କେନ୍ଦ୍ର ସରକାରଙ୍କ ଆଭିମୁଖ୍ୟକୁ ନେଇ ଉଠିଲା ଅଙ୍ଗୁଳି
ଭୁବନେଶ୍ୱର () ଗୄହରେ ଉଠିଲା ପୋଲାଭରମ ପ୍ରସଙ୍ଗ। ଶାସକ ଦଳ ବିଧାୟକ ଦେବୀ ମିଶ୍ର ଉଠାଇଲେ । ମାଲକାନଗିରି ଜିଲ୍ଲାରେ ପ୍ରଭାବିତ ହେବାକୁ ଯାଉଥିବା ବିସ୍ଥାପିତଙ୍କ ଜୀବନଜୀବିକା ବାବଦରେ କେନ୍ଦ୍ର ସରକାରଙ୍କ ଆଭିମୁଖ୍ୟକୁ ନେଇ ଅଙ୍ଗୁଳି ଉଠାଇଲେ। ସିପିଆଇ ଏମ ବିଧାୟକ ଲକ୍ଷ୍ମଣ ମୁଣ୍ଡା ବି ଏ…