Odia News Portal
Browsing Tag

Pm

ଆଜି ପାକିସ୍ଥାନ ବାଛିବ ନୂଆ ପ୍ରଧାନମନ୍ତ୍ରୀ

ଦେଶରେ ନୂଆ ପ୍ରଧାନମନ୍ତ୍ରୀ ନିଯୁକ୍ତି ପାଇଁ ଆରମ୍ଭ ହୋଇଛି ରେସ୍। ବିରୋଧୀ ଦଳ ନେତା ଶାହବାଜ ଶରିଫ ଦେଶର ୨୩ ତମ ପ୍ରଧାନମନ୍ତ୍ରୀ ବନିବା ଏକ ପ୍ରକାର ସ୍ପଷ୍ଟ ହୋଇଛି। ତାଙ୍କୁ ସମର୍ଥନ କରିଛନ୍ତି ମିଳିତ ବିରୋଧୀ PML-N ଅଧ୍ୟକ୍ଷ। ଶାହବାଜଙ୍କୁ ବିରୋଧୀ ଦଳମାନେ ପିଏମ୍ ପ୍ରାର୍ଥୀ ଭାବେ…

୩ କୃଷି ଆଇନ ପ୍ରତ୍ୟାହାର ପ୍ରସ୍ତାବକୁ ମିଳିଲା ମଞ୍ଜୁରୀ

ସରିଛି କେନ୍ଦ୍ର କ୍ୟାବିନେଟ୍‌ର ଗୁରୁତ୍ୱପୂର୍ଣ୍ଣ ବୈଠକ । ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିଥିବା ଏହି ବୈଠକ ଶେଷ ହୋଇଛି । ତେବେ ଏହି ବୈଠକରେ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ହୋଇଛି । ବିବାଦୀୟ ୩ଟି କୃଷି ଆଇନ୍‌ ପ୍ରତ୍ୟାହାର ପ୍ରସ୍ତାବକୁ ଲାଗିଛି କ୍ୟାବିନେଟ୍‌ର ମୋହର ।…

ଆଜି ଉଜ୍ୱଳା ଯୋଜନା ୨.୦ କୁ ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ ମୋଦୀ

ପ୍ଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଉଜ୍ଜଳା ଯୋଜନା-୨ର ଶୁଭାରମ୍ଭ କରିବେ । ଆର୍ଥିକ ଭାବେ ଅନଗ୍ରସର ପରିବାରକୁ କେନ୍ଦ୍ର ସରକାରଙ୍କ ଏହି ଯୋଜନା ଲାଭ ପହଂଚାଇବ । ଏନେଇ ପ୍ରଧାନମନ୍ତ୍ରୀ ମୋଦୀ ଗତକାଲି ଟୁଇଟ କରି ସୂଚନା ଦେଇଛନ୍ତି । ପ୍ରଧାନମନ୍ତ୍ରୀ ମୋଦୀ ରୋଷେଇ ଗ୍ୟାସର ଏହି ସୁବିଧାର…

ପ୍ରଧାନମନ୍ତ୍ରୀ ମୋଦିଙ୍କ ବଡ ସରପ୍ରାଇଜ୍

ନୂଆଦିଲ୍ଲୀ() ଲେହ ଗସ୍ତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ପ୍ରଧାନମନ୍ତ୍ରୀ ମୋଦିଙ୍କ ବଡ ସରପ୍ରାଇଜ୍ । ସେନାର ମନୋବଳ ବଢାଇବା ପାଇଁ ମୋଦି ଗସ୍ତ କରିଛନ୍ତି । ସୀମାରେ ଉତ୍ତେଜନା ସମୟରେ ଲଦାଖରେ ମୋଦି । ଲେହ ଏୟାରପୋର୍ଟରେ ପହଞ୍ଚିଛନ୍ତି ପ୍ରଧାନମନ୍ତ୍ରୀ । ଗଲଓ୍ବାନ ଘାଟି ଯିବା ନେଇ…

ଶ୍ରମିକ ଦିବସରେ ପ୍ରଧାନମନ୍ତ୍ରୀଙ୍କ ନିଷ୍ପତିକୁ ସମୀର ମହାନ୍ତିଙ୍କ ସ୍ୱାଗତ

ଭୁବନେଶ୍ୱର () ବୈଶ୍ୱିକ ମହାମାରୀ କରୋନାଜନିତ ଲକ୍‌ଡାଉନ୍ କାରଣରୁ ବହୁ ସଂଖ୍ୟାରେ ଶ୍ରମିକ, ଛାତ୍ରମାନେ ବିଭିନ୍ନ ରାଜ୍ୟରେ ଫସି ରହିଛନ୍ତି । ନିଜ ନିଜ ଘରକୁ ଫେରିବା ପାଇଁ ପ୍ରସ୍ତୁତଥିବା ଏହି ଶ୍ରମିକମାନେ ଯାନବାହନ ଚାଲୁନଥିବା କାରଣରୁ ଫେରିବାରେ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ।…