ଟ୍ରୋଲର ଜବାବ ଦେଲେ ପୃଥ୍ୱୀ: ଇନଷ୍ଟାଗ୍ରାମ ଷ୍ଟୋରୀରେ ସମାଲୋଚକଙ୍କୁ କଡ଼ା ଜବାବ
					ଭାରତୀୟ ବ୍ୟାଟସମ୍ୟାନ୍ ପୃଥ୍ୱୀ ସ' ଅଷ୍ଟ୍ରେଲିଆ ବିପକ୍ଷ ପ୍ରଥମ ଟେଷ୍ଟରେ ସମ୍ପୂର୍ଣ୍ଣ ବିଫଳ ହେବାପରେ ।  ତାଙ୍କୁ ସୋସିଆଲ ମିଡିଆରେ ଟ୍ରୋଲର ଶିକାର ହେବାକୁ ପଡିଛି । ତେବେ ଏହାକୁ ନେଇ  ସେ ଇନଷ୍ଟାଗ୍ରାମ ଷ୍ଟୋରୀରେ ନିଜ ସମାଲୋଚକଙ୍କୁ ଦେଇଛନ୍ତି କଡ଼ା ଜବାବ। ପୃଥ୍ୱୀ ନିଜ ଇନଷ୍ଟଗ୍ରାମ!-->…				
						
						
			