Odia News Portal
Browsing Tag

patkura election

କଂଗ୍ରେସର ବିଫଳତା ପଦାରେ ପଡିଛି: ଜୟନ୍ତ

କେନ୍ଦ୍ରାପଡା()  ପାଟକୁରା ବିଧାନସଭା ଆସନରେ ବାଜିମାତ୍ କରିଛି ବିଜେଡି । ବିଜେପି ପ୍ରାର୍ଥୀ ବିଜୟ ମହାପାତ୍ରଙ୍କୁ ୧୭୯୨୦ ଖଣ୍ଡ ଭୋଟରେ ପରାସ୍ତ କରିଛନ୍ତି । ବିଜୟ ୭୮୦୯୭ ଭୋଟ ପାଇଥିବା ବେଳେ ସାବିତ୍ରୀ ୯୬୦୧୭ ଖଣ୍ଡ ଭୋଟ ପାଇଛନ୍ତି । ତେବେ ଏଠାରେ କଂଗ୍ରେସର ଶୋଚନୀୟ ପରାଜୟ ଘଟିଛି ।…

୧ଟା ସୁଦ୍ଧା ୪୨% ଭୋଟିଂ

କେନ୍ଦ୍ରାପଡା()  ପାଟକୁରା ବିଧାନସଭା ଆସନ ପାଇଁ ସକାଳ ୭ଟାରୁ ମତଦାନ ଚାଲିଛି ।ଦିନ ୧ଟା ସୁଦ୍ଧା ୪୨ ପ୍ରତିଶତ ମତଦାନ ହୋଇଥିବା ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ୟ୍ୟାଳୟ ପକ୍ଷରୁ ସୂଚନା ମିଳିଛି ।ମତଦାନ ସଂଧ୍ୟା ୫ଟା ପର୍ୟ୍ୟନ୍ତ ଚାଲିବ । ୧୦ ଜଣ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ…

ପାଟକୁରା ନିର୍ବାଚନ ପାଇଁ ପ୍ରସ୍ତୁତି ଶେଷ

କେନ୍ଦ୍ରାପଡା() ଆଜି ସରିଲା ପାଟକୁରା ନିର୍ବାଚନ ପାଇଁ ପ୍ରଚାର । ଆଉ ଗୋଟିଏ ଦିନ ପରେ ଭୋଟ ପ୍ରଦାନ କରିବେ ପାଟକୁରାବାସୀ । ତେବେ ପାଟକୁରା ନିର୍ବାଚନ ପାଇଁ ପ୍ରସ୍ତୁତି ଶେଷ ହୋଇଛି ବୋଲି ରାଜ୍ୟ ନିର୍ବାଚନ ଅଧିକାରୀଙ୍କ ତରଫରୁ କୁହାଯାଇଛି । ମୋଟ୍ ୧୦ ଜଣ ପ୍ରାର୍ଥୀ ଏହି ପାଟକୁରା…

ପାଟକୁରା ପାଇଁ ପୋଲିସ ପକ୍ଷରୁ କଡା ସୁରୁକ୍ଷା ଗ୍ରହଣ

ଭୁବନେଶ୍ବର()  ୨୦ରେ ହେବ ପାଟକୁରା ନିର୍ବଚନ ।ସେଥିପାଇଁ ପୋଲିସ ପକ୍ଷରୁ କଡା ସୁରୁକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ଆଜି ପ୍ରଚାର ଶେଷ ହେଉଥିବା ବେଳେ ବର୍ତ୍ତମାନ ଯାଏଁ କୌଣସି ଅପ୍ରିତିକର ପରିସ୍ଥିତି ସୃଷ୍ଟି ହୋଇ ନାହିଁ ବୋଲି କହିଛନ୍ତି ପୋଲିସ ଡିଜି ଡାକ୍ତର ରାଜେନ୍ଦ୍ର ପ୍ରସାଦ ଶର୍ମା…

କଂଗ୍ରେସର ଷ୍ଟାର୍ ପ୍ରଚାରକ ତାଲିକା ପ୍ରକାଶ

ଭୁବନେଶ୍ବର()  ପାଟକୁରା ନିର୍ବାଚନକୁ ଆଉ ମାତ୍ର ୮ ଦିନ ।ଆସନ୍ତା ୨୦ରେ ନିର୍ବାଚନ ହେବାକୁ ଯାଉଛି । ଏହା ପରେ ଜୁଲାଇ ୨୪ରେ ଭୋଟ ଗଣତି ହେବ । ଏହାପରେ ପ୍ରାର୍ଥୀମାନଙ୍କର ଭାଗ୍ୟ ନିର୍ଦ୍ଧାରଣ କରାଯିବ । ପାଟକୁରା ବିଧାନସଭା ନିର୍ବାଚନ ପାଇଁ ୪୦ ଜଣିଆ ଷ୍ଟାର୍ ପ୍ରଚାରକ ତାଲିକା ଘୋଷଣା କଲା…

ପାଟକୁରାରେ ବିଜେଡ଼ିର ବିଜୟ ନିଶ୍ଚିତ: ଜିଲ୍ଲା ସଭାପତି

ପାଟକୁରା()  ଆଜି ନବୀନ ନିବାସରେ ପାଟକୁରା ନେଇ ଗୁରୁତ୍ୱପୂର୍ଣ୍ଣ ବୈଠକ ବସିଥିଲା । ବୈଠକରେ ମନ୍ତ୍ରୀ ସୁଶାନ୍ତ ସିଂ, ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ, ଅତୁନ ସବ୍ୟସାଚୀ ନାୟକ ଓ କେନ୍ଦ୍ରାପଡ଼ା ଜିଲ୍ଲା ସଭାପତି କିଶୋର ତରାଇ ପ୍ରମୁଖ ଉପସ୍ଥିତ ଥିଲେ । ବିଜେପି ପ୍ରାର୍ଥୀ ସାବିତ୍ର…

୨୦ରେ ପାଟକୁରା ନିର୍ବାଚନ

ଭୁବନେଶ୍ବର()   ଜୁଲାଇ ୨୦ରେ ହେବ ପାଟକୁରା ନିର୍ବାଚନ । ଜୁଲାଇ ୨୪ରେ ଭୋଟ୍ ଗଣତି ହେବ। ନିର୍ବାଚନ କମିଶନ ଏନେଇ ବିଜ୍ଞପ୍ତି ଜାରି କରିଛନ୍ତି । ୨୬ତାରିଖରେ ନିର୍ବାଚନ ପ୍ରକ୍ରିୟା ଶେଷ ହେବ । ଫଳରେ ଆଜିଠାରୁ ହିଁ କେନ୍ଦ୍ରାପଡା ଜିଲ୍ଲାରେ ନିର୍ବାଚନ ଅଚରଣ ବିଧି ଲାଗୁ ହୋଇଛି । ସାଧାରଣ…