Odia News Portal
Browsing Tag

political news odisha

ପିପିଲି ମହାସଂଗ୍ରାମ: ନାମାଙ୍କନ ଭରିବେ ରୁଦ୍ର ଓ ଅଜିତ୍

ଭୁବନେଶ୍ୱର: ପିପିଲିରେ ରାଜନୈତିକ ପାଣିପାଗ ଆଜିଠୁ ସରଗରମ ହେବ ।ପିପିଲି ବାଜି ହାତେଇବା ପାଇଁ ୩ ଦଳର ପ୍ରାର୍ଥୀ ରେଡ୍ଡି । ଆଜି ନାମାଙ୍କନ ଭାରିବାର ଶେଷ ତାରିଖ ।ଆଉ ଶେଷ ଦିନରେ ନାମାଙ୍କନ ଭରିବେ ବିଜେଡି ପ୍ରାର୍ଥୀ ରୁଦ୍ର ମହାରଥୀ ଏବଂ କଂଗ୍ରେସ ପ୍ରାର୍ଥୀ ଅଜିତ୍ ମଙ୍ଗରାଜ ।

ମୋଟାପଣ ସମସ୍ୟାରୁ ମୁକ୍ତି ଦେବ କାକୁଡି ଡାଏଟ୍

ଭୁବନେଶ୍ବର: ଶରୀରର ମୋଟାପଣ କେବଳ ବ୍ୟକ୍ତିର ସୌନ୍ଦର୍ଯ୍ୟ ଖରାପ୍ କରି ନଥାଏ ନାହିଁ ବରଂ ଅନେକ ରୋଗର କାରଣ ମଧ୍ୟ ସାଜିଥାଏ । ତେଣୁ ଓଜନ କମାଇବା ପାଇଁ ବିଶେଷଜ୍ଞମାନେ ବିଭିନ୍ନ ପ୍ରକାରର ଖାଦ୍ୟ ଅନୁସରଣ କରିବାକୁ ପରାମର୍ଶ ଦେଇଥାନ୍ତି । ଯେଉଁଥିରେ କାକୁଡି ମଧ୍ୟ ଅନ୍ତର୍ଭୁକ୍ତ । ତେବେ

ରଙ୍ଗର ପର୍ବ ହୋଲିରେ ମୁଖ୍ୟମନ୍ତ୍ରୀଙ୍କ ଶୁଭେଚ୍ଛା ବାର୍ତ୍ତା

ଭୁବନେଶ୍ବର: ଆଜି ରଙ୍ଗର ପର୍ବ ହୋଲି । ହୋଲି ଅବସରରେ ରାଜ୍ୟବାସୀଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୁଭେଚ୍ଛା ଜଣାଇଛନ୍ତି ।ତେବେ ଶୁଭେଚ୍ଛା ବାର୍ତ୍ତାରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ରଙ୍ଗ ଓ ଆନନ୍ଦର ପର୍ବ ହୋଲି ଅବସରରେ ରାଜ୍ୟବାସୀଙ୍କୁ ମୋର ଅନେକ ଅନେକ ଶୁଭେଚ୍ଛା ଓ ଅଭିନନ୍ଦନ।

ନବରଙ୍ଗପୁର ପ୍ରଶାସନ ହଟାଇଲା ନାଇଟ୍‌ କର୍ଫ୍ୟୁ

ନବରଙ୍ଗପୁର: ନବରଙ୍ଗପୁର ଜିଲ୍ଲାରେ ହଟିଲା ନାଇଟ୍‌ କର୍ଫ୍ୟୁ | ରାଜ୍ୟରେ ମାଲକାନଗିରି ପରେ ନବରଙ୍ଗପୁରରେ ନାଇଟ୍‌ କର୍ଫ୍ୟୁ ଲାଗୁ ହୋଇଥିଲା। ଜିଲ୍ଲାରେ କରୋନା ମିଟର ତଳ ମୁହାଁ ହେବା ପରେ ଜିଲ୍ଲା ପ୍ରଶାସନ ପକ୍ଷରୁ ନାଇଟ କର୍ଫ୍ୟୁ ହଟାଇ ଦିଆଯାଇଛି। ତେବେ ରବିବାର ନବରଙ୍ଗପୁର ଜିଲ୍ଲା

ଜନ୍ମ କଲା ଛୁଆଙ୍କୁ ବିଷ ପିଆଇଲା ଜାନକୀ,୨ ମୃତ

ଭୁବନେଶ୍ୱର: ଚନ୍ଦକା ଥାନା ଅନ୍ତର୍ଗତ ମେଣ୍ଢାଶାଳ ନିକଟରେ ଅଭାବନୀୟ ଘଟଣା । ତିନି ଶିଶୁଙ୍କୁ ବିଷଦେଇ ନିଜେ ବିଷ ପିଇଲା ମା। କ୍ୟାପିଟାଲ ହସ୍ପିଟାଲରେ ସାଢ଼େ ଚାରି ବର୍ଷର ଓ ତିନି ବର୍ଷର ୨ ପୁଅଙ୍କ ମୃତ୍ୟୁ ହୋଇଥିବା ସମୟରେ ଦେଢ ବର୍ଷର ଶିଶୁ କନ୍ୟା ଓ ମାକୁ ଗୁରୁତର ଅବସ୍ଥାରେ କଟକ