Odia News Portal
Browsing Tag

political news odisha

ରାଜ୍ୟରେ କୋଭିଡ଼ ସ୍ଥିତି ସମୀକ୍ଷା କରିବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ରାଜ୍ୟରେ କରୋନା ସଂକ୍ରମଣର ବୃଦ୍ଧି ପାଉଥିବାରୁ ଆକ୍ସନ ମୋଡ଼କୁ ଆସିଛନ୍ତି ରାଜ୍ୟ ସରକାର ।ରାଜ୍ୟରେ କୋଭିଡ଼ ସ୍ଥିତିର ସମୀକ୍ଷା କରିବେ ମୁଖ୍ୟମନ୍ତ୍ରୀ । ଆଜି ସନ୍ଧ୍ୟାରେ ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିବ ଏହି ଗୁରୁତ୍ୱପୂର୍ଣ୍ଣ ବୈଠକ । ଏହି ବୈଠକରେ ମୁଖ୍ୟ ଶାସନ

ହାଟ ବନ୍ଦ ପରେ ରାସ୍ତାରେ ପରିବା ଢ଼ାଳି ବ୍ୟବସାୟୀଙ୍କ ପ୍ରତିବାଦ

ଝାରସୁଗୁଡା: ପରିବା ବିକ୍ରି ନ କରିପାରି ହନ୍ତସନ୍ତ ଚାଷୀ ।କଟକଣା ଯୋଗୁଁ ପରିବା ବିକ୍ରି କରିନପାରି ରାସ୍ତାରେ ପରିବା ଢ଼ାଳି ପରିବା ବିକାଳିଙ୍କ ପ୍ରତିବାଦ । ଝାରସୁଗୁଡ଼ା ସହରରେ ଥିବା ଏକ ମାତ୍ର ସାପ୍ତାହିକ ହାଟ ଓ ଦୈନିକ ହାଟକୁ ପ୍ରଶାସନ ପକ୍ଷରୁ କରୋନା କଟକଣା ଯୋଗୁଁ ବନ୍ଦ

ନିଶା ସେବନ ଅଭ୍ୟାସରୁ ମୁକ୍ତି ଦେବ ଗୁଜୁରାତି ଏବଂ ପାନମଧୁରୀ

ଭୁବନେଶ୍ବର: ଲୋକମାନେ ବିଶେଷ କରି ଗୁଜୁରାତି କିମ୍ୱା ପାନମଧୁରୀ ପାଟିର ସ୍ଵାଦ ବଦଳାଇବା ପାଇଁ ଏହି ସବୁ ଜିନିଷ ଖାଇଥାନ୍ତି ।  କିନ୍ତୁ ଏଥିରେ ମଧ୍ୟ ଔଷଧୀୟ ଗୁଣ ଭରି ରହିଥାଏ,ଯାହା ସ୍ୱାସ୍ଥ୍ୟକୁ ଫିଟ୍ ରଖିଥାଏ । ଏଥି ସହିତ ନିଶା ସମସ୍ୟାକୁ ମଧ୍ୟ ଦୂର କରିବାରେ ମଧ୍ୟ ସହାୟକ ହୋଇଥାଏ ।