Odia News Portal
Browsing Tag

odisha

ଲାଞ୍ଚ ନେଉଥିଲେ, ଧରା ପଡ଼ିଲେ

ନୂଆପଡ଼ା: ମହଙ୍ଗା ପଡ଼ିଲା ଲାଞ୍ଚ ନେବା । ଲାଞ୍ଚ ନେଉଥିବାବେଳେ ଧରାପଡ଼ିଲେ ନୂଆପଡା ଜିଲ୍ଲା ସିନାପାଲି ବ୍ଲକ୍ର ଆଇସିଡିଏସ ସୁପରଭାଇଜର ଭିଜିଲାନ୍ସ ହାତରେ ଧରାପଡିଛନ୍ତି । ସିନାପାଲି ବ୍ଲକ୍ –ସାଗୁନଭାଡି -୨ ଅଙ୍ଗନବାଡି କେନ୍ଦ୍ରରେ କର୍ମୀ ନିଯୁକ୍ତି ପାଇଁ ବିକାଶ ରଞ୍ଜନ ବାଗ୍ଙ୍କଠାରୁ

ଓଡ଼ିଶା ପ୍ରାକୃତିକ ସମ୍ପଦର ଅଡିଟ୍ କରିବ ସିଏଜି

ଭୁବନେଶ୍ୱର: ପ୍ରାକୃତିକ ସମ୍ପଦ ଓ ଲୋକାଲ୍ ବଡିର ଅଡିଟ୍ ହେବ । ଏନେଇ ଭୁବନେଶ୍ୱରରେ ସିଏଜି ଗିରିଶଚନ୍ଦ୍ର ମୁର୍ମୁ ସୂଚନା ଦେଇଛନ୍ତି । ଖଣିଗୁଡିକରେ କେତେ ମୂଲ୍ୟର ପ୍ରାକୃତିକ ସମ୍ପଦ ରହିଛି, ସେନେଇ ଅଡିଟ୍ ହେବ । ଏହା ସହ କେତେ ଟଙ୍କା ଖର୍ଚ୍ଚ ହେଉଛି ଓ ସରକାରଙ୍କୁ କେତେ ଲାଭ ଦେଉଛି ସେନେଇ

ଅନେକଙ୍କ ଭବିଷ୍ୟତ ନଷ୍ଟ କରିଦେବ ଅଣ୍ଡାମାଡ, ଥାନାକୁ ଦଉଡିବେ ଅନେକ

ଭୁବନେଶ୍ୱର : ରାଜ୍ୟରେ ଏବେ ଅଣ୍ଡାମାଡ ଟ୍ରେଣ୍ଡ ଚାଲିଥିବାବେଳେ ଏହା ଅନେକ ଯୁବକ ଗୋଷ୍ଠିକଙ୍କ ଭବିଷ୍ୟତକୁ ନଷ୍ଟ କରିଦେବ । ଅଣ୍ଡାମାଡରେ ମାତିଥିବା ଅନେକ ଯୁବକ ନିଜ ଅଜଣାତରେ ମାମଲା ଖାଇବେ ଓ ସବୁକିଛି ଥମି ଗଲାପରେ କୋର୍ଟ କଚେରୀ ଓ ଥାନାକୁ ଦଉଡିବେ ବୋଲି ସୁରକ୍ଷା ବିଶେଷଜ୍ଞମାନେ ମତ

ନଜର ପକାନ୍ତୁ ରାଜ୍ୟର କରୋନା ଅପଡେଟ୍ ଉପରେ

ଭୁବନେଶ୍ୱର: ରାଜ୍ୟର ଅଧିକାଂଶ ଜିଲ୍ଲା ଏବେ କରୋନା କବଳରୁ ମୁକ୍ତ ହେବାରେ ଲାଗିଛି । ଖୋର୍ଦ୍ଧା ଜିଲ୍ଲାରୁ ଅଧିକାଂଶ ସଂକ୍ରମଣ ଚିହ୍ନଟ ହେଉଥିବା ଜଣାପଡ଼ିଛି । ଜିଲ୍ଲାର ୯୦ ପ୍ରତିଶତ ସଂକ୍ରମଣ ରାଜଧାନୀ ଭୁବନେଶ୍ୱରରୁ ମିଳୁଛି । ରାଜଧାନୀରେ ବ୍ୟାପକ ଟିକାକରଣ, ସଚେତନତା, ଚଢ଼ାଉ ପରେ ବି

ଏହିସବୁ ଜିଲ୍ଲାରେ ବର୍ଷା ସମ୍ଭାବନା

ଭୁବନେଶ୍ୱର: ଆଭ୍ୟନ୍ତରୀଣ ତାମିଲନାଡୁ ତଥା ପାର୍ଶ୍ୱବର୍ତ୍ତୀ ରୟାଲସୀମା ଅଞ୍ଚଳ ଉପରେ ଏକ ନିମ୍ନଚାପ ରେଖା ସକ୍ରିୟ ରହିଛି । ଯାହାକି ଉପକୂଳ ଆନ୍ଧ୍ରପ୍ରଦେଶ ଦେଇ ଆଭ୍ୟନ୍ତରୀଣ ଓଡିଶା ଯାଏ ସମୁଦ୍ର ପତ୍ତନଠାରୁ ୧.୫ କି.ମି ଯାଏ ଲମ୍ବିଛି । ପ୍ରଭାବରେ ଓଡ଼ିଶାରେ ପାଗ ମୁଖ୍ୟତଃ କୋହଲା

