗଲକୁ ଆମେ ଦୃଷ୍ଟି

ରାଜ୍ୟରେ ପ୍ରତିଷ୍ଠା ହେବ ୩୪ଟି ନୂଆ କୋର୍ଟ: ପ୍ରତାପ ଜେନା

ଆଇନ୍‌ ମନ୍ତ୍ରୀ ପ୍ରତାପ ଜେନା ରାଜ୍ୟରେ ନୂଆ କୋର୍ଟ ପ୍ରତିଷ୍ଠା କରିବା ନେଇ ବଡ ଘୋଷଣା କରିଛନ୍ତି | ବିଭିନ୍ନ ଜିଲ୍ଲାରେ ୩୪ ଟି ନୂଆ କୋର୍ଟ ପ୍ରତିଷ୍ଠା କରିବା ନେଇ ସୂଚନା ଦେଇଛନ୍ତି । ଉଚ୍ଚ କ୍ଷମତା ସମ୍ପନ୍ନ କମିଟି ବୈଠକ ଏହି ଅଦାଲତ ପ୍ରତିଷ୍ଠା ପ୍ରସ୍ତାବ ଉପରେ ମୋହର ମାରିଛନ୍ତି ।

୫ ଦିନ ପରେ ଖୋଲିଲା ସ୍କୁଲ, ସକାଳୁଆ ପାଠପଢ଼ା

ଗ୍ରୀଷ୍ମପ୍ରବାହକୁ ଦୃଷ୍ଟିରେ ରଖି ୫ଦିନ ଧରି ଛୁଟି ରହିବା ପରେ ଆଜିଠାରୁ ସକାଳୁଆ ସ୍କୁଲ ଖୋଲିଛି । ସକାଳ ୬ଟାରୁ ସ୍କୁଲ ଖୋଲିଛି । ସକାଳ ୬ଟାରୁ ସ୍କୁଲ ଖୋଲିବା ନେଇ ଦୁଇ ଦିନ ତଳେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ବିଜ୍ଞପ୍ତି ପ୍ରକାଶ ପାଇଥିଲା । ନିକଟରେ ରାଜ୍ୟରେ ତାପମାତ୍ରା ୪୫ ଡିଗ୍ରୀ

ଆସନ୍ତା ୧୫ ଦିନ ଭିତରେ ଆସିବ ଚତୁର୍ଥ ଲହର

ଆସନ୍ତା ୧୫ ଦିନ ଭିତରେ ଆସିବ ଚତୁର୍ଥ ଲହର। ଦକ୍ଷିଣ ଆଫ୍ରିକାରେ ଚିହ୍ନଟ ହୋଇଥିବା ନୂଆ ଭ୍ୟାରିଏଣ୍ଟ ସମସ୍ୟା ସୃଷ୍ଟି କରିପାରେ। ଟୀକା ନେଇନଥିବା ବର୍ଗ ଏବଂ ଗୁରୁତର ରୋଗୀ ଏହି ଲହରରେ ପୁଣି ସମ୍ବେଦନଶୀଳ ବର୍ଗ ଭାବରେ ଉଭା ହୋଇପାରନ୍ତି। ଯେଉଁ ମାନେ ଟୀକା ଦ୍ୱିତୀୟ ଡୋଜ ଏବଂ ପ୍ରିକସନ ଡୋଜ