Odia News Portal
Browsing Tag

odishanews

ରାଜ୍ୟରେ ଆଉ ୧୦ଟି ନସିଂ କଲେଜ ହେବ

ଭୁବନେଶ୍ୱର: ରାଜ୍ୟରେ ଆଉ ୧୦ଟି ନସିଂ କଲେଜ ହେବ । ଏନେଇ ସୂଚନା ଦେଇଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ ନବଦାସ । ରାଜ୍ୟରେ ୬ଶହ ସିଟ୍ ବିଶିଷ୍ଟ ନସିଂ କଲେଜ ସ୍ଥାପନ ହେବ । ପୁରୀ,ସୁନ୍ଦରଗଡ଼,ଅନୁଗୁଳ,କେନ୍ଦୁଝର,ଯାଜପୁର, ମୟୂରଭଞ୍ଜ, ବଲାଙ୍ଗୀର,କୋରାପୁଟ, ବାଲେଶ୍ୱର ଓ ଝାରସୁଗୁଡ଼ା ଜିଲ୍ଲାରେ ହେବ…

ମେଟ୍ରିକ ରେଜଲ୍ଟକୁ ନେଇ ତାତିଲେ ଛାତ୍ରଛାତ୍ରୀ, ଶିକ୍ଷକଙ୍କୁ ଘେରିଲେ ଶତାଧିକ ପିଲା ଓ ଅଭିଭାବକ

ଭୁବନେଶ୍ୱର: ସଦ୍ୟ ପ୍ରକାଶ ପାଇଥିବା ମେଟ୍ରିକ ରେଜଲ୍ଟକୁ ନେଇ ବଢ଼ିବାରେ ଲାଗିଛି ଅସନ୍ତୋଷ । ତେବେ ଆଜି କଟକ ଓ ପୁରୀ ଜିଲ୍ଲାରେ ମାର୍କକୁ ନେଇ ତାତିଛନ୍ତି ଅଭିଭାବକ ଓ ଛାତ୍ରଛାତ୍ରୀ । ପୁରୀ ମଧୁବନ ସରସତ୍ୱୀ ଶିଶୁ ବିଦ୍ୟାମନ୍ଦିରରେ ଛାତ୍ରଛାତ୍ରୀମାନେ ହୋହାଲ୍ଲା କରିଥିବା ବେଳେ କଟକ…

ଗତ ୨୪ ଘଣ୍ଟାରେ ରାଜ୍ୟରେ ୩୩୧୯ ନୂଆ ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର: ରାଜ୍ୟରେ ଗୋଟିଏ ଦିନରେ ଆଉ ୩୩୧୯ ଜଣ ନୂଆ କରୋନା ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଛି । ସେମାନଙ୍କ ମଧ୍ୟରୁ ସଂଗରୋଧରୁ ୧୮୯୬ ଓ ସ୍ଥାନୀୟ ସଂକ୍ରମିତ ୧୪୨୩ ଜଣ ଚିହ୍ନଟ ହୋଇଥିବା ଜଣାଯାଇଛି । ଚିହ୍ନଟ ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ଅନୁଗୁଳ ଜିଲାରୁ ୧୧୬, ବାଲେଶ୍ୱର ୩୯୭, ବରଗଡ ୪୭,…

ବିବାହିତା ମହିଳାଙ୍କୁ ଅଶୋଭନୀୟ ବ୍ୟବହାର କରିଥିବା ଅଭିଯୋଗରେ ଯୁବକ ଗିରଫ

ଗଜପତି: ଗଜପତି ଜିଲ୍ଲା ଅଡ଼ବା ଥାନା ଅନ୍ତର୍ଗତ ରାଇପଙ୍କା ପଞ୍ଚାୟତର ଗୁଡୁରିପଙ୍କା ଗ୍ରାମର ହେମନ୍ତ ବେହେରା(୪୦) ଗ୍ରାମରେ ଜଣେ ବିବାହିତ ମହିଳା ଗାଧେଇବାକୁ ଯାଉଥିବାବାବେଳେ ତାଙ୍କୁ ଏକୁଟିଆ ଦେଖି ଅଶୋଭନୀୟ ବ୍ୟବହାର ପ୍ରଦର୍ଶନ କରିଥିଲେ। ଯାହାଫଳରେ ମହିଳା ଜଣକ ନିଜ ସ୍ୱାମୀଙ୍କୁ ଏ…

ବାଲି ଚୋରା ଚାଲାଣ କରୁଥିଲେ, ମାଡ଼ି ବସିଲା ପ୍ରଶାସନ

ସୁବର୍ଣ୍ଣପୁର: ସୋନପୁର ମନମୁଣ୍ଡା ତେଲ ନଦୀରୁ ବାଲି ଚୋରା ଚାଲାଣ କରୁଥିଲେ । କୌଣସି ବିଶେଷ ସୂତ୍ରରୁ ଖବର ପାଇବା ପରେ ମାଡ଼ି ବସିଥିଲା ପ୍ରଶାସନ । ୨ଟି ଟ୍ରାକ୍ଟର ଓ ୨ଟି ହାଇୱାକୁ ଜବତ କରିଥିଲା । ତେବେ ସେମାନେ ଚାଲାଣ କାଟି ଗାଡ଼ି ଫେରାଇ ନେଇଥିବା ସୂଚନା ମିଳିଛି । ହାଇୱା ଗୁଡ଼ିକ ୪୦ ହଜାର…

