Odia News Portal
Browsing Tag

political news odisha

ବଜେଟ ପୂର୍ବରୁ ବସିଲା ସର୍ବଦଳୀୟ ବୈଠକ

ଭୁବନେଶ୍ୱର: ଆସନ୍ତାକାଲି ଠାରୁ ବିଧାନସଭାରେ ବଜେଟ ଅଧିବେଶନ ଆରମ୍ଭ ପୂର୍ବରୁ ଆଜି ବସିଛି ସର୍ବଦଳୀୟ ବୈଠକ | ବାଚସ୍ପତିଙ୍କ ଅଧ୍ୟକ୍ଷତାରେ ବିଧାନସଭାରେ ବସିଛି ସର୍ବଦଳୀୟ ବୈଠକ । କାଲିଠାରୁ ଆରମ୍ଭ ହେବାକୁ ଥିବା ବଜେଟ୍ ଅଧିବେଶନକୁ କିଭଳି ପରିଚାଳନା କରାଯିବ ସେନେଇ ଏହି ବୈଠକରେ ଆଲୋଚନା

ରାଜଧାନୀରୁ ଧଳା ଜହର ଜବତ, ମହିଳା ଗିରଫ

ଭୁବନେଶ୍ୱର: ରାଜଧାନୀରୁ ପୁଣି ବ୍ରାଉନସୁଗର ଜବତ ହେଲା ଧଳା ଜହର । ରାଜଧାନୀ ଭୁବନେଶ୍ୱରର ଚାଲିଛି ବେଧଡ଼କ ଧଳା ଜହର କାରବାର। ଅବାକରୀ ବିଭାଗର ବାରମ୍ବାର ଚଢ଼ାଉ ପରେ ମଧ୍ୟ କାୟା ବିସ୍ତାର କରୁଛି ଧଳା ଜହର ବେପାର। ଆଜି ପଳାଶୁଣୀ ଅଞ୍ଚଳରୁ ମହିଳାଙ୍କ ନିକଟରୁ ୧୮୫ ଗ୍ରାମ୍ ବ୍ରାଉନସୁଗାର ଜବତ

ସାରଥିଙ୍କୁ ମିଳିଲା ପ୍ରବଚନ ଅନୁମତି

କଟକ: ଏଣିକି ପ୍ରବଚନ ଦେଇ ପାରିବେ ବହୁ ଚର୍ଚ୍ଚିତ ବିବାଦୀୟ ସାରଥି । ସାରଥିଙ୍କ ଭଜନ ଶୁଣିବା ପାଇଁ ପୁଣି ଜମିବ ଭକ୍ତଙ୍କ ଆସର | ପ୍ରବଚନ ଦେବା ନେଇ ସାରଥିଙ୍କୁ ମିଳିଛି ହାଇକୋର୍ଟ ଅନୁମତି । ସର୍ବାଧିକ ୨୦୦ ଲୋକଙ୍କୁ ନେଇ ଦେଇ ପାରିବେ ପ୍ରବଚନ। କୋଭିଡ୍ କଟକଣା ମାନି ପ୍ରବଚନ ଦେବାକୁ

ସୁନ୍ଦରଗଡ଼ ଜିଲ୍ଲାକୁ ୪୯୧୫ କୋଟିର ଉପହାର

ସୁନ୍ଦରଗଡ଼: ମୁଖ୍ୟମନ୍ତ୍ରୀଙ୍କ ଫୋକସ୍ ରେ ସୁନ୍ଦରଗଡ଼ । ସୁନ୍ଦରଗଡ ଜିଲ୍ଲାକୁ ୪୯୧୫ କୋଟି ଟଙ୍କାର ଉପହାର ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ରାଉରକେଲାର ବିପିୟୁଟି ପରିସରରେ ଆୟୋଜିତ ସଭାସ୍ଥଳରୁ ସୁନ୍ଦରଗଡବାସୀଙ୍କୁ ଏହି ବଡ ଭେଟି ଦେଇଛନ୍ତି ନବୀନ । ସୁନ୍ଦରଗଡ଼ ଜିଲ୍ଲାଗସ୍ତ

ପଶ୍ଚିମ ଓଡିଶା ବିକାଶ ପରିଷଦକୁ ଡବଲ୍ ଡୋଜ୍

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଭିଡିଓ କନ୍‌ଫରେନ୍‌ସିଂ ଜରିଆରେ ପଶ୍ଚିମ ଓଡିଶା ବିକାଶ ପରିଷଦର କାର୍ଯ୍ୟକ୍ରମ ସମୀକ୍ଷା କରି ପଶ୍ଚିମ ଓଡିଶାର ବିକାଶ ପାଇଁ ପରିଷଦର ବାର୍ଷିକ ଅନୁଦାନକୁ ଦୁଇ ଗୁଣ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ଏହାସହିତ ଯୁବକଯୁବତୀ ମାନଙ୍କ ପାଇଁ

