ପିଓକେ ଭାରତର ଏକ ଅଂଶ, ନିଶ୍ଚିତ ଫେରାଇଆଣିବୁ: ଭାଗବତ
ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ (ଆରଏସଏସ) ମୁଖ୍ୟ ମୋହନ ଭାଗବତ ପାକିସ୍ତାନ ଅଧିକୃତ କାଶ୍ମୀର (ପିଓକେ)କୁ ଭାରତର ଘରେ ଏକ କୋଠରୀ ଭାବରେ ବର୍ଣ୍ଣନା କରିଛନ୍ତି | ସେ କହିଛନ୍ତି ଯେ ଏହି କୋଠରୀ ଭାରତର ଏକ ଅଂଶ ଏବଂ ଏହାକୁ ଦିନେ ଫେରାଇ ଆଣିବାକୁ ପଡିବ। ମଧ୍ୟପ୍ରଦେଶର ସତନାରେ ଏକ କାର୍ଯ୍ୟକ୍ରମରେ…