Odia News Portal
Browsing Tag

Olympic

ହକିରେ ଭାରତର ଜବରଦସ୍ତ କମ୍‌ବ୍ୟାକ

ଆଜି ଟୋକିଓ ଅଲିମ୍ପିକ୍ସର ପଞ୍ଚମ ଦିନ । ପ୍ରଥମ ଚାରି ଦିନରେ ଭାରତ ଏପର୍ଯ୍ୟନ୍ତ ଗୋଟିଏ ପଦକ ପାଇଛି । ଯାହା ପ୍ରଥମ ଦିନରେ ଭାରୋତ୍ତୋଳନରେ ମିରବାଇ ଚାନୁଙ୍କୁ ମିଳିଥିଲା । ପଞ୍ଚମ ଦିନରେ ଭାରତୀୟ ପୁରୁଷ ହକି ଦଳ ଏକ ଜବରଦସ୍ତ ବିଜୟ ହାସଲ କରିଛି । ଫଳରେ କ୍ୱାର୍ଟର ଫାଇନାଲକୁ ପ୍ରବେଶ କରିବାର…

ତୀରନ୍ଦାଜରେ ଭାରତର ଦମଦାର ପ୍ରଦର୍ଶନ

ତୀରନ୍ଦାଜୀରେ ଭାରତୀୟ ପୁରୁଷ ଟିମର ଉଚ୍ଚକୋଟିର ପ୍ରଦର୍ଶନ । ଟୋକିଓ ଅଲିମ୍ପିକ୍ସର ୪ର୍ଥ ଦିନରେ କ୍ୱାର୍ଟରଫାଇନାଲରେ ପ୍ରବେଶ କରିଛି ପୁରୁଷ ଟିମ୍ । ଭାରତୀୟ ପୁରୁଷ ତୀରନ୍ଦାଜୀ ଟିମ ପ୍ରି-କ୍ୱାର୍ଟରରେ ଭଲ ପ୍ରଦର୍ଶନ କରିଛି । ଟିମ ପ୍ରଥମ ୨ଟି ସେଟ ନିଜର ନାଁରେ କରିଥିଲା । ମାତ୍ର ୩ୟ ସେଟରେ…

ଅଲମ୍ପିକ୍ ପାଇଁ ନିର୍ବାଚିତ ହେଇଥିବା ପ୍ରଥମ ନାଗରିକ

ଭାରତରେ ଜିମ୍ନାଷ୍ଟିକ୍ ଜଜ୍ ଭାବେ କାମ କରିଥିବା ଦୀପକ କାବରା ଏବେ ଟୋକିଓ ଅଲମ୍ପିକ୍ସରେ ଆଣ୍ଟିଷ୍ଟିକ ଜିମ୍ନାଷ୍ଟିକରେ ଜଜ୍ ଭାବେ ସାମିଲ ହୋଇଛନ୍ତି । ପ୍ରଥମ ଥର ପାଇଁ ଅଲମ୍ପିକ୍ସରେ ଜଜ୍ ଭାବେ ଭାରତରୁ ଦୀପକ କାବରା ସାମିଲ ହୋଇଛନ୍ତି । ଅଲମ୍ପିକ୍ସ ଗେମର ମୁକାବିଲା ଜୁଲାଇ ୨୩ ରୁ ଅଗଷ୍ଟ ୮…

ଶ୍ରୀକାନ୍ତ ଓ ସାଇନାଙ୍କ ଅଲମ୍ପିକ୍ ସ୍ବପ୍ନ ଧୂଳିସାତ

ହାଇଦ୍ରାବାଦ: । ଭାରତର ଦୁଇ ଷ୍ଟାର ଶଟଲର କାଦମ୍ବୀ ଶ୍ରୀକାନ୍ତ ଓ ସାଇନା ନେହ୍ୱାଲ ଅଲିମ୍ପିକ୍ସ ରେସ୍‌ରୁ ବାଦ୍‌ ପଡ଼ିଛନ୍ତି। ଜୁନ୍‌ ୧୫ରେ ଅଲିମ୍ପିକ୍ସ ପାଇଁ ଯୋଗ୍ୟତା ପର୍ଯ୍ୟାୟ ବନ୍ଦ ହେବ। ଏହାପୂର୍ବରୁ ଆଉ କୌଣସି ଯୋଗ୍ୟତା ପର୍ଯ୍ୟାୟ ମ୍ୟାଚ୍‌ ଖେଳାଯିବ ନାହିଁ ବୋଲି ବ୍ୟାଡମିଟନ…