ପ୍ରଫେସର କରୁଣାକର ନନ୍ଦ ହେଲେ ଭୁବନେଶ୍ୱର ପଦାର୍ଥ ବିଜ୍ଞାନ ପ୍ରତିଷ୍ଠାନର ନିର୍ଦ୍ଦେଶକ

ଭୁବନେଶ୍ୱର: ପଦାର୍ଥ ବିଜ୍ଞାନ ପ୍ରତିଷ୍ଠାନ, ଭୁବନେଶ୍ୱରର ନିଦ୍ଦେର୍ଶକ ଭାବେ ପ୍ରାୟୋଗିକ ପଦାର୍ଥ ବିଜ୍ଞାନର ସର୍ବଶ୍ରେଷ୍ଠ ବୈଜ୍ଞାନିକ ପ୍ରଫେସର କରୁଣାକର ନନ୍ଦ ଗତ ୧୬ ତାରିଖରୁ କାର‌୍ୟ୍ୟଭାର ଗ୍ରହଣ କରିଛିନ୍ତି। ପଦାର୍ଥ ବିଜ୍ଞାନ ପ୍ରତିଷ୍ଠାନର ନିଦ୍ଦେର୍ଶକ ହେବା ପୂର୍ବରୁ ସେ ଭାରତର…

ଯୁକ୍ତ ୨ ଛାତ୍ର ଛାତ୍ରୀଙ୍କୁ ୨୫ରୁ ମିଳିବ ଆଡମିଟ କାର୍ଡ

ଭୁବନେଶ୍ୱର: ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ଜାରି ହୋଇଛି ଏସ୍ଓପି । ଯୁକ୍ତ ଦୁଇ ପ୍ରାକ୍ଟିକାଲ ରେକର୍ଡ ସଂଗ୍ରହ ଓ ଆଡମିଟ କାର୍ଡ ପ୍ରଦାନ ପାଇଁ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ଜାରି ହୋଇଛି ଏସ୍ଓପି । ଆସନ୍ତା ୨୫ ତାରିଖରୁ ଝଇଗଝ ୱେବସାଇଟରୁ ଛାତ୍ରଛାତ୍ରୀମାନେ ଆଡମିଟ୍…

ସ୍ୱାମୀକୁ ନିର୍ମମ ଭାବେ ହତ୍ୟା କଲା ସ୍ତ୍ରୀ

ଗଞ୍ଜାମ: ସ୍ୱାମୀର ମୁଣ୍ଡ ଗଣ୍ଡି ଅଲଗା କଲା ସ୍ତ୍ରୀ । ସ୍ୱାମୀକୁ ଅତି ନିର୍ମମଭାବେ ହତ୍ୟା କରିଥିବା ଅଭିଯୋଗ । ଗଞ୍ଜାମ ଜିଲ୍ଲା ସୋରଡ଼ା ଥାନା ନୂଆଗଡ଼ ଗାଁରେ ଘଟିଛି ଏଭଳି ଅମାନୁଷିକ ହତ୍ୟାକାଣ୍ଡ । ଅଭିଯୁକ୍ତ ମହିଳା ଝିଲ୍ଲୀ ନାୟକକୁ ପୋଲିସ ଗିରଫ କରିଛି । ସେପଟେ ମୃତ ଭଗିଆଙ୍କ ମୃତଦେହକୁ…

ଟିକାକେନ୍ଦ୍ରରେ ଫଟୋ ପଲିଟିକ୍ସ, ଉଦଘାଟନ ପୂର୍ବରୁ ରିବନ ଛିଣ୍ଡାଇଲେ ବିଜେପି କର୍ମୀ

ବାଲେଶ୍ୱର: ଟିକାକେନ୍ଦ୍ରରେ ହୋହାଲ୍ଲା । ଫଟୋକୁ ନେଇ ରାଜନୀତି । ବାଲେଶ୍ୱର ଜିଲ୍ଲା ଗାନ୍ଧୀ ସ୍ମୃତିଭବନ ଟିକାକେନ୍ଦ୍ରରେ ଦେଖିବାକୁ ମିଳିଛି ଅଶୋଭନୀୟ ଦୃଶ୍ୟ । ଟିକାକେନ୍ଦ୍ରରେ ମୁଖ୍ୟମନ୍ତ୍ରୀଙ୍କ ଫଟୋ ଲଗାଯାଇଥିଲା । ତେବେ ଏଠାରେ କାହିଁକି ପ୍ରଧାନମନ୍ତ୍ରୀଙ୍କ ଫଟୋ ଲଗାଯାଇନାହିଁ ଏହାକୁ…

ଆରମ୍ଭ ହେଲା ଅନଲାଇନ୍ ପାଠପଢ଼ା

ଭୁବନେଶ୍ୱର: ଆଜିଠାରୁ ରାଜ୍ୟରେ ଆରମ୍ଭ ହୋଇଛି ଅନଲାଇନ ପାଠପଢ଼ା । ୟୁଟ୍ୟୁବ୍ ଲାଇଭ୍ ଷ୍ଟ୍ରିମିଂ ଦ୍ୱାରା ଛାତ୍ର ଛାତ୍ରୀମାନେ ପାଠ ପଢ଼ିଛନ୍ତି । ପ୍ରଥମରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ର ଛାତ୍ରୀମାନେ ପାଠ ପଢ଼ିଥିବା ନଜରକୁ ଆସିଛି । ପ୍ରାଥମିକ ଅର୍ଥାତ୍ ପ୍ରଥମରୁ ଅଷ୍ଟମ ଶ୍ରେଣୀ ଯାଏଁ ସକାଳ…