Odia News Portal
Browsing Tag

odisha

ଚିନ୍ତା ବଢାଉଛି ବୁର୍ଲା ଭିମସାର

ସମ୍ବଲପୁର ବୁର୍ଲା ଭୀମସାର୍‌ରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୬୦ରେ ପହଞ୍ଚିଛି। ଆକ୍ରାନ୍ତଙ୍କ ମଧ୍ୟରୁ ୫୯ ଜଣ ଛାତ୍ରଛାତ୍ରୀ ହୋଇଥିବାବେଳେ ଜଣେ ଚତୁର୍ଥ ଶ୍ରେଣୀ କର୍ମଚାରୀ ଅଛନ୍ତି। ପୂର୍ବରୁ ୫୮ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ଗତକାଲି ଆଉ ଜଣେ ଛାତ୍ର ପଜିଟିଭ୍‌ ଚିହ୍ନଟ ହୋଇଥିଲେ।

ପୁଣି ଏକ ବାତ୍ୟା ଆଶଙ୍କା

ଆସୁଛି ବଡ଼ ବର୍ଷା। ଆସନ୍ତା ୩୦ ତାରିଖ ବେଳକୁ ଦକ୍ଷିଣ ଆଣ୍ଡାମାନ ସାଗରରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇପାରେ। ଏପରିକି ଏହା ବାତ୍ୟାରେ ପରିଣତ ହେବାର ସମ୍ଭାବନା ଥିବା ଭାରତୀୟ ପାଣିପାଗ ବିଭାଗ(ଆଇଏମ୍‌ଡି)ର ଡିଜି ମୃତ୍ୟୁଞ୍ଜୟ ମହାପାତ୍ର ସୂଚନା ଦେଇଛନ୍ତି।  ଆଇଏମ୍‌ଡି ଡିଜି

ଆସନ୍ତା ୨ରୁ ଓଡିଶାରେ ପୁଣି ବର୍ଷା

ଆସନ୍ତା ୨ ତାରିଖରୁ ପୁଣି ଓଡ଼ିଶାରେ ଲଘୁଚାପ ବର୍ଷା ସମ୍ଭାବନା । ଆସନ୍ତା ୩୦ରେ ଦକ୍ଷିଣ ଆଣ୍ଡାମାନ ସାଗରରେ ସୃଷ୍ଟି ହେବାକୁ ଥିବା ଲଘୁଚାପ କ୍ଷେତ୍ର ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ହେବ । ଆସନ୍ତା ୨ରୁ ୪ ତାରିଖ ମଧ୍ୟରେ ବର୍ଷା ହେବା ସମ୍ଭାବନା ରହିଛି ବୋଲି କହିଛନ୍ତି

ହ୍ୱାଟ୍ସଆପ ପେ’ ୟୁଜର୍ସଙ୍କ ସଖ୍ୟା ୨ କୋଟି ଟପିଲା

ଇନଷ୍ଟାଣ୍ଟ ମେସେଜିଂ ଆପ୍ ହ୍ୱାଟ୍ସଆପରେ କିଛି ମାସ ହେଲା ପେମେଣ୍ଟ ସର୍ଭିସ ଆରମ୍ଭ ହୋଇଛି । ଯାହାର ୟୁଜର୍ସ ସଂଖ୍ୟା ମାତ୍ର କିଛି ଦିନ ଭିତରେ ୨ କୋଟି ପାର୍ କରିଛି । ଆଉ ୟୁଜର୍ସ ସଂଖ୍ୟା ୨ କୋଟି ପାର୍ କରିବା ପରେ ହ୍ୱାଟ୍ସଆପ୍ କମ୍ପାନୀକୁ ମିଳିଛି ଏକ ଖୁସି ଖବର । ନ୍ୟାସନାଲ ପେମେଣ୍ଟ

ବଲାଙ୍ଗୀର ଗସ୍ତରେ ପୋଲିସ ଡିଜି ଅଭୟ

ଦିନିକିଆ ବଲାଙ୍ଗୀର ଗସ୍ତରେ ପୋଲିସ ଡିଜି ଅଭୟ । ସ୍ୱତନ୍ତ୍ର ହେଲିକାପ୍ଟର ଯୋଗେ ଆଜି ବଲାଙ୍ଗୀରରେ ପହଞ୍ଚିଛନ୍ତି ପୋଲିସ ଡିଜି । ଜିଲ୍ଲାର ମାଓ ସ୍ଥିତି ନେଇ ସମୀକ୍ଷା କରିବେ ପୋଲିସ ଡିଜି ଅଭୟ । ଏହି ବୈଠକରେ ଆଇଜି ଅପରେସନ ଅମିତାଭ ଠାକୁର , SIW DIG ଅନିରୁଦ୍ଧ ସିଂ ଏବଂ

