Odia News Portal
Browsing Tag

odisha

ଆଜି ପବିତ୍ର ଗଜଲକ୍ଷ୍ମୀ ପୂଜା

ଭୁବନେଶ୍ୱର: ଆଜି ସମଗ୍ର ରାଜ୍ୟରେ ଆନନ୍ଦ ଉଲ୍ଲାସର ସହିତ ପାଳିତ ହେଉଛି ମା’ ଗଜଲକ୍ଷ୍ମୀଙ୍କ ପୂଜା। ଚଳିତବର୍ଷ କରନା କଟକଣା ପାଇଁ ରାଜ୍ୟ ସରକାରଙ୍କ ସମସ୍ତ କୋଭିଡ ନିୟମକୁ ପାଳନ କରି ସମସ୍ତ ପୂଜାମଣ୍ଡପ ପୂଜା ଜାରି ରଖିଛନ୍ତି। ଲକ୍ଷ୍ମୀପୂରାଣ ବର୍ଣ୍ଣିନା ଅନୁସାରେ ସତ୍ୟଯୁଗରେ ଦେବତା ଓ

ରାଜ୍ୟରେ କୋଟିଏ ଛୁଇଁଲା ଡବଲ ଡୋଜ୍ ଟିକାକରଣ

ଭୁବନେଶ୍ୱର: କରୋନା ସ୍ଥିତି ଏବେ ରାଜ୍ୟରେ ଭଲ ରହିଥିବା ବେଳେ ଟିକାକରଣ ଜାରି ରହିଛି । ଏହାରି ମଧ୍ୟରେ ରାଜ୍ୟରେ ୧ କୋଟି ଲୋକ ଟିକାର ଦୁଇଟି ଯାକ ଡୋଜ୍ ନେଇ ସାରିଥିବା ଜଣାପଡ଼ିଛି । ଆଜି ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଏନେଇ ସୂଚନା ଦିଆଯାଇଛି ।

ସ୍କୁଲ ଖୋଲିବା ନେଇ ଆସିଲା ଗାଇଡଲାଇନ୍, ଜାଣନ୍ତୁ କଣ ରହିଛି ନିୟମ

ଭୁବନେଶ୍ୱର: ଓଡ଼ିଶା ସରକାରଙ୍କ ନିର୍ଦ୍ଦେଶମତେ , ରାଜ୍ୟରେ ଥିବା ସମସ୍ତ ସରକାରୀ , ବେସରକାରୀ ଓ ସରକାରୀ ଅନୁଦାନପ୍ରାପ୍ତ ସମସ୍ତ ଓଡ଼ିଆ ଓ ଇଂରାଜୀ ମାଧ୍ୟମ ବିଦ୍ୟାଳୟର ଏକାଦଶ ଓ ଅଷ୍ଟମଶ୍ରେଣୀ ଯଥାକ୍ରମେ ତା ୨ ୧.୧୦.୨୦ ୨୧ରିଖ ଓ ୨୫.୧୦.୨୦୨୧ରିଖ ଠାରୁ ଖୋଲିବାକୁ ନିଷ୍ପତ୍ତି ନିଆଯାଇଛି ।

ଏହିସବୁ ଜିଲ୍ଲାରେ ପ୍ରବଳ କୁଟିବ

ଭୁବନେଶ୍ୱର: ପ୍ରବଳ ବର୍ଷା ନେଇ ୭ ଜିଲ୍ଲାକୁ ପାଣିପାଗ ବିଭାଗ ୟେଲୋ ୱାର୍ଣ୍ଣିଂ  ଜାରି କରିଛି । ଭଦ୍ରକ, କେନ୍ଦ୍ରାପଡା, ଜଗତସିଂହପୁର, ସୁନ୍ଦରଗଡ, କେନ୍ଦୁଝର, ଦେବଗଡ, ଯାଜପୁର ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ସେହିଭଳି ଘଡଘଡି ଓ ବଜ୍ରପାତ ନେଇ ୧୭ ଜିଲ୍ଲାକୁ ସତର୍କ ସୂଚନା

କେନାଲରେ ବୁଡ଼ି ପ୍ରାଣ ହରାଇଲେ ଦୁଇ ଭାଇ

ଯାଜପୁର: ଦୁଃଖ ଏମିତି ବି ଆସିଥାଏ । ଏକା ସାଙ୍ଗରେ ଦୁଇ ପୁଅଙ୍କୁ ଛଡ଼ାଇ ନେଲା ବାପା ମାଙ୍କଠାରୁ । କଇଁଫୁଲ ତୋଳିବାକୁ ଯାଇଥିବାବେଳେ କେନାଲରେ ଭାସିଗଲେ ଦୁଇ ଭାଇ । ଯାଜପୁର ଜିଲ୍ଲା ମଙ୍ଗଳପୁର ଥାନା ଗୋପପୁର ଗାଁରେ ଘଟିଛି ଦୁଃଖଦ ଘଟଣା । ଏକାସାଙ୍ଗରେ ଦୁଇ ଭାଇଙ୍କ ଜୀବନ ଯାଇଛି । ମୃତକଙ୍କ

