ଚାଷୀଙ୍କ ପାଇଁ ଖୁସି ଖବର: ଆଜି ଆସିବ ପିଏମ୍ କିଷାନ କିସ୍ତି, ଆକାଉଣ୍ଟକୁ ଟଙ୍କା ପଠାଇବେ ମୋଦୀ
ଚାଷୀଙ୍କ ପାଇଁ ଖୁସି ଖବର । ଆଜି ମୋଦୀ ପଠାଇବେ ଚାଷୀଙ୍କ ଆକାଉଣ୍ଟକୁ ଟଙ୍କା । ଆଜି କୃଷକଙ୍କ ଖାତାକୁ ଆସିବ ପିଏମ୍ କିଷାନ ଟଙ୍କା । ଦେଶର କୋଟି କୋଟି ଚାଷୀଙ୍କ ପାଇଁ ଆଜି ଖୁସିର ଦିନ । ପିଏମ କିଷାନ ଯୋଜନାରେ ଚାଷୀଙ୍କ ଆକାଉଣ୍ଟକୁ ଯିବ ୨୦୦୦ ଲେଖାଏଁ ଟଙ୍କା । ପ୍ରଧାନମନ୍ତ୍ରୀ କିଷାନ ଯୋଜନା…