ବର ସାଜିଲେ ୭୦ ବର୍ଷୀୟ ବୃଦ୍ଧ
ବାହାଘରକୁ ନେଇ ସମସ୍ତଙ୍କର କିଛି ନ କିଛି ଇଛା ଥାଏ | ନିଜ ବାହାଘରକୁ ସ୍ମରଣୀୟ କରିବା ପାଇଁ ସମସ୍ତେ କିଛି ସ୍ବପ୍ନ ଦେଖିଥାନ୍ତି | ତେବେ କିଛି ସ୍ବପ୍ନ ଅଧୁରା ମଧ୍ୟ ରହିଯାଏ | ତେବେ ବାପାର ଏହି ଅଧୁରା ସ୍ବପ୍ନ କୁ ପୂରଣ କରିଛନ୍ତି ପୁଅ ଓ ଝିଅ | ବାପାକୁ ବର ଭେସରେ ସଜାଇ ମାକୁ ଆଣିଛନ୍ତି |!-->…
