ଭୁଲ ତଥ୍ୟ ଦେଲେ ୬ ମାସ ଜେଲ୍
ପଞ୍ଚାୟତ ନିର୍ବାଚନରେ ପାର୍ଥୀ ଭୁଲ ତଥ୍ୟ ଦେଲେ ୬ ମାସ ଜେଲ୍ ଦଣ୍ଡ ସହ ଜୋରିମାନା ଦବାକୁ ପଡିବ ।
ପଞ୍ଚାୟତ ନିର୍ବାଚନରେ ସ୍ୱଚ୍ଛତା ଆଣିବାକୁ ଓ ପଞ୍ଚାୟତ ଆଇନର ସଂଶୋଧନ ପାଇଁ ରାଜ୍ୟ ସରକାର ଏହି ଅଧ୍ୟାଦେଶ ଜାରି କରିଛନ୍ତି । ଓଡ଼ିଶା ଗ୍ରମପଞ୍ଚାୟତ ଆଇନ ୧୯୬୪, ଓଡ଼ିଶା ପଞ୍ଚାୟତ ସମିତି!-->…