ପ୍ରଳପ କରୁଛନ୍ତି ଟ୍ରମ୍ପ୍ : ଭାରତ ରୁଷ୍ଠାରୁ ତେଲ କିଣୁନି ବୋଲି ଟ୍ରମ୍ପ୍ ଶୁଣିବାକୁ ପାଇଲେ
ନୂଆଦିଲ୍ଳୀ: ସତରେ କଣ ଟ୍ରମ୍ପଙ୍କ ବାଚଳାମି ବଢିବାରେ ଲାଗିଛି ? କାରଣ ଆମେ ଏଇଥିପାଇଁ କହୁଛୁ ଯେ ଟ୍ରମ୍ପ ପୁଣି ଏକ ଦାବି କରିଛନ୍ତି ଭାରତର ତେଲ କିଣିବାକୁ ନେଇ । ଯାହାର କିଛି ସତ୍ୟତା ନାହିଁ । ଟ୍ରମ୍ପ ଦାବି କରି କହିଛନ୍ତି, ‘ମୁଁ ଶୁଣିବାକୁ ପାଇଲି ଯେ ଭାରତ…