ପ୍ରଚାର କଟକଣାରେ ସାମାନ୍ୟ କୋହଳ
ନୂଆଦିଲ୍ଲୀ:ନିର୍ବାଚନ ପ୍ରଚାର ସମ୍ପର୍କିତ କରୋନା କଟକଣା ଅବଧିକୁ ବଢ଼ାଇଲେ ନିର୍ବାଚନ କମିଶନ । ପଦଯାତ୍ରା, ରୋଡ ସୋ’ ନେଇ ଜାରି କଟକଣାକୁ ଫେବ୍ରୁଆରୀ ୧୧କୁ ବୃଦ୍ଧି କରାଯାଇଛି । ତେବେ ମିଟିଂ ନେଇ ଲାଗୁ ହୋଇଥିବା କଟକଣାରେ କିଛି କୋହଳ କରିଛନ୍ତି ନିର୍ବାଚନ କମିଶନ ।
ସର୍ବାଧିକ ୧୦୦୦!-->…
