Odia News Portal
Browsing Tag

pink moon

ଆଜି ଆକାଶରେ ଚମକିବ ଗୋଲାପୀ ଜହ୍ନ

ଆଜି ପୂର୍ଣ୍ଣିମା ଅବସରରେ ଆକାଶରେ ଚମକିବ ଗୋଲାପୀ ଜହ୍ନ । ଏଥିରେ କିଛି ସତ୍ୟତା ରହିଛି ନା ଆଉ କିଛି । ଏନେଇ ପଠାଣୀ ସାମନ୍ତ ପ୍ଲାନେଟୋରିୟମର ଉପ-ନିର୍ଦ୍ଦେଶକ ଶୁଭେନ୍ଦୁ ପଟ୍ଟନାୟକ ଏହା ପଛର ସତ୍ୟତା ଦର୍ଶାଇଛନ୍ତି । କ’ଣ ଏହି ଗୋଲାପୀ ଜହ୍ନ । ଏହା କେବଳ ଏକ ନାମକରଣ ଯାହାକି ଉତ୍ତର…