ଆଜି ରାଜ୍ୟରେ ୫ ମୁଣ୍ଡ ନେଲା ମହାମାରୀ

ଭୁବନେଶ୍ୱର: ଓଡ଼ିଶାରେ ଗତ ୨୪ ଘଣ୍ଟା ମଧ୍ୟରେ ୫ଜଣ କରୋନା ଆକ୍ରାନ୍ତଙ୍କର ମୃତ୍ୟୁ ଘଟିଛି । ସୁନ୍ଦରଗଡ ଜିଲାରେ ୨ ଜଣ ପ୍ରାଣ ହରାଇଥିବାବେଳେ ବରଗଡ, ଖୋର୍ଦ୍ଧା ଓ ଝାରସୁଗୁଡା ଜିଲାରେ ଜଣେ ଲେଖାଏଁ କରୋନା ଆକ୍ରାନ୍ତଙ୍କର ମୃତ୍ୟୁ ଘଟିଛି । ଏଥିସହିତ ରାଜ୍ୟରେ କରୋନା ଜନିତ ମୃତ୍ୟୁସଂଖ୍ୟା

ଘୋଷଣା ହେଲା ଓଡ଼ିଶା ସିନିୟର ଓ ଜୁନିୟର ମହିଳା ହକି ଦଳ

ଭୁବନେଶ୍ୱର: ନ୍ୟାସନାଲ ଟୁର୍ଣ୍ଣାମେଣ୍ଟ ଲାଗି ଓଡ଼ିଶା ଜୁନିୟର ଓ ସିନିୟର ମହିଳା ହକି ଦଳ ଘୋଷିତ । ଉଭୟ ବର୍ଗରେ ୧୮ ଜଣିଅାଁ ଟିମ୍ ବଛାଯାଇଛି । ଓଡ଼ିଶା ସିନିଅର ନ୍ୟାସନାଲ ଟିମର ନେତୃତ୍ବ ଅସ୍ମିତା ବାର୍ଲା ନେଉଥିବା ବେଳେ ଜୁନିଅର ଟିମର ନେତୃତ୍ୱ ନେବେ ଜ୍ୟୋତି ଛେତ୍ରୀ । ଝାନ୍ସିରେ

ଆଇଏଏସ୍‌ ସ୍ତରରେ ଅଦଳବଦଳ

ଭୁବନେଶ୍ବର : ଆଇଏଏସ୍‌ ସ୍ତରରେ ଛୋଟ ଧରଣର ଅଦଳ ବଦଳ କରିଛନ୍ତି ରାଜ୍ୟ ସରକାର । ସ୍ବାସ୍ଥ୍ୟ ବିଭାଗର ଅତିରିକ୍ତ ପ୍ରମୁଖ ସଚିବ ପ୍ରଦୀପ୍ତ ମହାପାତ୍ରଙ୍କୁ ଓଏଫଡିସି ଅଧ୍ୟକ୍ଷ ନିଯୁକ୍ତ କରାଯାଇଛି । ବ୍ୟକ୍ତିଗତ କାରଣ ଦର୍ଶାଇ ସେ ମାସେ କାଳ ଛୁଟିରେ ଥିଲେ । ସେ କାର୍ଯ୍ୟରେ ଯୋଗ ଦେବାପରେ ବଦଳି

ନଜର ପକାନ୍ତୁ ଆଜି ରାଜ୍ୟର କେଉଁ ଜିଲ୍ଲାରୁ କେତେ ସଂକ୍ରମିତ ଚିହ୍ନଟ ହେଲେ

ଭୁବନେଶ୍ୱର: ରାଜ୍ୟରେ କୋରୋନାର ଦୈନିକ ସଂକ୍ରମଣ ଉପର-ତଳ ହେଉଛି । ୪ ଶହରୁ କମ୍ ରହିବା ପରେ ଗତ ୨୪ ଘଣ୍ଟାରେ ପୁଣି ବଢିଛି ସଂକ୍ରମଣ । ଚିହ୍ନଟ ହୋଇଛନ୍ତି ଆଉ ୪୪୩ ନୂଆ ଆକ୍ରାନ୍ତ । ନୂଆ ଚିହ୍ନଟ ପଜିଟିଭଙ୍କ ମଧ୍ୟରେ ଅଛନ୍ତି ୭୫ ଜଣ ଶିଶୁ ଓ କିଶୋର । ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୨୪୩

ଆସନ୍ତା ୪ ଦିନ ଯାଏଁ ସାରା ରାଜ୍ୟରେ ବର୍ଷା

ଭୁବନେଶ୍ୱର : ଲଘୁଚାପ ପ୍ରଭାବରେ ରାଜ୍ୟରେ ଆସନ୍ତା ୪ ଦିନ ପର୍ଯ୍ୟନ୍ତ ବର୍ଷା ଲାଗି ରହିବ । ବିଶେଷ କରି ଉପକୂଳ ଓଡ଼ିଶାର ଗୋଟିଏ ଦୁଇଟି ସ୍ଥାନରେ ପ୍ରବଳ ବର୍ଷା ହେବା ସମ୍ଭାବନା ରହିଛି । ଏବେ ଲଘୁଚାପ ଆନ୍ଧ୍ରର ଉତ୍ତର ଉପକୂଳ ଓ ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗର ଉପରେ ରହିଛି । ଆସନ୍ତା ୨୪