ପୁଣି ସପିଂ ମଲ୍ ପାର୍କିଂ ଶୋଷଣ: ବାଇକ୍ ୧୦, କାର୍ ୨୦ ଟଙ୍କା
ବ୍ୟବସାୟିକ ପ୍ରତିଷ୍ଠାନ ବ୍ୟବସାୟ କରିବେ ଓ କୋଟି କୋଟି ଲାଭ ନେବେ। ଅଥଚ ଯେଉଁ ଗ୍ରାହକ ଏହି ବ୍ୟବସାୟିକ ପ୍ରତିଷ୍ଠାନକୁ ଲାଭବାନ କରୁଛନ୍ତି, ସେମାନେ ପାର୍କିଂ ଫି’ ଗଣିବେ। ଭୁବନେଶ୍ବରର ଜଣାଶୁଣା ବଡ଼ ବଡ଼ ସପିଂ ମଲ୍ମାନେ ପାର୍କିଂ ଫି’ ନାଁରେ ପୁଣିଥରେ ଗ୍ରାହକ ଶୋଷଣ ଆରମ୍ଭ…