ନଜର ପକାନ୍ତୁ ରାଜ୍ୟର କରୋନା ଅପଡେଟ୍ ଉପରେ

ଭୁବନେଶ୍ୱର : ରାଜ୍ୟରେ ୨୪ ଘଣ୍ଟାରେ ଆଉ ୨୦୫ ନୂଆ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଶୂନ୍ୟରୁ ୧୮ ବର୍ଷ ମଧ୍ୟରେ ୪୫,ସଙ୍ଗରୋଧରୁ ୧୧୯ ଓ ସ୍ଥାନୀୟ ୮୬ । ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୦,୪୭,୦୦୩କୁ ବୃଦ୍ଧି ପାଇଛି । ୧୦,୩୬,୨୩୦ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ୨,୩୨୭ ସକ୍ରିୟ ଆକ୍ରାନ୍ତ

ଗ୍ୟାସ ରାଜନୀତି

ଭୁବନେଶ୍ୱର: ପଞ୍ଚାୟତ ନିର୍ବାଚନ ଯେତିକି ପାଖଉଛି ରାଜ୍ୟ ରାଜନୀତି ସେତିକି ସରଗରମ ହେବାରେ ଲାଗିଛି । ଗ୍ୟାସ ସିଲିଣ୍ଡକୁ ନେଇ ଏବେ ଆରମ୍ଭ ହୋଇଛି ରାଜ୍ୟରେ ରାଜନୀତି । ଗ୍ୟାସ ସିଲିଣ୍ଡ ପିଛା ୪୦୦ ଟଙ୍କାର ସବସିଡି ଦେବା ଲାଗି ବିଜେଡି ଦାବି କରିଛି । ଏନେଇ କେନ୍ଦ୍ର ସରକାରଙ୍କ ବିରୋଧରେ

ପ୍ରକାଶ ପାଇଲା ଯୁକ୍ତ ୨ ଅଫଲାଇନ୍ ପରୀକ୍ଷା ଫଳ

ଭୁବନେଶ୍ୱର: ପ୍ରକାଶ ପାଇଲା ଯୁକ୍ତ ୨ ଅଫଲାଇନ୍ ପରୀକ୍ଷା ଫଳ। ପାସ ହାର ରହିଛି ୬୮.୬୬%। କଳାରେ ୬ ହଜାର ୩୧୦ ଜଣ ପାସ କରିଥିବା ବେଳେ, ପାସ୍ ହାର ରହିଛି ୭୦.୬୨ ପ୍ରତିଶତ। ସେହିପରି ବାଣତଜ୍ୟରେ ୪୨୨ ଜଣ ଛାତ୍ରଛାତ୍ରୀ ପାସ୍ କରିଥିବା ବେଳେ, ପାସ୍ ହାର ରହିଛି ୬୮.୬୧ ପ୍ରତିଶତ।

ଜାଣନ୍ତୁ ଆଜି କେଉଁ ଜିଲ୍ଲାରୁ କେତେ ସଂକ୍ରମିତ ଚିହ୍ନଟ ହେଲେ

ଭୁବନେଶ୍ବର: ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୨୩୯ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ ୧୪୦ ଜଣ ସଙ୍ଗରୋଧ କେନ୍ଦ୍ରରୁ ଚିହ୍ନଟ ହୋଇଥିବାବେଳେ ସ୍ଥାନୀୟ ସଂକ୍ରମଣରୁ ୯୯ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି। ଏଥିଭିତରେ ୧୮ ବର୍ଷରୁ କମ୍ ବୟସ୍କ ୩୭ ଜଣ ଶିଶୁ ଓ କିଶୋର କରୋନା

ପୁଣି ଦୁଲୁକିବ ମଞ୍ଚ

ଭୁବନେଶ୍ୱର: କରୋନା କଟକଣା ଯୋଗୁଁ ଦୀର୍ଘ ୨ ବର୍ଷ ହେବ ବନ୍ଦ ରହିଛି ସାଂସ୍କୃତିକ କାର୍ଯ୍ୟକ୍ରମ । କରୋନା କଟକଣା କାରଣରୁ ରାଜ୍ୟରେ ବନ୍ଦ ରହିଥିବା ସମସ୍ତ ପ୍ରକାରର ସାଂସ୍କୃତିକା କାର୍ୟ୍ୟକ୍ରମକୁ ଅନୁମତି ମିଳିଛି। ଦୁଇବର୍ଷ ହେବ ବନ୍ଦ ରହିଥିଲା ସମସ୍ତ ପ୍ରକାରର ସାଂସ୍କୃତିକ