Odia News Portal
Browsing Tag

police encounter

ଏନକାଉଣ୍ଟରରେ କୁଖ୍ୟାତ ମାଓବାଦୀ ମୃତ

ମାଲକାନଗିରି: ଛତିଶଗଡ଼ର ଦାନ୍ତେୱାଡା ଜିଲ୍ଲାରେ ପୋଲିସ ମାଓବାଦୀଙ୍କ ମଧ୍ୟରେ ଗୁଳିବିନିମୟ ହୋଇଛି। ଏଥିରେ ଜଣେ କୁଖ୍ୟାତ ମାଓବାଦୀ ମୃତ୍ୟୁବରଣ କରିଥିବା ବେଳେ ବିପୁଳ ପରିମାଣର ମାଓ ସାମଗ୍ରୀ ଜବତ କରାଯାଇଛି। ମୃତ ମାଓବାଦୀ ରାମ କଡ଼ତି ବୋଲି ଦାନ୍ତେୱାଡା ଏସପି ଅଭିଶେଖ ପଲ୍ଲଭ କହିଛନ୍ତି । …

ଭଂଜନଗରରେ ଏନକାଉଂଟର

ଭଞ୍ଜନଗର ଜଙ୍ଗଲରେ ଫୁଟିଲା ଗୁଳି । ରାମପାଦ ଜଙ୍ଗଲରେ ପୋଲିସ-ଅପରାଧୀ ଏନକାଂଉଟର ହୋଇଚି । ଭଞ୍ଜନଗର-ବୁଗୁଡା ପୋଲିସ ଦ୍ୱାରା ଏନକାଂଉଟରରେ ନୟାଗଡର ଦୁର୍ଦ୍ଦାନ୍ତ ଅପରାଧୀ ବେଣୁ ବାରିକ ଅପରାଧୀ ଆହତ ହୋଇଛି । ତାର ବାମ ଗୋଡରେ ଗୁଳି ବାଜିଛି । ବେଣୁକୁ ବୁଗୁଡା ମେଡିକାଲରେ ଭର୍ତି କରାଯାଇଛି ।…