କ୍ଷୀର ପରେ ବଢ଼ିବ ଛେନା ଦର
କଟକ ସହରରେ ଆଉ ମିଳିବନି ୫ ଟଙ୍କିଆ ମିଠା । କ୍ଷୀର ମୂଲ୍ୟ ବଢିବା ପରେ ଏଭଳି ପରିସ୍ଥିତି ଉପୁଜିଛି । ଆଉ ସପ୍ତାହକ ଭିତରେ ଛେନା ମୂଲ୍ୟ ମଧ୍ୟ ବୃଦ୍ଧି ପାଇବ । ତେଣୁ ଏହାକୁ ଦୃଷ୍ଟିରେ ରଖି ମିଠା ବ୍ୟବସାୟୀ ମାନେ ମଧ୍ୟ ଦାମ୍ ବଢାଇବାକୁ ନିଷ୍ପତ୍ତି ନେଇସାରିଛନ୍ତି । କିଛି ଦିନ ଭିତରେ ମିଠା!-->…