ଭୁବନେଶ୍ୱରରୁ ସୁପାରୀ କିଲର ଗିରଫ

ରାଜଧାନୀ ଭୁବନେଶ୍ୱରରେ ମର୍ଣ୍ଣିଂୱାକରେ ବାହାରିଥିଲେ ଜଣେ ବ୍ୟବସାୟୀ ।ସେ ଜାଣି ନଥିଲେ ଯେ ତାଙ୍କୁ ଜଣେ ମାରିବାକୁ ଛକି ବସିଛି । ହେଲେ ଏହି କଥା ପୋଲିସକୁ ଜଣା ଥିଲା । ତେଣୁ ସୁପାରୀ କିଲର ଜଣକ କିଛି ଅଘଟଣ ଘଟାଇବା ପୂର୍ବରୁ ତାକୁ ଧରି ନେଇଥିଲା ପୋଲିସ । ଧରା ପଡିଥିବା ସୁପାରୀ କିଲର

ପଡିଶା ଘରକୁ ପିଠା ଖାଇବାକୁ ଯାଇ ୨ ବର୍ଷର ଶିଶୁ ନିଖୋଜ

ବାଲେଶ୍ୱର ଜିଲ୍ଲା ବସ୍ତା ଥାନା ନିମା ଗ୍ରାମର ୨ ବର୍ଷର ଶିଶୁ ନିଖୋଜ । ପରିବାର ପକ୍ଷରୁ ଏନେଇ ଥାନାରେ ଏତଲା ଦିଆଯାଇଛି । ନିଖୋଜ ଶିଶୁ ହେଉଛନ୍ତି ଉମାକାନ୍ତ ପ୍ରଧାନଙ୍କ ଝିଅ ସସ୍ମିତା ପ୍ରଧାନ । ସସ୍ମିତା ପ୍ରଥମାଷ୍ଟମି ପାଇଁ ୮.୩୦ ବେଳକୁ ସଜବାଜ ହୋଇ ନୂଆ ଡ୍ରେସ ପିନ୍ଧି ଘର ପାଖ ପଡିଶା

ବସ୍ ଭିତରେ ମାସ୍କ ନପିନ୍ଧିଲେ ୫୦୦ ଫାଇନ୍

କରୋନା କଟକଣା ସତ୍ୱେ ଆଜି ମଧ୍ୟ ଦିନକୁ ଦିନ କରୋନା ବୃଦ୍ଧି ପାଉଛି । କରୋନା କବଳରୁ ଲୋକମାନଙ୍କୁ ରକ୍ଷା କରିବାକୁ ରାଜ୍ୟ ସରକାର ଏକ ନୂଆ ଆଇନ ଲାଗୁ କରିଛନ୍ତି । ଏଣିକି ବସ୍ ଭିତରେ ଯାତ୍ରା କଲେ ମାସ୍କ ବ୍ୟବହାର କରିବା ନିହାତି ଜରୁରୀ ହୋଇଛି । ଯଦି ଆପଣ ମାନେ ବସ୍ ଭିତରେ ଯାତ୍ରା କରିବା

ମନ୍ତ୍ରୀ ପଦ୍ମନାଭ ବେହେରାଙ୍କ ଗାଡିକୁ ଅଣ୍ଡାମାଡ

ରାଜ୍ୟରେ ଥମୁନି ଅଣ୍ଡାମାଡର ରାଜନୀତି । ଦିନକୁ ଦିନ ବଢିଚାଲିଛି ଅଣ୍ଡାମାଡ । ବିଭିନ୍ନ ପ୍ରସଙ୍ଗକୁ ନେଇ ପ୍ରତିଦିନ ନେତା ମନ୍ତ୍ରୀଙ୍କ ଗାଡିକୁ ଅଣ୍ଡାମାରିବା ଘଟଣା ସାମ୍ନାକୁ ଆସୁଛି ।ଏହି ଅଣ୍ଡା ରାଜନୀତିରେ ସବୁଠାରୁ ଚର୍ଚ୍ଚାରେ ରହିଛନ୍ତି ନେତା ମନ୍ତ୍ରୀ ମାନେ । ମମିତା ମେହେର ହତ୍ୟା

ଏଣିକି ନଡା ଜାଳିବା ଅପରାଧ ନୁହେଁ

ଏବେ ନଡ଼ା ଜାଳିବା ଆଉ ଅପରାଧ ନୁହେଁ। ଏହାକୁ ଅପରାଧ ଶ୍ରେଣୀରୁ ହଟାଇ ଦିଆଯାଇଛି। କୃଷକଙ୍କ ଗୋଟିଏ ପରେ ଗୋଟିଏ ଦାବି ମାନୁଛନ୍ତି ସରକାର । କୃଷି ଆଇନ୍ ପ୍ରତ୍ୟାହାର ପରେ କୃଷକଙ୍କର ଆଉ ଏକ ଗୁରୁତ୍ୱପୂର୍ଣ୍ଣ ଦାବି ମାନିଛନ୍ତି ଭାରତ ସରକାର । କେନ୍ଦ୍ର କୃଷି ମନ୍ତ୍ରୀ ନରେନ୍ଦ୍ର ସିଂ ତୋମାର