Odia News Portal
Browsing Tag

political news odisha

ହୀରାବେନ୍ ନେଲେ କରୋନା ଟିକା

ନୂଆଦିଲ୍ଲୀ: ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମା’ ହୀରାବେନ୍ କରୋନା ଟିକାର ପ୍ରଥମ ଡୋଜ୍ ନେଇଛନ୍ତି । ଏନେଇ ଖୋଦ୍ ପ୍ରଧାନମନ୍ତ୍ରୀ ମୋଦି ଟୁଇଟ୍ କରି ସୂଚନା ଦେଇଛନ୍ତି ।ଟୁଇଟ୍ କରି ମୋଦି ଲେଖିଛନ୍ତି – ସେ ଏହା ଜଣାଇ ଖୁସି ହେଉଛନ୍ତି ଯେ, ତାଙ୍କ ମା’ ଆଜି କୋଭିଡ୍ ଟିିକାର ପ୍ରଥମ

ଘାଟରେ ବୁଡ଼ିଗଲେ ଦୁଇ ନାବାଳିକା

ଲମତାପୁଟ : ମହାଶିବରାତ୍ରୀରେ ଆଜି ଏକ ଅଘଟଣ ଘଟି ଯାଇଛି । କୋରାପୁଟ ଜିଲ୍ଲା ଅନ୍ତର୍ଗତ ଲମତାପୁଟରେ ଅକାଳରେ ଚାଲିଯାଇଛି ଦୁଇ ନାବାଳିକାଙ୍କ ଜୀବନ । ମାଛ ଧରିବା ଦୁଇ ନାବାଳିକାଙ୍କ ପାଇଁ କାଳ ହୋଇଛି । ଆଜି ଦୁଇ ନାବାଳିକା ପାତାଳୀ ନଦୀର ପଡ଼େଇସିଙ୍ଗ ଘାଟକୁ ମାଛ ଧରିବାକୁ ଯାଇଥିଲେ । ହେଲେ

ନାଗପୁରରେ ସପ୍ତାହେ ଲକଡାଉନ୍

ନାଗପୁର: ମହାରାଷ୍ଟ୍ରର ନାଗପୁରରେ ସମ୍ପୁର୍ଣ୍ଣ ତାଲାବନ୍ଦ ଲଗାଇବାକୁ ନିଷ୍ପତି ନେଇଛି ପ୍ରଶାସନ । ମାର୍ଚ୍ଚ ୧୫ରୁ ୨୧ ଯାଏ ପୂରା ନାଗପୁରରେ ଲକଡାଉନକୁ କଡ଼ାକଡ଼ି ଭାବେ ଏହାକୁ ପାଳନ କରାଯିବ। ଲକଡାଉନ ସମୟରେ ଜରୁରୀ ସେବା ଓ ସାମଗ୍ରୀ ଦୋକାନକୁ ଛାଡ଼ି ଦେଲେ ଆଉ ସବୁ କିଛି ବନ୍ଦ ରହିବ। ପରିବା

ଓଡିଶାରେ ପହଁଚିଲେ କେନ୍ଦ୍ରୀୟ ଟିମ୍

ଭୁବନେଶ୍ୱର: ଶିମିଳିପାଳ ଜଙ୍ଗଲରେ ନିଆଁ ଲାଗିବା ଘଟଣାର ସ୍ଥିତି ଅନୁଧ୍ୟାନ କରିବା ପାଇଁ ଆଜି ଓଡିଶାରେ ପହଂଚିଛନ୍ତି କେନ୍ଦ୍ରୀୟ ଟିମ୍ । ଶିମିଳିପାଳରେ କାହିଁକି ନିଆଁ ଲାଗିଲା, ଏହାର କାରଣ ଅନୁଧ୍ୟାନ କରିବା ସହ ଏହାର ନିରାକରଣ ପାଇଁ କ’ଣ ସବୁ ପଦକ୍ଷେପ ନେବା ଆବଶ୍ୟକ ସେନେଇ ରିପୋର୍ଟ ଦେବ

ନିୟମ ଉଲ୍ଲଙ୍ଘନ କଲେ ବନ୍ଦ ହେବ ମନ୍ଦିର

ଭୁବନେଶ୍ୱର: ମହା ଶିବରାତ୍ରୀକୁ ନଜରରେ ରଖି ପ୍ରଭୁ ଶ୍ରୀଲିଙ୍ଗରାଜ ମନ୍ଦିର ଚତୁଃପାର୍ଶ୍ବରେ ବ୍ୟାପକ ପୋଲିସ ବ୍ୟବସ୍ଥା କରାଯାଇଛି । ତେବେ ମନ୍ଦିରରେ କୋଭିଡ୍ ଗାଇଡ୍ ଲାଇନ୍ ଉଲଂଘନ କଲେ ବନ୍ଦ ହେବ ମନ୍ଦିର । ଭକ୍ତମାନଙ୍କ ଗାଡିଗୁଡିକ ପାର୍କିଂ ପାଇଁ ତିନୋଟି ସ୍ଥାନରେ ବ୍ୟବସ୍ଥା ରହିଛି ।

ଶିମିଳିପାଳ ସ୍ଥିତି ପରଖିଲେ ପ୍ରଣବ

ମୟୁରଭଞ୍ଜ: ଜଙ୍ଗଲର ନିଆଁ ସ୍ଥିତି ପରଖିବା ପାଇଁ ଶିମିଳିପାଳରେ ପହଁଚିଲେ ବିଜେଡି ସଂଗଠନ ସଂପାଦକ । ଏନେଇ ଗତକାଲି ଟ୍ୱିଟ କରି ସୂଚନା ଦେଇଥିଲେ ପ୍ରଣବ ପ୍ରକାଶ ଦାସ । ଶିମିଳିପାଳ ଉପ ନିର୍ଦ୍ଦେଶକଙ୍କ ସହ ଆଲୋଚନା ପରେ ବିଭିନ୍ନ ଅଞ୍ଚଳ ବୁଲିବେ ପ୍ରଣବ ପ୍ରକାଶ ଦାସ । ତାଙ୍କ ସହ ରାଜ୍ୟସଭା