Odia News Portal
Browsing Tag

ojee exam

ସେପ୍ଟେମ୍ବର ୬ରୁ ୧୮ OJEE ପରୀକ୍ଷା

ଭୁବନେଶ୍ୱର: ଓଡ଼ିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା ବା OJEE ପରୀକ୍ଷା  ଆସନ୍ତା ସେପ୍ଟେମ୍ବର ୬ ତାରିଖ ଠାରୁ ଆରମ୍ଭ ହୋଇ ସେପ୍ଟେମ୍ବର ୧୮ ତାରିଖ ଯାଏଁ ଜାରି ରହିବ। ଏନେଇ  ଓଜେଇଇ ପକ୍ଷରୁ ବିଜ୍ଞପ୍ତି  ପ୍ରକାଶ ପାଇଛି। ସେପ୍ଟେମ୍ବର ୬ରୁ ୧୮ ତାରିଖ ମଧ୍ୟରେ ପ୍ରତ୍ୟେକ ଦିନ ୩ଟି ଲେଖାଏଁ…

ସେପ୍ଟେମ୍ବର ୯ରୁ ୧୫ ଯାଏ OJEE ପରୀକ୍ଷା

ଭୁବନେଶ୍ୱର() ଆସନ୍ତା ମାସରେ ଅନୁÂିତ ହେବ ଓଜେଇଇ ପରୀକ୍ଷା । ସେପ୍ଟେମ୍ବର ୯ରୁ ୧୫ ତାରିଖ ଯାଏ ଅନୁÂିତ ହେବ ଏହି ପରୀକ୍ଷା । ପ୍ରଥମ ଥର ପାଇଁ କମ୍ପ୍ୟୁଟର ବେସ୍ଡ ଟେଷ୍ଟ(ସିବିଟି) ଏହି ପରୀକ୍ଷା ହେବ । ଏନେଇ ବୈଷୟିକ ଶିକ୍ଷା ଓ ତାଲିମ ନିଦେ୍ର୍ଧଶାଳୟ ପକ୍ଷରୁ ୧୬ଟି ଜିଲ୍ଲାର ସରକାରୀ…