ରଙ୍ଗରୁଟ୍‌ ନେଇଗଲା ୨ ଶିଶୁଙ୍କ ଜୀବନ

ଢେଙ୍କାନାଳ: ଢେଙ୍କାନାଳର ବାଜିଚୌକ ଫ୍ଲାଇଓଭର ନିକଟରେ ଅଭାବନୀୟ ଘଟଣା ଘଟିଛି। ଦୁର୍ଘଟଣାରେ ଚାଲିଯାଇଛି ୨ ନୀରିହ ଶିଶୁଙ୍କ ଜୀବନ। ଅନ୍ୟ ଜଣେ ଗୁରୁତର ହୋଇଛନ୍ତି। ତାଙ୍କୁ ସ୍ଥାନୀୟ ମେଡିକାଲରେ ଭତ୍ତି କରାଯାଇଛି। ମୃତ ୨ ନାବାଳିକାଙ୍କ ବୟସ ୫ ଓ ୭ ବର୍ଷ ଥିବା ସୂଚନା ମିଳିଛି।

ହାତୀ ମୃତ୍ୟୁରେ ମୁଖ୍ୟମନ୍ତ୍ରୀଙ୍କ ଉଦ୍‌ବେଗ ପ୍ରକାଶ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଭିଡିଓ କନ୍‌ଫରେନ୍‌ସିଂ ଜରିଆରେ କଳାହାଣ୍ଡିର କର୍ଲାପାଟ ଅଭୟାରଣ୍ୟରେ ଘଟୁଥିବା ହାତୀ ମୃତ୍ୟୁ ସଂପର୍କରେ ସମୀକ୍ଷା କରି ଏହି ଘଟଣାରେ ଘୋର ଉଦ୍‌ବେଗ ପ୍ରକାଶ କରିଛନ୍ତି । ଜଙ୍ଗଲ ଓ ପରିବେଶ ବିଭାଗ ଏବଂ ପଶୁସଂପଦ ବିଭାଗ ମିଳିତ ଭାବେ ପଦକ୍ଷେପ

ମହାବଳ ବାଘ ଆକ୍ରମଣରେ ହାତୀଛୁଆ ମୃତ

ମୟୂରଭଞ୍ଜ: ଶିମିଳିପାଳ ଅଭୟାରଣ୍ୟ ଭିତରେ ମହାବଳ ବାଘ ଆକ୍ରମଣରେ ହାତୀଛୁଆ ମୃତ। ରାଇରଙ୍ଗପୁର ବନଖଣ୍ଡ ବିଶୋଇ ରେଞ୍ଜ ଅନ୍ତର୍ଗତ ଗାର୍ଗାଡିହି ବିଟ୍ ର ଖଡିଆସାହି ନିକଟରେ ଥିବା ଟଙ୍ଗୁରୁ ସଂରକ୍ଷିତ ଜଙ୍ଗଲରେ ମୃତ ହାତୀ ଛୁଆକୁ ଠାବ କରିଛନ୍ତି ବନବିଭାଗର କର୍ମଚାରୀ । ହାତୀ ଛୁଆ ଶରୀରରେ ଥିବା

ନେତାଜୀ ଟର୍ମିନାଲ ପାଇଁ ପଥ ପରିଷ୍କାର

କଟକ: କଟକ ଅତ୍ୟାଧୁନିକ ବସ ଟର୍ମିନାଲ ମାମଲାକୁ ଖାରଜ କଲେ ହାଇକୋର୍ଟ । ଖାନନଗରରେ ବସ୍ ଟର୍ମିନାଲ ନେଇ ହୋଇଥିବା ଜନସ୍ୱାର୍ଥ ମାମଲା ହାଇକୋର୍ଟରେ ଖାରଜ ହୋଇଛି । ଏହା ରାଜ୍ୟ ସରକାରଙ୍କ ନିଷ୍ପତ୍ତି ହୋଇଥିବାରୁ ଏହା ଉପରେ ହସ୍ତକ୍ଷେପ କରିବାକୁ ମନା କରିଦେଇଛନ୍ତି ହାଇକୋର୍ଟ ।

ରାଜ୍ୟ ସରକାରଙ୍କୁ ଅପରାଜିତାଙ୍କ ଟାର୍ଗେଟ

ଭୁବନେଶ୍ୱର: ସାମ୍ବାଦିକ ସମ୍ମିଳନୀରେ ନିଖୋଜ ପୋଷ୍ଟର ନେଇ ପ୍ରତିକ୍ରିୟା ରଖିଲେ ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀ ।ସାଂସଦ ଅପରାଜିତା ନିଜ ପ୍ରତିକ୍ରିୟାରେ କହିଛନ୍ତି, ନିଖୋଜ ପୋଷ୍ଟର ମୁଁ ହ୍ୱାଟ୍ସଆପରେ ପାଇଲି । ପୋଷ୍ଟର ଲଗାଇଥିବା ବନ୍ଧୁମାନଙ୍କୁ ମୋର ଧନ୍ୟବାଦ। ସଂସଦ ଚାଲିଥିବାରୁ